29 C
Bhubaneswar
Saturday, September 19, 2020

ଗଞ୍ଜାମ ପାଟପୁର ଥାନାଡେଙ୍ଗାଡି ଗାଁରେ ପୋଲିସ୍ଓ ପବ୍ଳିକ୍ ମୁହାଁମୁହିଁ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ବ୍ରହ୍ମପୁର ,୪ ।୯(ନି.ପ୍ର): ଗଞ୍ଜାମଜିଲ୍ଲା ପାଟପୁର ଥାନା ଅନ୍ତର୍ଗତଡେଙ୍ଗାଡି ଗ୍ରାମରେ ପୋଲିସ ଓ ପବ୍ଳିକମଧ୍ୟରେ ଏକ ଗଣ୍ଡଗୋଳଉପୁଜିଥିଲା ଖବରରୁ ସୂଚନାମିଳିଥିଲା ଯେ, ଉକ୍ତ ଗ୍ରାମରେଚାଲିଥିବା ଏକ ଯାତ୍ରାର ଆୟ ବ୍ୟୟରହିସାବକୁ କେନ୍ଦ୍ର କରି ସ୍ଥାନୀୟସରପଞ୍ଚଙ୍କ ପ୍ରତିନିଧିଙ୍କୁ ଘେରି ଥିଲେଲୋକେ । ପୋଲିସ ଉକ୍ତ ଘଟଣାବିଷୟରେ ଆଲୋଚନା ବେଳେପୋଲିସ ଓ ଜନତାଙ୍କ ମଧ୍ୟରେମୁହାମୁହିଁ ସୃଷ୍ଟି ହୋଇଥିଲା । ଏକତରଫା ପୋଲିସ ସରପଞ୍ଚଙ୍କ ପ୍ରତିନିଧିସପକ୍ଷରେ ଥିବାରୁ ଗାଁ ଲୋକଙ୍କମଧ୍ୟରେ ବିତୃଷ୍ଣା ଭାବ ଉପୁଜିଥିଲା ।ପ୍ରାୟ ଦୁଇ ତିନି ବର୍ଷ ହେଲା ପ୍ରତିନିଧିଗାଁର ମନ୍ଦିରର ଆୟ ବ୍ୟୟର ହିସାବକୁଭୁଲ୍ କରିଥିଲେ । ଯାହା ଫଳରେଗାଁ ଲୋକମାନେ ସେହି ବିଷୟକୁନେଇ ଉକ୍ତ ପ୍ରତିନିଧିକୁ ଘେରି ଥିଲୋ ପାଟପୁର ଥାନା ର ସମସ୍ତ ପୋଲିସକର୍ମୀମାନେ ସେହି ଗ୍ରାମକୁ ଯାଇଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝାକରିବା ପାଇଁ ଯାଇଥିବା ବେଳେସେହି ଗ୍ରାମର ସମସ୍ତ ଲୋକମାନେସେହି ପ୍ରତିନିଧିକୁ ଗାଁ ମଝିରେ ରଖିଯାତ୍ରା ତଥା ମନ୍ଦିରର ସମସ୍ତ ହିସାବକିତାବର ବିବରଣି ପାଠ କାରିବାପାଇଁ ଅଭିଯୋଗ କରିଛନ୍ତିି ପୋଲିସଙ୍କ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...