29 C
Bhubaneswar
Saturday, September 19, 2020

କୋଭିଡ୍ ରଣନୀତି ସୁଦୃଢ଼ ପାଇଁ ପରାମର୍ଶ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୪ ।୯(ନି.ପ୍ର): ରାଜ୍ୟରେକୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେବଢୁଥିବା ପଜିଟିଭ କେସ୍ ଦୃଷ୍ଟିରୁ ଏହିଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀକହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା୨୦ ଲକ୍ଷ ଲୋକଙ୍କ କୋଭିଡ ଟେଷ୍ଟକରାଯାଇଛି । ପ୍ରତି ୧୦ ଲକ୍ଷ ଲୋକରେଏହା ୪୨,୪୦୪ ଯାହାକି ଜାତୀୟସ୍ତରଠାରୁ ବହୁତ ଅଧିକ । ସେହିପରି ଆରୋଗ୍ୟହାର ମଧ୍ୟ ୭୬.୭୮ ପ୍ରତିଶତରୁ ରହିଛିଏବଂ ମୃତୁ୍ୟ ହାର ୦.୪୬ ପ୍ରତିଶତ ରହିଛି । ଶ୍ରୀ ପ…ନାୟକ କହିଥିଲେ ମୌସୁମୀବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେପୂର୍ବାବସ୍ଥା ଫେରୁଥିବାରୁ କୋଭିଡପରି·ଳନା ପାଇଁ ଏହା ଅ ।ହ୍ୱାନ ସୃଷ୍ଟିକରିଛି । ତେଣୁ ଏହିସବୁ ଆହ୍ୱାନକୁଦୃଷ୍ଟିରେ ରଖି କୋଭିଡ ରଣନୀତିକୁକାର୍ଯ୍ୟକାରୀ କରାଯିବା ଆବଶ୍ୟକ ।ପର୍ଯ୍ୟବେକ୍ଷକମାନେ ତୁରନ୍ତ ବନ୍ୟାଞ୍ଚଳକୁଗସ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁତୁରନ୍ତ ରିଲିଫ ପ୍ୟାକେଜ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।ବର୍ଷାଋତୁରେ ସର୍ଦ୍ଦି, କାଶ ପରି ରୋଗରସମ୍ଭାବନା ଦୃଷ୍ଟିରୁ ଏସବୁ ଲକ୍ଷଣ ଉପରେତୀକ୍ଷଣ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀକହିଛନ୍ତି । ଉଭୟ ସରକାରୀ ଓବେସରକାରୀ କ୍ଷେତ୍ରରେ ସମସ୍ତ ଜ୍ୱରକ୍ଲିନିକ୍ ଗୁଡିକୁ ପ୍ରସ୍ତୁତ ରଖିବା ସହିତ ସ୍ୱାସ୍ଥ୍ୟଏବଂ ସୂଚନା ଓ ଲୋକସଂପର୍କ ବିଭାଗମିଳିତ ଭାବେ ବିଭିନ୍ନ କୋଭିଡପ୍ରୋଟୋକଲ୍କୁ ନେଇ ଏକ ସଚେତନତାଅଭିଯାନ ତୁରନ୍ତ ଆରମ୍ଭ କରିବା ପାଇଁମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ।ଗୁରୁତର କୋଭିଡ ରୋଗୀମାନଙ୍କ ପାଇଁଜିଲ୍ଲା ଭିତର ଥିବା ହସ୍ପିଟାଲରେ ହିଁଅ ।ଇସିୟୁ ଶଯ୍ୟାର ବ୍ୟବସ୍ଥା କରିବା,ଅତ୍ୟନ୍ତ ଗୁରୁତର ରୋଗୀ ଯେପରିଆଇସିୟୁ ସୁବିଧା ପାଇପାରିବେ, ସେଥିପ୍ରତିଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶଦେଇଥିଲେ । ସରକାରୀକର୍ମ·ରୀମାନଙ୍କ ମଧ୍ୟରେ, ବିଶେଷକରିକଟକ ଓ ଭୁବନେଶ୍ୱରରେ କର୍ମ·ରୀଙ୍କମଧ୍ୟରେ ଅଧିକ ସଂଖ୍ୟାରେ କୋଭିଡକେସ୍ ବଢୁଥିବାରୁ ସମସ୍ତ କୋଭିଡ ନିୟମଗୁଡିକୁ କଡାକଡି ଭାବରେ ପାଳନ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।ମାସ୍କ ଓ ସାମାଜିକ ଦୂରôବ ନିୟମରେଯେପରି କୌଣସି ଅବହେଳା ନ ହୁଏ,ସେଥିପ୍ରତି ମୁଖ୍ୟମନ୍ତ୍ରୀ ସତର୍କ କରାଇଦେଇଛନ୍ତି । କୋଭିଡ ସଂପର୍କରେଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନସଚିବ କହିଥିଲେ ଯେ ରାଜ୍ୟରେଲକ୍ଡାଉନ ଓ ସଟ୍ଡାଉନ ପରି·ଳନାସଂପୂର୍ଣ୍ଣ ସଫଳ ହୋଇଛି । କଟକ ଓଖୋର୍ଦ୍ଧା ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖିକୋଭିଡ ରଣନୀତିକୁ ସୁଦୃଢ କରାଯାଉଛିବୋଲି ସେ କହିଥିଲେ । ସ୍ୱାସ୍ଥ୍ୟ ବିଭାଗରଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟରକୋଭିଡ ପରି·ଳନା ସଂପର୍କରେ ଏକବିବରଣୀ ଉପସ୍ଥାପନା କରିଥିଲେ ।ବୈଠକରେ ଶିଳ୍ପ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରସଂପର୍କରେ ଅ ।ଲୋଚନା ହୋଇଥିଲା ।ମୁଖ୍ୟମନ୍ତ୍ରୀ ଜୀବିକା ସୃଷ୍ଟି ଉପରେଗୁରୁତ୍ୱାରୋପ କରି ସବୁ ବିଭାଗର ଜୀବିକାସୃଷ୍ଟି କାର୍ଯ୍ୟକ୍ରମ ଗୁଡିକୁ ଜୋରଦାର କରିବାପାଇଁ ପରାମର୍ଶ ଦେଇଥିଲେ । କୌଣସିକ୍ଷେତ୍ରରେ ଅସୁବିଧା ଥିଲେ, ତାକୁ ତୁରନ୍ତଦୂର କରିବା ପାଇଁ ସେ ପରାମର୍ଶଦେଇଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକମାନେମଧ୍ୟ ଜିଲ୍ଲା ଗସ୍ତ ସମୟରେ ଜୀବିକାକାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରନ୍ତୁବୋଲି ସେ ନିଦେ୍ର୍ଦଶ ଦେଇଥିଲେ । ଶିଳ୍ପଓଏମ୍ଏସ୍ଏମ୍ଇ କ୍ଷେତ୍ରରେ ସମସ୍ତ ପ୍ରକାରକାର୍ଯ୍ୟକ୍ରମ ପୂର୍ଣ୍ଣସ୍ତରରେ କାର୍ଯ୍ୟକ୍ଷମକରିବାପାଇଁ ପରାମର୍ଶ ଦେଇ ଶିଳ୍ପକ୍ଷେତ୍ରରେଯଦି କିଛି ଅସୁବିଧା ଥାଏ, ତେବେ ତାକୁତୁରନ୍ତ ପ୍ରାଥମିକତା ଭିତ୍ତିରେ ଦୂର କରିବାଆବଶ୍ୟକ । ବୈଠକରୁ ଜଣାଯାଇଥିଲାଯେ ରାଜ୍ୟରେ କୃଷି, ଶିଳ୍ପ, ଏମ୍ଏସ୍ଏମ୍ଇଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ତ କାର୍ଯ୍ୟକ୍ରମସ୍ୱଭାବିକ ହୋଇଆସୁଛି । ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସମସ୍ତ କ୍ଷେତ୍ରରେ ସୁଧାରଆସିଛି । କୃଷି କ୍ଷେତ୍ରରେ ଚଳିତ ବର୍ଷଖରିଫରେ ୫୫.୫୨ ଲକ୍ଷ ହେକ୍ଟର ଜମି·ଷ କରାଯାଇଛି ଯାହା କି ପୂର୍ବ ବର୍ଷଠାରୁ ୫ ପ୍ରତିଶତ ଅଧିକ । ଚଳିତ ବର୍ଷସାର ଓ ୟୁରିଆର ·ହିଦା ମଧ୍ୟ ଗତବର୍ଷଠାରୁ ଅଧିକ ରହିଛି । ଚଳିତ ବର୍ଷ୯୯୬୫ କୋଟି ଟଙ୍କାର ଫସଲ ଋଣପ୍ରଦାନ କରାଯାଇଛି, ଯାହା କି ଗତ ବର୍ଷଠାରୁ ମଧ୍ୟ ଅଧିକ । ଇସ୍ପାତ ଓ ଖଣିକ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ପରିଲକ୍ଷିତହୋଇଛି ବୋଲି ବୈଠକରେ ସୂଚନାଦିଅ ।ଯାଇଥିଲା । ଅପ୍ରେଲକୁ ଅଗଷ୍ଟମଧ୍ୟରେ ରାଜ୍ୟରେ ୧୭୫୧୪ କୋଟିଟଙ୍କାର ୨୦୦ଟି ନୂଅ । ପ୍ରକଳ୍ପକୁଅନୁମୋଦିତ କରାଯାଇଛି । ଏଥିରେ ୧୩ହଜାର କର୍ମନିଯୁକ୍ତିର ସମ୍ଭାବନା ରହିଛି ।ସେହିପରି ଶିଳ୍ପ ଉତ୍ପାଦନ ୮୦ ପ୍ରତିଶତପର୍ଯ୍ୟନ୍ତ ବୃଦ୍ଧିପାଇ ସାରିଛି ବୋଲି ସୂଚନାଦିଆଯାଇଥିଲା । ବିଦୁ୍ୟତ ବ୍ୟବହାର,କାର୍ଗୋ ପରି·ଳନା, ସବୁ କ୍ଷେତ୍ରରେଉନ୍ନତି ଆସିଛି । ଏମ୍ଏସ୍ଏମ୍ଇ କ୍ଷେତ୍ରରେସେପ୍ଟେମ୍ବର ସୁଦ୍ଧା ୧.୫ ଲକ୍ଷରୁ ଅଧିକୟୁନିଟ୍ରୁୁ ପାଖାପାଖି ୩୦୦୦ କୋଟିଟଙ୍କାର ଋଣ ପ୍ରଦାନ କରାଯିବା ବୋଲିବୈଠକରେ ସୂଚନା ଦିଅ ।ଯାଇଥିଲା

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...