18 C
Bhubaneswar
Tuesday, January 19, 2021

ଆକାଶବାଣୀରେ ଅର୍ଥାଭାବ

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଭୁବନେଶ୍ୱର,୪ ।୯(ନି.ପ୍ର):ଅ ।କାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମପ୍ରସାରଣରେ ବାରମ୍ବାର ବିଦୁ୍ୟତ୍ ବିଭ୍ରାଟରକାରଣ ହେଉଛି ଅର୍ଥାଭାବ । ଅର୍ଥାଭାବରୁକଟକ ଫକୀରପଡା ଠାରେ ଥିବା ଉଚ୍ଚଶକ୍ତିସମ୍ପନ୍ନ ଟ୍ରାନ୍ସମିଶନ କେନ୍ଦ୍ର ପାଇଁ ସ୍ୱତନ୍ତ୍ରଟ୍ରାନ୍ସଫର୍ମରଟିଏ ବସାଯାଇ ପାରୁନାହିଁ ।ଏଥିଯୋଗୁଁ ଶ୍ରୋତାମାନେ କାର୍ଯ୍ୟକ୍ରମକୁଠିକଣା ଭାବେ ଶୁଣିପାରୁନଥିବାବେଳେକର୍ତ୍ତୃପକ୍ଷ ବାରମ୍ବାର ଦୁଃଖ ପ୍ରକାଶକରୁଛନ୍ତି । ପ୍ରସାରଣ ବିଭ୍ରାଟ ନେଇ କିଛିଶ୍ରୋତା ପଠାଇଥିବା ପତ୍ରର ଏଭଳି ଉତ୍ତରରଖିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରଅଧିକାରୀ । ଏ ସଂକ୍ରାନ୍ତରେ କେନ୍ଦ୍ର ପକ୍ଷରୁକୁହାଯାଇଛି ଯେ ଫକୀରପଡା ଠାରେଥିବା ପ୍ରସାରଣ କେନ୍ଦ୍ର ପାଇଁ ଗୋଟିଏସ୍ୱତନ୍ତ୍ର ବିଦୁ୍ୟତ୍ ଟ୍ରାନ୍ସଫର୍ମରର ଅ ।ବଶ୍ୟକତାଥିଲେ ମଧ୍ୟ ଦୀର୍ଘଦିନ ଧରି ତାହା ପୂରଣହୋଇପାରୁ ନାହିଁ । ଏଥିଯୋଗୁଁ କାର୍ଯ୍ୟକ୍ରମପ୍ରସାରଣ ମଝିରେ ଅନେକ ସମୟରେବିଭ୍ରାଟ ଦେଖାଦେଉଛି ଓ ଶ୍ରୋତାମାନେକାର୍ଯ୍ୟକ୍ରମ ଶୁଣିପାରୁ ନାହାନ୍ତି । ଏହାରମୁଖ୍ୟ କାରଣ ହେଉଛି ଅର୍ଥାଭାବ । ଅର୍ଥଦିଆଯାଇ ପାରୁନଥିବାରୁ ବିଦୁ୍ୟତ୍ ବିଭାଗପ୍ରସାରଣ କେନ୍ଦ୍ର ଲାଗି ସ୍ୱତନ୍ତ୍ର ଟ୍ରାନ୍ସଫର୍ମରବସାଉନାହିଁ । କିଛିଦିନ ତଳେ ଏହି କେନ୍ଦ୍ରପାଇଁ ଗୋଟିଏ ଟ୍ରାନ୍ସଫର୍ମର ବସିଥିଲା ।ହେଲେ କୌଣସି କାରଣରୁ ଏହିଟ୍ରାନ୍ସଫର୍ମରରୁ ସ୍ଥାନୀୟ ଗ୍ରାମ ଗୁଡିକୁ ବିଦୁ୍ୟତ୍ସଂଯୋଗ ଦେଇ ଦିଆଯାଇଛି । ଫଳରେଟ୍ରାନ୍ସଫର୍ମର କେନ୍ଦ୍ରରେ ବାରମ୍ବାର ବିଜୁଳିବିଭ୍ରାଟ ଦେଖାଦେଉଛି । ଏଠାରେଉଲ୍ଲେଖନୀୟ ଯେ ଅ ।କାଶବାଣୀରଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଏପରିକିସମ୍ବାଦ ପରିବେଷଣ ସମୟରେ ମଧ୍ୟ କିଛିସମୟ ପାଇଁ ପ୍ରସାରଣ ବନ୍ଦହୋଇ ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ବିଦୁ୍ୟତ୍ବିଭ୍ରାଟ । ତେବେ କେନ୍ଦ୍ର ସରକାରଙ୍କଏହି ସଂସ୍ଥା ଅର୍ଥାଭାବରୁ ଟ୍ରାନ୍ସଫର୍ମରଟିଏବସାଇ ନପାରିବା ଓ ବିଦୁ୍ୟତ୍ ବିଭାଗଏଥିରେ ସହଯୋଗ ନକରିବା ଏବେଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁଆକାଶବାଣୀର ଗୌରବ ବଜାୟରଖିବାପାଇଁ ତୁରନ୍ତ ଫକୀରପଡା ସ୍ଥିତ ଉଚ୍ଚଶକ୍ତି ସମ୍ପନ୍ନ ପ୍ରସାରରଣ କେନ୍ଦ୍ର ପାଇଁସ୍ୱତନ୍ତ୍ର ଟ୍ରାନ୍ସଫର୍ମରଟିଏ ବସାଇବାକୁଶ୍ରୋତାମାନେ ଦାବି କରୁଛନ୍ତି । ଏଥିରେଉଭୟ ରାଜ୍ୟ ସରକାର ଓ ବିଜୁଳି ବିଭାଗମଧ୍ୟ ହସ୍ତକ୍ଷେପ କରିବାକୁ ଦାବି ହେଉଛି

- Advertisement -ଆକାଶବାଣୀରେ ଅର୍ଥାଭାବ

More articles

LEAVE A REPLY

Please enter your comment!
Please enter your name here

- Advertisement -ଆକାଶବାଣୀରେ ଅର୍ଥାଭାବ

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...