27 C
Bhubaneswar
Wednesday, September 23, 2020

ନିୟମ ପରିବର୍ତ୍ତନ ବିଶ୍ୱବିଦ୍ୟାଳୟ ପାଇଁ ବିପଦ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର,୪ ।୯(ନି.ପ୍ର): ରାଜ୍ୟକ୍ୟାବିନେଟ୍ ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯କୁ ଉଚ୍ଛେଦ କରି ରାଜ୍ୟର ସମସ୍ତବିଶ୍ୱବିଦ୍ୟାଳୟ ପାଇଁ ଏକ ସ୍ୱତନ୍ତ୍ର ନିୟମକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଏହା ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେସରକାରଙ୍କର ହସ୍ତକ୍ଷେପକୁ ଅଧିକ ସକ୍ରିୟକରିବ ବୋଲି ସମାଜବାଦୀ ପାର୍ଟି ଆଶଙ୍କାପ୍ରକାଶ କରିଛି । ବିଶ୍ୱବିଦ୍ୟାଳୟରସ୍ୱତନ୍ତ୍ରତା ଉପରେ ଏହି ଆକ୍ରମଣବିଶ୍ୱବିଦ୍ୟାଳୟର ସ୍ୱାଧୀନତା ଓ ସ୍ୱାତନ୍ତ୍ର୍ୟକୁକ୍ଷୁର୍ଣ୍ଣ କରିବ ବୋଲି ସମାଜବାଦୀ ପାର୍ଟିରାଜ୍ୟ ସଭାପତି ରବି ବେହେରା ଏକପ୍ରେସ୍ ବିବୃତିରେ ଏହାକୁ ବିରୋଧକରିବାକୁ ଆହ୍ୱାନ ଦେଇଛନ୍ତି । ଶ୍ରୀବେହେରା କହିଛନ୍ତି ଯେ, କଲିକତାବିଶ୍ୱବିଦ୍ୟାଳୟକୁ ୫୦ ହଜାର ଟଙ୍କାରଅନୁଦାନ ଦେବା ବଦଳରେ ତତ୍କାଳୀନବ୍ରିଟିଶ୍ ସରକାର ଯେତେବେଳେକଲିକତା ବିଶ୍ୱବିଦ୍ୟାଳୟର ନିୟମପରିବର୍ତ୍ତନ କରି ଏହା ଉପରେ ହସ୍ତକ୍ଷେପକରିବା ଆରମ୍ଭ କଲେ, ତା’ର ପ୍ରତିବାଦକରିବାକୁ ଯାଇ ବିଶିଷ୍ଟ ଶିକ୍ଷାବିô ତଥାକଲିକତା ବିଶ୍ୱବିଦ୍ୟାଳୟର ତତ୍କାଳୀନକୁଳପତି ସାର୍ ଆଶୁତୋଷ ମୁଖାର୍ଜୀକହିଥିଲେ “ଅଟୋନମି ଫାଷ୍ଟ, ଅଟୋନମିସେକେଣ୍ଡ ଆଣ୍ଡ ଅଟୋନମି ଅଲୱେଜ୍’,ଅ ।ଜି ମଧ୍ୟ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାଧୀନତା ଓ ସ୍ୱାତନ୍ତ୍ର୍ୟ ପାଇଁ ଏହାହେଉଛି ମୂଳମନ୍ତ୍ର । ୫୦ ହଜାର ଟଙ୍କାଅନୁଦାନ ବଦଳରେ ବ୍ରିଟିଶ୍ ସରକାରବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟ ଓ ମର୍ଯ୍ୟାଦାକୁଅପହରଣ କରିବା ପାଇଁ ଯେଉଁ ପଦକ୍ଷେପନେଉଛନ୍ତି ତାହାକୁ ବିଶ୍ୱବିଦ୍ୟାଳୟର ଛାତ୍ର,ଶିକ୍ଷକ ତୀବ୍ର ନିନ୍ଦା କରୁଛନ୍ତି ।ବିଶ୍ୱବିଦ୍ୟାଳୟର ଖର୍ଚ୍ଚ ତୁଲାଇବା ପାଇଁସେମାନେ “ବଙ୍ଗଳା’ର ଘରେଘରେ ବୁଲିଭିକ ମାଗିପାରନ୍ତି କିନ୍ତୁ ବିଶ୍ୱବିଦ୍ୟାଳୟରସ୍ୱାଧୀନତାକୁ ବଳି ଦେଇପାରିବେ ନାହିଁ ।ଓଡ଼ିଶା ସରକାର ଏହା ମଧ୍ୟ ଜାଣି ରଖିବାଉଚିô ଯେ, ବିଶ୍ୱବିଦ୍ୟାଳୟକୁ କେବଳରାଜ୍ୟ ସରକାରମାନେ ଅନୁଦାନ ଦିଅନ୍ତିନାହିଁ, ଏହାକୁ “ବିଶ୍ୱବିଦ୍ୟାଳୟ ମଞ୍ଜୁରୀଆୟୋଗ’ (ୟୁ.ଜି.ସି.) ମଧ୍ୟ ଅନୁଦାନଦେଇଥାଏ । ତେଣୁ ବିଶ୍ୱବିଦ୍ୟାଳୟରଶିକ୍ଷକ ଚୟନ, ଗବେଷଣା ଓ ଶିକ୍ଷାଦାନପଦ୍ଧତିରେ ଏକ ସ୍ୱତନ୍ତ୍ର୍ୟ ସ୍ୱାଧୀନତାରହିଛି । ବିଶ୍ୱବିଦ୍ୟାଳୟର କୁଳପତିପ୍ରୋଟକଲ ଅନୁଯାୟୀ ଜଣେ ବିଶିଷ୍ଟବ୍ୟକ୍ତିର ମାନ୍ୟତାପ୍ରାପ୍ତ ପଦବୀ ।ସାଧାରଣତଃ କୁଳପତିଙ୍କର ଜ୍ଞାନ, ଗାରିମାଓ ପଦ ମର୍ଯ୍ୟାଦାକୁ ସରକାର ସମ୍ମାନ ଦେବାକୁବାଧ୍ୟ ହୋଇଥାଆନ୍ତି । କିନ୍ତୁ, ବିଶ୍ୱବିଦ୍ୟାଳୟରଅଧିନିୟମକୁ ବଦଳାଇ କୁଳପତିଙ୍କୁ ଏକସରକାରୀ ସଖି କଣ୍ଢେଇ ଭଳି ବ୍ୟବହାରକରିବା ପାଇଁ ସରକାର ଯେଉଁ ପ୍ରକ୍ରିୟା ଆରମ୍ଭକରିଛନ୍ତି, ତାହାକୁ ସମାଜବାଦୀ ପାର୍ଟି ତୀବ୍ରନିନ୍ଦା କରୁଛି ଏବଂ ସରକାର ଏଥିରୁ କ୍ଷାନ୍ତରହିବା ପାଇଁ ଶ୍ରୀ ବେହେରା ସରକାରଙ୍କୁସତର୍କ କରାଇଦେଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...