27 C
Bhubaneswar
Sunday, September 20, 2020

କମୁନି ସଂକ୍ରମଣ, ମୃତୁ୍ୟ

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ଭୁବନେଶ୍ୱର: ଅ ।ଜି ରାଜ୍ୟରେ୩୨୬୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କରୋନାରେ ୯ଜଣଙ୍କ ମୃତ୍ୟୁଘଟିଛି । ଏହାଫଳରେ ରାଜ୍ୟରେକରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧କୁବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା୧୧୬୬୭୮ରେ ପହଞ୍ଚିଛି ।ଅ ।ଜି କଟକ, ଖୋର୍ଦ୍ଧା, ଗଞ୍ଜାମ ଓବଲାଙ୍ଗୀରରେ ୨ ଜଣ ଲେଖାଏଁ, ଏବଂରାୟଗଡ଼ା ଜିଲ୍ଲାର ଜଣେ କରୋନାସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏମାନେ ସମସ୍ତେକୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାଜିଲ୍ଲାର ୨ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରଜଣେ ୯୦ ବର୍ଷ ବୟସ୍କ ପୁରୁଷ ଅଛନ୍ତି ।ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାର ୬୭ ବର୍ଷିୟ ପୁରୁଷଅ ।କ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକର ଯେଉଁ୨ଜଣ ଅ ।କ୍ରାନ୍ତଙ୍କ ପ୍ରାଣହାନି ଘଟିଛି,ସେମାନଙ୍କ ଭିତରେ ଜଣେ ୫୦ ବର୍ଷ ବୟସ୍କପୁରୁଷ ଓ ଜଣେ ୬୭ ବର୍ଷ ବୟସ୍କା ମହିଳାଅଛନ୍ତି । ଗଞ୍ଜାମର ଯେଉଁ ଦୁଇ ପୁରୁଷ ମୃତକଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୭୦ଓ ୫୦ ବର୍ଷୟ ରାୟଗଡ଼ାର ଜଣେ ୫୨ବର୍ଷିୟ ପୁରୁଷ ଅ ।କ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ଅପରପକ୍ଷରେ ବଲାଙ୍ଗୀରର ଯେଉଁ ଦୁଇପୁରୁଷ ଅ ।କ୍ରାନ୍ତଙ୍କ ପ୍ରାଣହାନି ଘଟିଛି,ସେମାନଙ୍କର ବୟସ ୧୮ ଓ ୭୫ ବର୍ଷବୋଲି ଜଣାଯାଇଛି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୧୯୬୧ ଜଣ କ୍ୱାରେଣ୍ଟାଇନରେ ରହିଥିବାବେଳେ ୧୩୦୬ ଜଣ ସ୍ଥାନୀୟ ବାସିନ୍ଦାରହିଛନ୍ତି । ତେବେ ଚିହ୍ନଟ ହୋଇଥିବାସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୦ଜଣ, ବାଲେଶ୍ୱର ଜିଲ୍ଲାରୁ ୯ ଜଣ, ବରଗଡଜିଲ୍ଲାରୁ ୧୨୦ ଜଣ, ଭଦ୍ରକ ଜିଲ୍ଲାରୁ ୧୩୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩ ଜଣ, ବୌଦ୍ଧଜିଲ୍ଲାରୁ ୪୪ ଜଣ, କଟକ ଜିଲ୍ଲାରୁ ୩୮୪ଜଣ, ଦେଓଗଡ଼ ଜିଲ୍ଲାରୁ ୨୩ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୮ ଜଣ, ଗଜପତିଜିଲ୍ଲାରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୯୭ଜଣ, ଜଗତସିଂହପୁର ଜିଲ୍ଲାରୁ ୬୬ ଜଣ,ଯାଜପୁର ଜିଲ୍ଲାରୁ ୨୩ ଜଣ, ଝାରସୁଗୁଡ଼ାଜିଲ୍ଲାରୁ ୩୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭ଜଣ, କନ୍ଧମାଳ ଜିଲ୍ଲାରୁ ୨୭ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ୫୧ ଜଣ, କେନ୍ଦୁଝରଜିଲ୍ଲାରୁ ୧୦୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୫୯ଜଣ, କୋରାପୁଟ ଜିଲ୍ଲାରୁ ୮୩ ଜଣ,ମାଲକାନଗିରି ଜିଲ୍ଲାରୁ ୧୭ ଜଣ, ମୟୁରଭଞ୍ଜଜିଲ୍ଲାରୁ ୧୩୪ ଜଣ, ନବରଙ୍ଗପୁର ଜିଲ୍ଲାରୁ୮୫ ଜଣ, ନୟାଗଡ ଜିଲ୍ଲାରୁ ୭୦ ଜଣ,ନୂଅ ।ପଡ଼ା ଜିଲ୍ଲାରୁ ୪୦ ଜଣ, ପୁରୀ ଜିଲ୍ଲାରୁ୨୩୫ ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୯ଜଣ, ସମ୍ବଲପୁର ଜିଲ୍ଲାରୁ ୮୦ ଜଣ,ସୋନପୁର ଜିଲ୍ଲାରୁ ୬୬ ଜଣ, ସୁନ୍ଦରଗଡ଼ଜିଲ୍ଲାରୁ ୧୨୭ ଜଣ, ରହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...