25 C
Bhubaneswar
Monday, November 30, 2020

ଏଲଏସିରେ ସ୍ଥିତି ଗମ୍ଭୀର : ନରୱଣେ

Must read

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ନୂଆଦିଲ୍ଲୀ,୪ା୯(ଏଜେନ୍ସି): ଭାରତ ଚୀନ ମଧ୍ୟରେ ଜାରି ଥିବା ଗତିବିଧିସମୟରେ ଦୁଇ ଦିନିଅ । ଲଦାଖ ଗସ୍ତରେ ଯାଇଛନ୍ତି ସେନା ମୁଖ୍ୟ ମନୋଜମୁକୁନ୍ଦ ନରୱଣେ । ସେ କହିଛନ୍ତି, ବାସ୍ତବିକ ନିୟନ୍ତ୍ରଣ ରେଖା ଏଲଏସିରେରେ ସ୍ଥିତି ଗମ୍ଭୀର ଓ ଉେ•ଜନାପୂର୍ଣ୍ଣ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି, ସୁରକ୍ଷାପାଇଁ ପଦକ୍ଷେପ ନିଅ ।ଯାଇଛି ଯେପରିକି ସୁରକ୍ଷା ଓ ଅଖଣ୍ଡତା ସୁରକ୍ଷିତରହିବ ।ସେ କହିଛନ୍ତି ଯେ ଗତ ୨-୩ ମାସରୁ ସ୍ଥିତି ଉେ•ଜନାପୂର୍ଣ୍ଣ ରହିଛି ।କିନ୍ତୁ ଚୀନ ସହ ଉଭୟ ସୈନ୍ୟ ଓ ରାଜନୈତିକ ସ୍ଥରରେ କଥାବା•ର୍ା କରୁଛନ୍ତିଏବଂ ସମାଧାନ ନ ହେବା ଯାଏଁ କଥାବା•ର୍ା ଜାରି ରହିବ । ଯାହାବିମତଭେଦ ରହିଛି ତାହା ବା•ର୍ା ମାଧ୍ୟମରେ ସମାଧାନ କରିବେ ବୋଲି ସେକହିଛନ୍ତି ।

ସେନା ମୁଖ୍ୟ ନରୱଣେ କହିଛନ୍ତି, ଯବାନଙ୍କ ମନୋବଳ ବହୁତ ଦୃଢ ଏବଂସେମାନେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।ଭାରତର ଯବାନଓ ଅଧିକାରୀ ଦୁନିଅ ।ର ସବୁଠାରୁ ଦକ୍ଷ ଏବଂ ଦେଶକୁ ଗୌରବାନ୍ୱିତ କରିବେବୋଲି ସେ କହିଛନ୍ତି । ଲେହରେ ପହଞ୍ଚିବା ପରେ ସେ ବିଭିନ୍ନ ସ୍ଥାନ ପରିଦର୍ଶନକରିଥିଲେ । ସେ ଅଧିକାରୀ ଓ ଜେସିଓଙ୍କ ସହ କଥାବା•ର୍ା କରି ପ୍ରସ୍ତୁତି ତଦାରଖକରିଥିଲେ ।ଯବାନଙ୍କ ମନୋବଳ ଦୃଢ ଅଛି ଏବଂ ସବୁ ପ୍ରକାର ଚ୍ୟାଲେଞ୍ଜରମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ଏହା ପୂର୍ବରୁ ପ୍ରମୁଖ ରକ୍ଷା ଅଧ୍ୟକ୍ଷସିଡିଏମ ଜେନେରାଲ ବିପିନ ରାୱତ କହିଥିଲେ ଯେ ଭାରତର ସୈନ୍ୟବଳ ଚୀନରଅ ।କ୍ରମକ ଗତିବିଧି ସହ ଉଚିତ ତରିକାରେ ମୁକାବିଲା ପାଇଁ ସକ୍ଷମ ।

- Advertisement -ଏଲଏସିରେ ସ୍ଥିତି ଗମ୍ଭୀର : ନରୱଣେ

More articles

LEAVE A REPLY

Please enter your comment!
Please enter your name here

- Advertisement -ଏଲଏସିରେ ସ୍ଥିତି ଗମ୍ଭୀର : ନରୱଣେ

Latest article

ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର ।

ନୂଆଦିଲ୍ଲୀ,ତା୩୦/୧୧;-ଚଣ୍ଡିଗଡ଼, ଦିଲ୍ଲୀ-ବାହାଦୂରଗଡ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ମାର୍ଗରେ ସିଙ୍ଗୁ, ଟିକ୍ରି ଏବଂ ଗାଜିପୁର ପ୍ରବେଶ / ପ୍ରସ୍ଥାନ ପଏଣ୍ଟରେ ଚାଲିଥିବା...

କୃଷକମାନେ ଅମିତ ଶାହାଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରନ୍ତି ।

ନୂଆଦିଲି,ତା୩୦/୧୧;କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନୂତନ ସର୍ତ୍ତ ରଖିଛନ୍ତି ଏବଂ କେନ୍ଦ୍ରର ନାମ ଦାବି କରିଛନ୍ତି...

ରୁବିନା ଦିଲାଇକ୍ ପ୍ରକାଶ କରିଛନ୍ତି ଅଭିନାଭ ଶୁକ୍ଲା ଛାଡପତ୍ର ହେବାକୁ ଯାଉଥିଲେ ।

ମୁମ୍ବାଇ,ତା,୩୦/୧୧ ୱିକେଣ୍ଡ କା ଭରରେ ହୋଷ୍ଟ ସଲମାନ ଆଉ ଏକ ବଡ ମୋଡ଼ ପ୍ରକାଶ କରିଥିଲେ ଯାହା ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

ଡିସେମ୍ବର ୪ ରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ନୂଆଦିଲୀ,ତା୩୦/୧୧; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦଳର ଫ୍ଲୋର ନେତାଙ୍କ ସହ ଭର୍ଚୁଆଲ ବୈଠକ କରି ଦେଶରେ ଚାଲିଥିବା କରୋନାଭାଇରସ ପରିସ୍ଥିତି ଉପରେ ଆଲୋଚନା...

ଓଡିଶାର ଦୈନିକ କୋଭିଡ -୧୯ ମାମଲା ଏବଂ ମୃତ୍ୟୁ ତୀବ୍ର ହ୍ରାସ ପାଇଛି ।

ଭୁବନେଶ୍ୱର,ତା ୩୦/୧୧; ଓଡିଶାରେ ଦୈନିକ କୋଭିଡ -୧୯ ପଜିଟିଭ ଏବଂ ମୃତ୍ୟୁହାର ସୋମବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଉଛି। ସରକାର ଏହାର...