28 C
Bhubaneswar
Sunday, September 20, 2020

ଋଣ ନେଇଥିବା ଲୋକଙ୍କୁ ମିଳିଲା ଆଶ୍ୱସ୍ତ

Must read

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ନୂଆଦିଲ୍ଲୀ,୪ା୯: ଋଣ ନେଇଥିବା ଲୋକଙ୍କୁମିଳିଲା ବଡ ଆଶ୍ୱସ୍ତି । କରୋନା ସଙ୍କଟ ଓ ଲକଡାଉନ୍କାରଣରୁ ଦେଶର ଅ ।ର୍ଥିକ କାରବାର ଗୁରୁତରଭାବେ ପ୍ରଭାବିତ ହୋଇଥିଲା । ଋଣ ନେଇଥିବାଲୋକଙ୍କୁ ମାସିକିଅ । କିସ୍ତି ବା ଇଏମଅ ।ଇ ଭରିବାରେମୁସ୍କିଲ ହେଉଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖିରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଅ । (ଅ ।ରବିଅ ।ଇ)ରଲୋନ ମୋରାଟୋରିୟମ ମାମଲାର ଶୁଣାଣିସମୟରେ ସୁପ୍ରିମକୋର୍ଟ କହିଛନ୍ତି ଅ ।ଗାମୀ ଦୁଇମାସ ପର୍ଯ୍ୟନ୍ତ ବ୍ୟାଙ୍କ ଖାତାକୁ ନନ୍ ପରଫରର୍ମିଙ୍ଗଅ ।ସେଟ୍(ଏନପିଏ) ଘୋଷିତ କରାଯାଇ ପାରିବନାହିଁ । ତିନି ଜଣିଆ ବି·ରପତିଙ୍କ ଖଣ୍ଡପୀଠ କହିଛନ୍ତିଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଖାତା ଅଗଷ୍ଟ ୩୧ ସୁଦ୍ଧାଏନପିଏ ହୋଇ ନାହିଁ ସେମାନଙ୍କୁ ମାମଲାରସମାଧାନ ନହେବା ଯାଏ ସୁରକ୍ଷା ଦିଅ ।ଯାଉ ।ବି·ରପତି ଅଶୋକ ଭୂଷଣ, ଅ ।ର ସୁଭାଷ ରେ‡ୀଓ ଏମ ଅ ।ର ଶାହାଙ୍କ ପୀଠ ମାମଲାର ପରବ•ର୍ୀ ଶୁଣାଣିପାଇଁ ସେପ୍ଟେମ୍ବର ୧୦ ତାରିଖ ଧାର୍ଯ୍ୟ କରିଛନ୍ତି ।ସରକାର ଓ ଅ ।ରବିଅ ।ଇ ତରଫରୁ ଦଲିଲ୍ ଦେଇସଲିସିଟର ଜେନେରାଲ ତୁଷାର ମେହ…ା କହିଛନ୍ତି ସୁଧଉପରେ ରିହାତି ଦିଅ ।ଯାଇ ପାରିବ ନାହିଁ ମାତ୍ର ପରିଶୋଧନେଇ କିଛିଟା ·ପ କମ କରାଯାଇ ପାରିବ । ମେହ…ାକହିଛନ୍ତି ବ୍ୟାଙ୍କିଙ୍ଗ କ୍ଷେତ୍ର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଏବଂଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ଭଳି କୌଣସି ନିଷ୍ପ•ିନିଅ ।ଯାଇ ପାରିବ ନାହିଁ ।ସଲିସିଟର ଜେନେରାଲ କହିଛନ୍ତି ଲୋକେଯେଉଁ ସବୁ ସମସ୍ୟା ଉପସ୍ଥାପନ କରିଛନ୍ତି ତାହା ସବୁଯୁକ୍ତିଯୁକ୍ତ । ସବୁ ସେକ୍ଟରର ସ୍ଥିତି ଉପରେ ବି·ରଜରୁରୀ ଅଟେ ହେଲେ ବ୍ୟାଙ୍କିଙ୍ଗ ସେକ୍ଟର ଉପରେମଧ୍ୟ ଧ୍ୟାନ ଦେବା ଅ ।ବଶ୍ୟକ । ମେହ…ା କହିଛନ୍ତିମୋରାଟୋରିୟମର ଉଦେ୍ଦଶ୍ୟ ସୁଧ ଛାଡ କରିବାନୁହେଁ । କରୋନା ଯୋଗୁଁ ସବୁ କ୍ଷେତ୍ର ଉପରେ ପ୍ରଭାବପଡିଛି । ମାତ୍ର କିଛି ସେକ୍ଟର ଏମିତି ଯେଉଁମାନେ ଉନ୍ନତପ୍ରଦର୍ଶନ କରିଛନ୍ତି । ଫାର୍ମାସ୍ୟୁଟିକଲ ଓ ଅ ।ଇଟି ସେକ୍ଟରଏହି ସଙ୍କଟ ସମୟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।ସୁପ୍ରିମକୋର୍ଟରେ ଦଲିଲ୍ ଦେଇ ମେହ…ାକହିଛନ୍ତି ଅଗଷ୍ଟ ୬ ଅ ।ରବିଅ ।ଇର ସର୍କୁଲାରରେବ୍ୟାଙ୍କଗୁଡିକୁ ଋଣ ଅ ।ଦାୟ ପ୍ରକ୍ରିୟା ସ୍ଥିର କରିବାପାଇଁ ସ୍ୱାଧୀନତା ଦିଅ ।ଯାଇଛି । ଏଥିପାଇଁ ଏକ କମିଟିଗଠନ କରାଯାଇଥିଲା, ଯାହା ସେପ୍ଟେମ୍ବର ୬ ସୁଦ୍ଧାନିଜର ରିପୋର୍ଟ ପ୍ରଦାନ କରିବେୟ ସେ କହିଛନ୍ତିସାଧାରଣତଃ ୯୦ ଦିନ ପର୍ଯ୍ୟନ୍ତ ଋଣର କିସ୍ତି ପୈଠନକଲେ ବ୍ୟାଙ୍କ ଅ ।କାଉଣ୍ଟକୁ ଏନପିଏ ଘୋଷିତକରାଯାଏ । ହେଲେ ପ୍ରଥମ ତିନି ମାସ ଓ ଏହାରପରବ•ର୍ୀ ତିନି ମାସ ଯାଏ ଏନପିଏ ଅବଧି ବୃଦ୍ଧିକରାଯିବ । ତେଣୁ ସେପ୍ଟେମ୍ବର ୧ରେ କିସ୍ତି ପୈଠକରିବାରେ ବିଫଳ ଖାତାକୁ ଏନପିଏ ଘୋଷିତ କରାଯିବନାହିଁ ।ଶୁଣାଣି ସମୟରେ ବି·ରପତି ଅଶୋକ ଭୂଷଣକହିଛନ୍ତି ବ୍ୟାଙ୍କର ଏହି ଦଲିଲକୁ ଚ୍ୟାଲେଞ୍ଜ କରାଯାଉନାହିଁ, କିନ୍ତୁ ରିହାତି ଦାବି କରାଯାଉଛି । ଭୂଷଣ ପ୍ରଶ୍ନକରିଛନ୍ତି କଣ ଯେଉଁ ଲୋକେ ପୂର୍ବରୁ ଡିଫଲ୍ଟର ଘୋଷିତହୋଇ ସାରିଛନ୍ତି ଏବଂ କରୋନା କାରଣରୁ ସେମାନଙ୍କରଅ ।ର୍ଥିକ ସ୍ଥିତି ଅ ।ହୁରି ବିଗିଡି ଯାଇଛି ସେମାନଙ୍କୁ ବ୍ୟାଙ୍କରସଦ୍ୟତମ ଘୋଷିତ ରିହାତିର ଲାଭ ମିଳିବ କି ?ଅନ୍ୟପଟେ ବି·ରପତି ଅ ।ର ସୁଭାଷ ରେ‡ୀ ପ୍ରଶ୍ନକରିଛନ୍ତି ଯେ ଚକ୍ରବୃଦ୍ଧି ସୁଧ ଲାଗୁ କରାଯିବ ।ମୋରାଟୋରିୟମ ଏବଂ ସୁଦ୍ଧ ଅ ।ଦାୟ ଏକ ସଙ୍ଗେ·ଲି ପାରିବ ନାହିଁୟ ତେଣୁ ଅ ।ରବିଅ ।ଇକୁ ଏହାଉପରେ ସ୍ପଷ୍ଟ କରିବା ଉଚିô ବୋଲି କୋର୍ଟ କହିଛନ୍ତ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧୯ ।୯(ନି.ପ୍ର): ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବାସପ୍ତାହ । ଏହି ଅବସରରେ ଗାମ ଜିଲ୍ଲାବିଜେପି ପକ୍ଷରୁ ସେବ ସପ୍ତାହ ପାଳନନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ...