28 C
Bhubaneswar
Saturday, September 19, 2020

ନଭେମ୍ବର ୨୯ ପୂର୍ବରୁ ଉପନିର୍ବାଚନ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ନୂଆଦିଲ୍ଲୀ,୪ା୯: ନଭେମ୍ବର ୨୯ ପୂର୍ବରୁ ସରିବ ଉପନିର୍ବାଚନହେବ । ୬୪ ବିଧାନସଭା ଓ ଗୋଟିଏ ଲୋକସଭା ଅ ।ସନ ପାଇଁହେବ ଉପ-ନିର୍ବାଚନ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନକମିଶନ । ତେବେ ଏହି ତାଲିକାରେ ଓଡ଼ିଶାରେ ୨ଟି ବିଧାନସଭାଅ ।ସନ ପାଇଁ ହେବ ଉପନିର୍ବାଚନ । ବାଲେଶ୍ୱର ଓ ତିେ•ର୍ାଲ ଅ ।ସନପାଇଁ ହେବ ନିର୍ବାଚନ । ବାଲେଶ୍ୱର ସଦର ବିଧାୟକ ମଦନ ମୋହନଦ•ଙ୍କ ପରଲୋକ ହୋଇଥିଲା । ଏହାର କିଛି ଦିନ ପରେ ତିେ•ର୍ାଲବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ମଧ୍ୟ ହୋଇଥିଲା । ଏହାପରଠାରୁ ଏହି ଦୁଇଟି ଅ ।ସନ ଖାଲିଥିଲା ।ତେବେ ନିର୍ବାଚନ କମିଶନଙ୍କସଦ୍ୟ ଘୋଷିତ ତାରିଖ ଅନୁୟାୟୀ ନଭେମ୍ବର ୨୯ପୂର୍ବରୁ ନିର୍ବାଚନସରିବ ।ସେହିପରି ବିହାରରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଅ ।ୟୋଗ କହିଛନ୍ତିବିହାର ନିର୍ବାଚନ ସହିତ ଉପ ନିର୍ବାଚନର ତାରିଖ ଶୀଘ୍ର ଘୋଷଣାକରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ତରଫରୁପ୍ରସ୍ତୁତି ଅ ।ରମ୍ଭ ହୋଇ ଯାଇଛି । ଅ ।ୟୋଗ ନିକଟରେ ନିର୍ବାଚନ ଓଉପ ନିର୍ବାଚନକୁ ନେଇ ମାର୍ଗଦର୍ଶିକା ଜାରି କରିଥିଲେ ।ସେଥିରେମଧ୍ୟ ସ୍ଥିର ହୋଇଥିଲା ଯେ କରୋନା ଓ ବନ୍ୟା ପ୍ରଭାବିତ ବିହାରରେନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ । ହେଲେ ବିରୋଧୀ ସମେତଏନଡିଏରେ ସାମିଲ ଏଲଜେପି ବିହାର ନିର୍ବାଚନ ଘୁଞ୍ଚାଇବାକୁ ଦାବିକରିଥିଲେ ।ବିହାର ବିଧାନସଭା ନିର୍ବାଚନକୁ ନେଇ ଅ ।ୟୋଗ ବିସ୍ତୃତଗାଇଡ୍ଲାଇନ୍ ଜାରି କରିଛନ୍ତି । ଗାଇଡଲାଇନ୍ ଅନୁଯାୟୀ ନିର୍ବାଚନପ୍ରକ୍ରିୟା ସମୟରେ ସାମାଜିକ ଦୂରତା ପାଳନ କରାଯିବ । ଇସିବିରୋଧୀ ଦଳଗୁଡିକର ବିରୋଧ କାରଣରୁ ୬୫ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କୁପୋଷ୍ଟାଲ ବାଲାଟର ସୁବିଧା ଦେବା ଅ ।ଦେଶକୁ ପ୍ରତ୍ୟାହାର କରିଛନ୍ତି ।ଇସିଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ପ୍ରାର୍ଥୀ ଅନଲାଇନ୍ ଜରିଅ ।ରେନାମାଙ୍କନ ପତ୍ର ଦାଖଲ କରିବେ । ସିକ୍ୟୁରିଟି ବଣ୍ଡ ମଧ୍ୟ ଅନଲାନେଇ୍ରଜମା କରିବେ । ଏହା ସହିତ ପ୍ରାର୍ଥୀ କାର୍ଯ୍ୟାଳୟ ଯାଇ ନାମାଙ୍କନ ପତ୍ରଦାଖଲ କରିବାର ବିକଳ୍ପ ମଧ୍ୟ ରହିବ । ମାତ୍ର ଏଥିପାଇଁ କେବଳସାଙ୍ଗରେ ଦୁଇ ଜଣ ଲୋକ ହିଁ ଯାଇ ପାରିବେୟ ସର୍ବାଧିକ ଦୁଇଟିଗାଡି ପ୍ରାର୍ଥୀ ସାଙ୍ଗରେ ନେଇ ଯାଇ ପାରିବେ । ଜନସଂପର୍କ ଅଭିଯାନରେଘର ଘର ବୁଲିବା ପାଇଁ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିବ । ଏହାସହିତ ରାଲି କରିବା ବେଳେ ସାମାଜିକ ଦୂରତା ପ୍ରତି ଧ୍ୟାନ ରଖିବାକୁହେବ । କେତେ ଲୋକ ରାଲିକୁ ଅ ।ସିବେ ସେଥିପାଇଁ ପୂର୍ବରୁ ସୂଚନାଦିଅ ।ଯିବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...