28 C
Bhubaneswar
Saturday, September 19, 2020

ପ୍ରଥମ ଦିନରେ “ସିଂଘମ’ ହୁଅ ନାହିଁ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ହାଇଦ୍ରାବାଦ,୪ା୯(ଏଜେନ୍ସି):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅ ।ଜିହାଇଦ୍ରାବାଦରେ ଯୁବ ଅ ।ଇପିଏସ୍ଅଫିସରଙ୍କୁ ସମ୍ବୋଧନ କରିଛନ୍ତି । ସଦ୍ର୍ଦାରବଲ୍ଲଭ ଭାଇ ପଟେଲ ନାସନାଲ ପୋଲିସ୍ଅକାଦେମିର “ଦୀକ୍ଷିତ ପରେଡ’ରେ ପିଏମ୍ଭିଡିଓ କନଫରେନ୍ସିଂ ଜରିଅ ।ରେସେମାନଙ୍କ ସହ ଯୋଡି ହୋଇଛନ୍ତି । ଏଅବସରରେ ସେ ଯୁବ ଅଧିକାରୀଙ୍କକ୍ୟାରଅରକୁ ନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦେଇଛନ୍ତି । ୟାରି ଭିତରେ ପିଏମଙ୍କୁ ଅଜୟଦେବଗନଙ୍କ ଅଭିନୀତ ଫିଲ୍ମ “ସିଘଂମ’ କଥାମନେ ପଡ଼ିଥିଲା ।ସମ୍ବୋଧନ କରିବା ସମୟରେ ମୋଦିସିଂଘମ ଫିଲ୍ମକୁ ମନେ ପକାଇ କହିଲେ-“”କିଛି ପୋଲିସ୍ ·କିରିଅ । ପ୍ରଥମ ଦିନରକାମରେ ଯୋଗ ଦେବା ମାତ୍ରେ ସେମାନଙ୍କଦବଦବା ଦେଖାଇବା ଅ ।ରମ୍ଭ କରନ୍ତି ।ଡରାଇବା ତଥା ନାଁ ଶୁଣୁ ଶୁଣୁ ଲୋକେକେମିତି ଡରିବେ ସେ ବିଷୟରେ ଭାବନ୍ତି ।ଯେଉଁମାନେ ସିଂଘମ ଫିଲ୍ମ ଦେଖି ବଡ଼ହୁଅନ୍ତି ସେମାନଙ୍କ ମୁଣ୍ଡରେ ଏହି କଥାହିଁରହିଥାଏ । ସେଥିପାଇଁ ଯେଉଁ କାମକରିବାର ଥାଏ ସେସବକୁ ସେମାନେକରିପାରନ୍ତି ନାହିଁ ।ଅ ।ହୁରି କହିଛନ୍ତି, ଲୋକଙ୍କ ଉପରେପ୍ରଭାବ ପକାଇବା ନା ଲୋକଙ୍କୁ ପ୍ରେମରେଯୋଡିବା ଏହାକୁ ପ୍ରଥମେ ସୁନିଶ୍ଚିତ କରିବାଦରକାର । ପ୍ରଭାବ ପକାଇବାରସମୟସୀମା ଖୁବ୍ କମ୍ । ଯଦି ପ୍ରେମରେଯୋଡି ହେବେ ଅବସର ପରେ ବି ଲୋକମନେ ରଖିବେ । ଯଦି ଥରେ ଜନମାନସରହୃଦୟକୁ ଛୁଇଁଯିବେ ତେବେ ଲୋକଙ୍କଦୃଷ୍ଟିକୋଣ ବଦଳିଯବି ବୋଲି ପରାମର୍ଶଦେଇଛନ୍ତି ମୋଦି ।ସେ କହିଛନ୍ତି ଦିଲ୍ଲୀରେ ମୁଁ ନିୟମିତସେହି ଯୁବ ଅ ।ଇପିଏସ୍ ଅଧିକାରୀଙ୍କ ସହକଥା ହୁଏ ଯେଉଁମାନେ ଏଠାରୁ ବାହାରିଗଲେଣିୟ ଏଥର କରୋନା ପାଇଁସସସ୍ତଙ୍କ ସହ ଦେଖା କରିପାରିଲି ନାହିଁ ।କିନ୍ତୁ ମୋର ବିଶ୍ୱାସ ମୋ କାର୍ଯ୍ୟକାଳମଧ୍ୟରେ ମୁଁ ଦିନେ ନା ଦିନେ କୌଣସି ଏକପ୍ରସଙ୍ଗ ଉପରେ ସମସ୍ତଙ୍କ ସହ ଦେଖାକରିବି ।”କରୋନା ମହାମାରୀରେପୋଲିସ୍ ଦ୍ୱାରା ବହୁତ ଭଲ କାମହୋଇଛି । ସେଥିପାଇଁ ବର୍ଦିକୁ ନେଇ ଗର୍ବକର, ଖାକି ପୋଷାକର ସମ୍ମାନ ହାନିକରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...