26 C
Bhubaneswar
Sunday, September 20, 2020

ନୂଆ ଦୃଷ୍ଟିକୋଣ ସହିତ ନୂତନ ସ୍ୱାଭାବିକତା ପାଇଁ ପ୍ରସ୍ତୁତ

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ମୁମ୍ବାଇ,୩ା୯: କାନ୍‍ସାଇ ନେରୋଲାକ୍ ପେଣ୍ଟ୍‍ସ ଲିମିଟେଡ ତାହାର ଶତବାର୍ଷିକୀବର୍ଷରେ ଏକ ନୂତନ ଉପସ୍ଥିତି ଏବଂ ନୂତନ ବ୍ରାଣ୍ଡ୍‍ ଦୃଷ୍ଟିକୋଣକୁ ନେଇ ଏହି ଅବସରପାଳନ କରିବାକୁ ନିଷ୍ପତ୍ତି ନେଇଛି । ପ୍ରକୃତିର ପ୍ରତିଟି ଉପାଦାନକୁ ଚୂର୍ଣ୍ଣକରି ସବୁଠାରୁଶୁଦ୍ଧ, ତାଜା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣକୁ ପୃଥକ କରିବାର ମହାନ ‘ମନ୍ଥନ’ରୁଏହାର ନୂତନ ଦୃଶ୍ୟମାନ ପରିଚୟ ପ୍ରେରଣା ଲାଭ କରିଛି । ସମୟର ଆବଶ୍ୟକତାଏବଂ ନେରୋଲାକ୍ ତାହାର ଗ୍ରାହକ ଏବଂ ଅଂଶୀଦାରମାନଙ୍କୁ ଆଗକୁ ଯାହାଯୋଗାଇଦେବାକୁ ଚାହୁଁଛି, ତାହାର ଏହା ପ୍ରତୀକ ହେବାକୁ ଯାଉଛି । ସୁସ୍ଥ ବାସଗୃହରଙ୍ଗ (ଅଲ୍‍ଟ୍ରା-ଲୋ ଭିଓସି ଏବଂ ଅଲ୍‍ଟ୍ରା-ଲୋ ଅଡର) ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀଥିବା ଏହି ବ୍ରାଣ୍ଡ୍‍ ରଙ୍ଗ ପ୍ରସ୍ତୁତି ସହିତ ଏକ ସୁସ୍ଥ ଏବଂ ସୁନ୍ଦର ଭବିଷ୍ୟତର ସମାଧାନଯୋଗାଇ ଗ୍ରାହକଙ୍କ ଜୀବନରେ ନିରନ୍ତର ସକାରାତ୍ମକ ଭୂମିକା ନିର୍ବାହ କରିବା ଲକ୍ଷ୍ୟରଖିଛି । ଏହା ସମ୍ପ୍ରତି ଅପ୍ରତ୍ୟାଶିତ ସମୟରେ ଅଧିକ ଯୁକ୍ତିଯୁକ୍ତ ହୋଇଛି, ଯେତେବେଳେଆମେ ଏଭଳି ଏକ ଆହ୍ୱାନର ମୁକାବିଲା କରୁଛୁ ଯାହା ପୂର୍ବରୁ ମାନବ ସଭ୍ୟତା ପାଇଁଅଜଣା ଥିଲା । “କଲର୍ସ ଦ୍ୟାଟ୍‍ କେୟାର” (ରଙ୍ଗ ଯାହା ଯନôନିଏ) ହେଉଛି ବ୍ରାଣ୍ଡ୍‍ରନୂତନ ଉପସ୍ଥିତି ଭିତ୍ତିକ ବିବୃତି ଏବଂ ହାସ୍‍ଟ୍ୟାଗ ୰ଇଉକଉ ‘ଆଜ୍‍ କେୟାରଫୁଲତୋ କଲ୍‍ କଲରଫୁଲ’ ଶୀର୍ଷକରେ ଏକ ଅଭିଯାନ ଶୁଭାରମ୍ଭ କରାଯାଇଛି, ଯାହାନୂତନ ଉପସ୍ଥିତିକୁ ସାମ୍ପ୍ରତିକ ସମୟ ପରିପ୍ରେକ୍ଷୀରେ ଉପସ୍ଥାପନ କରୁଛି । ସମୁଦାୟ ବିଶ୍ୱଏକ ସ୍ଥାୟୀ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପୁନଃନିର୍ମାଣ ନିମନ୍ତେ ଇଛୁକ ଥିବାବେଳେ ସମ୍ପ୍ରତିଜନସାଧାରଣଙ୍କୁ ଦାୟିତ୍ୱସଂପନ୍ନ ଭାବେ କାର୍ଯ୍ୟକରିବା ଦିଗରେ ଉତ୍ସାହିତ କରିବାକୁବ୍ରାଣ୍ଡ୍‍ ପକ୍ଷରୁ ଏକାଧିକ ଡିଜିଟାଲ ଫିଲ୍ମ ପ୍ରସ୍ତୁତ କରାଯାଇଛି । ୧୯୨୦ରେ ଆରମ୍ଭହୋଇଥିବା କାନ୍‍ସାଇ ନେରୋଲାକ୍ ପେଣ୍ଟ୍‍ସ ଭାରତରେ ଅନ୍ୟତମ ସର୍ବବୃହତ ରଙ୍ଗକମ୍ପାନୀ ଏବଂ ଅଟୋମୋଟିଭ, ପାଉଡର କୋଟିଂ ତଥା ଶିଳ୍ପ ଜଗତରେ ଉଚ୍ଚ ଗୁଣମାନରପ୍ରଦର୍ଶନକାରୀ ଉଚ୍ଚ-ବୈଷୟିକ କୋ÷ଶଳ ବିଭାଗରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।୧୦୦ ବର୍ଷର ଅନୂଭୁତି ଏବଂ ଅଭିଜ୍ଞତା ତଥା ନୂତନ ଉଦ୍ଭାବନରେ ଅଗ୍ରଣୀ ହେବାରଇତିହାସକୁ ନେଇ ଏହି ବ୍ରାଣ୍ଡ୍‍ ବିବିଧ ଶ୍ରେଣୀର ଗୁଣାତ୍ମକ ମାନର ଶିଳ୍ପ ଏବଂ ବାସଗୃହରଙ୍ଗ ଉତ୍ପାଦନରେ ଅଗ୍ରଣୀ ରହିଛି । ଉକ୍ତ ରଙ୍ଗ ମଧ୍ୟରେ ରହିଛି ଲୋ ଭିଓସି, ଲୋଅଡର, ସୀସା ରହିତ, ଜୀବାଣୁ ନାଶକ ଉତ୍ପାଦ, ଏଚଡି ଫିନିଶ୍, ଫାଷ୍ଟ ଡ୍ରାଇଂ,ତାପମାତ୍ରା ହ୍ରାସକାରୀ ଏବଂ ତାହାସହିତ ବିବିଧ ଫାଇଦା ପ୍ରଦାନକାରୀ ଉତ୍ପାଦ ରହିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...