29 C
Bhubaneswar
Friday, September 18, 2020

ଏଲ୍ଆଣ୍ଡ୍ଟିର ଇଲେକ୍ଟ୍ରିକାଲ୍ ଓ ଅଟୋମେସନ୍ ବ୍ୟବସାୟ ହାସଲ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭଦ୍ରକ,୩ା୯ (ନି.ପ୍ର) : ଆଦାନୀଏୟାରପୋର୍ଟସ୍, ମୁମ୍ବାଇ ଅନ୍ତର୍ଜାତୀୟବିମାନବନ୍ଦରର ପରିଚାଳନା କ୍ଷମତାହାସଲ କରିଛି । ଏନେଇ ଆଦାନୀ ଗ୍ରୁପରଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି,ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପୂର୍ଣ୍ଣବିଶ୍ୱସ୍ତରୀୟ ଏବଂ ଏପରି ଏକଉଲ୍ଲେଖନୀୟ ବିମାନବନ୍ଦର ନିର୍ମାଣକରିଥିବାରୁ ମୁଁ ଜିଭିକେ ଗ୍ରୁପ୍କୁ ପ୍ରଶଂସାକରୁଛିା ଆମ ପାଖରେ ଥିବା ୬ଟିବିମାନବନ୍ଦରର ପୋର୍ଟଫୋଲିଓରେମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଓ ନଭିମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ସାମିଲହେବା ଆମକୁ ଏକ ପରିବର୍ତ୍ତନଶୀଳମଂଚ ପ୍ରଦାନ କରିବ, ଯାହା ଆମର ଅନ୍ୟବିଟୁବି ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତକରିବାରେ ପାଇଁ ସାହାଯ୍ୟ କରିବ । ଏହିଅଧିଗ୍ରହଣ ଆମକୁ ଆମର ଗ୍ରାହକ ସେବାପ୍ରଦାନ କରିବା ଓ ଆମର ବିଟୁବି ଏବଂବିଟୁସି ବ୍ୟବସାୟ ମଡେଲଗୁଡିକୁଏକୀକରଣ କରିବାର ଉପାୟକୁପୁନଃଡିଜାଇନ୍ କରିବାରେ ସାହାଯ୍ୟକରିବ ।ଏକ ମଧ୍ୟମରୁ ଦୀର୍ଘମିଆଦୀଦୃଷ୍ଟିକୋଣ ପର୍ଯ୍ୟନ୍ତ,ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ୫ଟି ବିଶ୍ୱ ମହାନଗରୀମଧ୍ୟରୁ ମୁମ୍ବାଇ ଗୋଟିଏହେବାକୁ ଯାଉଛି । ମୁମ୍ବାଇଦେଶର ଅଗ୍ରଣୀବିମାନବନ୍ଦର ହେବାସହିତ ଏକ ପ୍ରମୁଖଘରୋଇ ତଥା ଅନ୍ତର୍ଜାତୀୟହବ୍ ହେବ ବୋଲି ଆଶା କରାଯାଉଛି,କାରଣ ଆମ ଦେଶରେ ଯାତ୍ରୀବାହୀଯାହାୟତ ୫ଗୁଣା ବୃଦ୍ଧି ପାଇଛି ଏବଂଟାୟାର ୧, ୨, ୩ ସହରରେ୧ବିଲିୟନରୁ ଅଧିକ ଘରୋଇ ଓଅନ୍ତର୍ଜାତୀୟ ଯାତ୍ରୀଙ୍କୁ ପରିଚାଳନା କରିବାପାଇଁ ଭାରତ ୨୦୦ ଅତିରିକ୍ତବିମାନବନ୍ଦର ନିର୍ମାଣ କରୁଛି, ଯାହା ମଧ୍ୟରୁଅଧିକାଂଶ ମୁମ୍ବାଇ ସହିତ ସଂଯୋଗ ହେବା ଏହି ଅବଧିରେ ଭାରତର ଶ୍ରେଷ୍ଠ ୩୦ଟିସହର ଦୁଇଟି ଲେଖାଏଁ ବିମାନବନ୍ଦରଆବଶ୍ୟକ କରିବ ବୋଲି ଆଶାକରାଯାଉଛି ଏବଂଆବଶ୍ୟକ ଭିତ୍ତିଭୂମିନିର୍ମାଣରେ ସାହାଯ୍ୟକରିବାକୁ ଆଦାନୀବିମାନବନ୍ଦର ସମ୍ପୂର୍ଣ୍ଣପ୍ରସ୍ତୁତ ।ବାସ୍ତବରେ ଆମେଏକ ଦୁନିଆରେ ରହୁଛନ୍ତିଯେଉଁଠାରେବିମାନବନ୍ଦରଗୁଡିକ ସହରର ଚିତ୍ରକୁପରିଭାଷିତ କରେ ଏବଂ ବ୍ୟବସାୟ,ପର୍ଯ୍ୟଟନ, ସହର ଅର୍ଥନୈତିକ ଅଭିବୃଦ୍ଧିଏବଂ ବିଶ୍ୱ ଅର୍ଥନୈତିକ ଏକୀକରଣ ପାଇଁସ୍ଥାନ ଚୟନରେ ଗୁରୁତ୍ୱପୂର୍ଣ୍ଣ କାରଣହୋଇପାରନ୍ତି । ଆମର ଦୃଷ୍ଟିକୋଣହେଉଛି ଭବିଷ୍ୟତର ସହରଗୁଡିକ ସୃଷ୍ଟିକରୁଥିବା ଅର୍ଥନୈତିକ ମୂଲ୍ୟବିମାନବନ୍ଦରଗୁଡିକରେ ସର୍ବାଧିକ ହେବାଆମ ଦେଶ ବିଶ୍ୱର ତୃତୀୟ ବୃହତମଅର୍ଥନୀତି ହେବା ଦିଗରେ ଅଗ୍ରଗତିକରୁଛି, ବିମାନବନ୍ଦର ଭିତ୍ତିଭୂମିର ଦ୍ରୁତଗତିରେ ନିର୍ମାଣ ମାଧ୍ୟମରେ ଏହି ଅଭିବୃଦ୍ଧିହାସଲ କରିବାକୁ ଆଦାନୀ ଗ୍ରୁପର ଦକ୍ଷତାମହତ୍ୱପୂଣ୍ଣ ହୋଇପାରେ । ତେଣୁ ଆମେବିମାନବନ୍ଦରକୁ ସ୍ଥାନୀୟ ଅର୍ଥନୈତିକବିକାଶ ଚଳାଇବା ପାଇଁ ଏକ ଶକ୍ତିଶାଳୀଇଞ୍ଜିନ ଭାବରେ ଦେଖୁ । ଏଥିସହ ଏକହବ୍ ଏବଂ ସ୍ପୋକ୍ ମଡେଲରେ ଟାୟାର୧ ସହର ସହିତ ଟାୟାର ୨ ଓ ୩ସହରଗୁଡିକୁ ଆଣିବା ପାଇଁ ପ୍ରୟାସରେବିମାନବନ୍ଦରକୁ ଏକ ଗୁରୁତ୍ୱପୂଣ୍ଣ ଅଙ୍ଗଭାବେ ଦେଖୁଛୁ । ଏହି ହବ୍ ଓ ସ୍ପୋକ୍ମଡେଲ ବଢୁଥିବା ସହରାଞ୍ଚଳ-ଗ୍ରାଣୀଣବିଭେଦକୁ କମ୍ କରିବା ସହ ସମାନତାଆଣିବାର ଆଧାର ଅଟେ । ଚାକିରୀ ସୃଷ୍ଟିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଭିତିଭୂମିକ୍ଷେତ୍ରରେ ଆମର ଗଭୀର ପାରଦର୍ଶୀତାକୁଦୃଷ୍ଟିରେ ରଖି ଆମେ ଏହାକୁ ପୂରଣକରିବାରେ ସମ୍ପୂର୍ଣ୍ଣ ସକ୍ଷମ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...