24 C
Bhubaneswar
Tuesday, November 24, 2020

ବର୍ଷା ଯୋଗୁଁ ବଢୁଛି ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

ପ…ାମୁଣ୍ଡାଇ,୩ ।୯(ନି.ପ୍ର): ଚଳିତବନ୍ୟାରେ ପ…ାମୁଣ୍ଡାଇ ବ୍ଲକ ଓପୌରାଚଂଳରେ ନାହିଁନଥିବା କ୍ଷତିଘଟିଥିବାବେଳେ ଗତକାଲି ଠାରୁ ବନ୍ୟାରପ୍ରକୋପ କମିଥିଲେ ମଧ୍ୟ ଆଜି ତୁହାକୁତୁହା ବର୍ଷା ବିପନ୍ନଙ୍କ ଦୂର୍ଦ୍ଦଶାକୁ ଦ୍ୱିଗୁଣିତକରିଦେଇଛି । ବ୍ରାହ୍ମଣୀ ଓ କାଣି ନଦୀରେବନ୍ୟା ଆସିବା ଫଳରେ ପ…ାମୁଣ୍ଡାଇବ୍ଲକର ୧୪ଟି ପଚାଂୟତର ୬୫ ହଜାରଓ ପୌରାଚଂଳର ୧୧ଟି ୱାର୍ଡର ୧୮ହଜାର ଲୋକଙ୍କୁ ମିଶାଇ ୮୩ ହଜାରଲୋକ ବିପନ୍ନ ହୋଇଥିବା ସରକାରୀଭାବେ କୁହାଯାଇଛି । କରୋନା ଯୋଗୁଁକାମଧନ୍ଦା ନପାଇ ଭୋକ ଉପାସରେଗରିବ, ଚାଷୀ ଓ ମୂଲିଆମାନେ ବର୍ଷାବିତ୍ପାତ ସାଙ୍ଗକୁ ପ୍ରଳୟଙ୍କରୀ ବନ୍ୟାରେଘରଦ୍ୱାର ଫସଲ ହରାଇ ମୁଣ୍ଡରେ ହାତଦେଇ ବସିଛନ୍ତି । ବର୍ଷା ଓ ବନ୍ୟା ଜୀବନରଓ ସବୁ ଆଶାକୁ ଧୂଳିସାତ କରିଦେଇଛି ।ବନ୍ୟା ଯୋଗୁଁ ପ…ାମୁଣ୍ଡାଇ ବ୍ଲକର ଅଣ୍ଢରା,ଅମୃତମଣୋହି, ବଲୁରିଆ, ପେଣ୍ଠପାଳ,ତରଡିପାଳ. ଅଳପୁଆ , ସିଂହଗାଁ,ନୀଳକଣ୍ଠପୁର, ବାଛରା, ବାଲିପାଟଣା,ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ,ଶାସନ ଆଦି ୧୪ ପଚାଂୟତ ଓପୌରାଚଂଳର ବାଲିପଡା, କଷଣଅଂଟା,ତଳବାଲିପଡା, ବଳଦେବନଗର,ସିଦ୍ଧପାଟଣା, ନନ୍ଦିନୀନଗର, ତନୁପୁର,ଷଣ୍ଢପଲ୍ଲୀ, ନୂଆଗାଁ, କାକୁଡିପଲ୍ଲୀ, ଅଳଭାଆଦି ୧୧ଟି ୱାର୍ଡ ବିଶେଷ ଭାବେପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁଘରଦ୍ୱାର, ରାସ୍ତାଘାଟ, ବିଦୁ୍ୟତ,ଟେଲିସେବା କ୍ଷତିଗ୍ରସ୍ତ ହୋଇଥିବାବେଳେଧାନ, ମୁଗ ଓ ପନିପରିବା ଫସଲ ସମୂଳେନଷ୍ଟ ହୋଇଯାଇଛି । କେନ୍ଦ୍ରାପଡା ସାଂସଦଅନୁଭବ ମହାନ୍ତି, ବିଧାୟକ ଶଶୀଭୂଷଣବେହେରା, ରାଜନଗର ବିଧାୟକ ଧ୍ରୁବସାହୁ ବନ୍ୟାଚଂଳ ଗସ୍ତ କରି ଲୋକମାନଙ୍କସହାୟତା କରିବା ସହିତ ସମସ୍ତ ସରକାରୀସହାୟତା ଯୋଗାଇ ଦେବା ପାଇଁମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କନିକଟରେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କନିଦେ୍ର୍ଦଶରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନବନ୍ୟା ନିୟନ୍ତ୍ରଣ ଓ ରିଲିଫ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛି ।କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କନିଦେ୍ର୍ଦଶରେ ପ…ାମୁଣ୍ଡାଇ ବ୍ଲକର ୧୪ଟିପଚାଂୟତର ୬୫ ହଜାର ଲୋକଙ୍କଯାତାୟତ ପାଇଁ ବିଡିଓ ଭରତ ପରିଡା୮୧ଟି ଡଙ୍ଗା, ୧୭୦ କ୍ୱିଟାଂଲ ଚୁଡା,୧୨ କ୍ୱିଟାଂଲ ଗୁଡ ଓ ପାଣିପାଉଚଯୋଗାଇ ଦେଇଛନ୍ତି । ସେହିପରିପ…ାମୁଣ୍ଡାଇ ପୌରାଚଂଳର ୧୧ଟିବନ୍ୟାବିପନ୍ନ ୱାର୍ଡରେ ପ୍ରାୟ ୧୮ ହଜାରବିପନ୍ନଙ୍କ ପାଇଁ ପୌରନିର୍ବାହୀ ଅଧିକାରୀସଂପଦ ସ୍ୱାଇଁ ୧୦ଟି ଡଙ୍ଗା, ୬୦କ୍ୱିଟାଂଲ ଚୁଡା, ୬ କ୍ୱିଟାଂଲ ଚିନି ଓପାଣିପାଉଚ ଯୋଗାଇ ଦେଇଛନ୍ତି । ଆଜିମଧ୍ୟାହ୍ନରୁ ତୁହାକୁ ତୁହା ବର୍ଷା ଲାଗିରହିଥିବାରୁ ବ୍ଲକ ଓ ପୌରାଚଂଳରେବନ୍ୟା ବିପନ୍ନ ଲୋକମାନଙ୍କ ପାଇଁ ଏହାବିପଦ ଆଣି ଦେଇଛି । ବନ୍ୟା କମିବାପରେ ବାସହରା ହୋଇ ରହିଥିବା ବିଭିନ୍ନସ୍ଥାନରେ ଆଶ୍ରୟ ନେଇଥିବାଲୋକମାନେ ଘର ସଜାଡିବା ପାଇଁସଜବାଜ ହେଉଥିବାବେଳେ ବର୍ଷାଏଥିରେ ବାଧକ ସାଜିଛି । ଫଳରେପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି ।

- Advertisement -ବର୍ଷା ଯୋଗୁଁ ବଢୁଛି ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା

More articles

LEAVE A REPLY

Please enter your comment!
Please enter your name here

- Advertisement -ବର୍ଷା ଯୋଗୁଁ ବଢୁଛି ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...