18 C
Bhubaneswar
Tuesday, November 24, 2020

ସମସ୍ତ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହେବେ

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଭୁବନେଶ୍ୱର,୩ ।୯(ନି.ପ୍ର): ଗାଁଗହଳରେ ରହୁଥିବା ନିର୍ମାଣ ଶ୍ରମିକମାନେଯେଭଳି ସୁବିଧାରେ ନିଜକୁ ପଞ୍ଜିକୃତକରିପାରିବେ ସେଥିପାଇଁ ବ୍ଲକ୍ ସ୍ତରରେପଞ୍ଜିକରଣ ବ୍ୟବସ୍ଥାକୁ ସକ୍ରିୟ କରିବାପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣକରିଥିବା ଜଣାଯାଇଛି । କୋଭିଡ୍ମହାମାରୀ ପରିପ୍ରେକ୍ଷୀରେ ବହୁ ସଂଖ୍ୟାରେଶ୍ରମିକମାନେ ଅନ୍ୟାନ୍ୟ ରାଜ୍ୟରୁ ଏଠାକୁପଳାଇ ଆସିଛନ୍ତି । ଏମାନେ ନିଜକୁପଞ୍ଜିକୃତ କରିବା ପାଇଁ ଜିଲ୍ଲାସ୍ତରୀୟଦପ୍ତରକୁ ଧାଁ ଧପଡ଼ କରୁଛନ୍ତି । ଏହାଦ୍ୱାରାସେମାନେ ବହୁ ଅସୁବିଧାର ସମ୍ମୁଖୀନହେଉଥିବା ଅଭିଯୋଗ ହେଉଛି ।ସେଥିପାଇଁ ରାଜ୍ୟ ସରକାର ଏହିବ୍ୟବସ୍ଥାର ସରଳୀକରଣ କରିବା ପାଇଁପଦକ୍ଷେପ ନେଉଥିବା ଜଣାଯାଏ ।ରାଜ୍ୟରେ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ ଅଧିକସଂଖ୍ୟାରେ ନ ଥିବା ଯୋଗୁ ଏହିପଞ୍ଜିକରଣରେ ଅସୁବିଧା ସୃଷ୍ଟି କରୁଛି ।ରାଜ୍ୟରେ ମୋଟ୍ ୪୬ ଜଣ ଗ୍ରାମାଞ୍ଚଳଶ୍ରମ ନିରୀକ୍ଷକ ଅଛନ୍ତି । ନିର୍ମାଣ ଶ୍ରମିକଦକ୍ଷତା ଯୋଜନାରେ ପ୍ରାୟ ୧ଲକ୍ଷ ୫୩ହଜାର ନିର୍ମାଣ ଶ୍ରମିକ ନିଜକୁ ପଞ୍ଜିକୃତକରିଥିବା ବେଳେ ଆହୁରି ଅନୁରୂପସଂଖ୍ୟକ ଶ୍ରମିକ ପଞ୍ଜିକରଣ ପାଇଁ ଅ ।ଗ୍ରହୀଥିବା ଜଣାଯାଏ । ସେହି ଦୃଷ୍ଟିରୁବିଡ଼ିଓମାନଙ୍କୁ ପଞ୍ଜିକରଣର କ୍ଷମତା ଦେବାପାଇଁ ବ୍ୟବସ୍ଥା ହେଉଥିବା ଜଣାଯାଇଛି ।ତେଣୁ ଏହି ୪୬ ଜଣ ଶ୍ରମ ନିରୀକ୍ଷକଙ୍କରଯେଭଳି ପଞ୍ଜିକରଣ କ୍ଷମତା ରହିଛିଅନୁରୂପ କ୍ଷମତା ବିଡ଼ିଓମାନଙ୍କୁ ଦେବାସକାଶେ ବରିଷ୍ଠ ଅଧିକାରୀମାନେମତପ୍ରକାଶ କରିଛନ୍ତି । ରାଜ୍ୟ ଶ୍ରମବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରାଅରୁମୁଗମ୍ ଏ ସଂକ୍ରାନ୍ତରେ ବିଭାଗୀୟଅଧିକାରୀମାନଙ୍କ ସହିତ ଆଲୋଚନାକରିବା ସଙ୍ଗେ ସଙ୍ଗେ ପଞ୍ଚାୟତିରାଜବିଭାଗ ସହିତ ମଧ୍ୟ ଯୋଗାଯୋଗ ସ୍ଥାପନକରିଛନ୍ତି । ସେମାନଙ୍କର ପଞ୍ଜିକରଣବ୍ୟବସ୍ଥାକୁ ସରଳୀକରଣ କରିବା ସଙ୍ଗେସଙ୍ଗେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁଏହି ବିଭାଗ ପକ୍ଷରୁ ରାଜ୍ୟ ଦକ୍ଷତା ବିକାଶଓ ବୈଷୟିକ ଜ୍ଞାନ ବିଭାଗ ସହିତ ମଧ୍ୟଯୋଗସୂତ୍ର ସ୍ଥାପନ କରାଯାଇଛି । ଏଠାରେଉଲ୍ଲେଖ କରାଯାଇପାରେ ଯେ କେଉଁଜିଲ୍ଲାରେ କେଉଁ ଧରଣର ଶ୍ରମିକମାନଙ୍କରକିଭଳି ଦକ୍ଷତା ରହିଛି ତାହାର ଆକଳନକରିବା ପାଇଁ ଦକ୍ଷତା ବିଭାଗ ପକ୍ଷରୁପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରାସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବାକୁକର୍ତ୍ତୃପକ୍ଷଙ୍କ ପକ୍ଷରେ ସହଜସାଧ୍ୟ ହେବ ।କୋଭିଡ୍ ପରିପ୍ରେକ୍ଷୀରେ ଅନ୍ୟାନ୍ୟ ରାଜ୍ୟରୁପଳାଇ ଆସିଥିବା ଶ୍ରମିକମାନଙ୍କୁ ଯେଭଳିପଞ୍ଜିକରଣ ଓ ଦକ୍ଷତା ବିକାଶ ଅଗ୍ରାଧିକାରଭିତ୍ତିରେ କରିହେବ ସେଥିପାଇଁ ମୁଖ୍ୟମନ୍ତ୍ରୀନବୀନ ପ…ନାୟକ ଗୁରୁତ୍ୱାରୋପ କରିଥିବାବେଳେ ଏବେ ବିଭିନ୍ନ ବିଭାଗ ଦ୍ୱାରା ଏକସମନ୍ୱିତ ପ୍ରୟାସ ଆରମ୍ଭ ହୋଇଛି

- Advertisement -ସମସ୍ତ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହେବେ

More articles

LEAVE A REPLY

Please enter your comment!
Please enter your name here

- Advertisement -ସମସ୍ତ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହେବେ

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...