28 C
Bhubaneswar
Saturday, September 26, 2020

ବାଲିମାଫିଆଙ୍କ ଶିକାର ତହସିଲଦାର

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

ଭୁବନେଶ୍ୱର,୩ ।୯(ନି.ପ୍ର):ଚୋରାବାଲି ·ଲାଣ କରୁଥିବା ବାଲି ମାଫିଆଙ୍କବୋଲ ନ ମାନି ରାଜକୋଷର ସ୍ୱାର୍ଥ ପାଇଁବାଲିଘାଟ ଲିଜ୍ ଦେଇଥିବା ଜଣେ ଓଏଏସଅଫିସର କିଭଳି ପ୍ରଶସାନିକ ରୋଷରଶିକାର ହୋଇପାରନ୍ତି ତାହାର ଉଦାହରଣହେଉଛନ୍ତି ଅ ।ସିକାର ପୂର୍ବତନତହସିଲଦାର କେଳୁଚରଣ ରଣସିଂହ ।ଅବସର ଗ୍ରହଣର ୬ ବର୍ଷ ବିତିଯାଇଥିଲେ ବି ତାଙ୍କୁ ଏଯାବତ ସ୍ୟାଟ୍,ହାଇକୋର୍ଟ ଓ ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶ ସତ୍ତ୍ୱେବି ପ୍ରଶାସନ କଳ ନ୍ୟାୟଦେଇପାରିନାହିଁ । ଏବେ ପୁଣି ଏ ପ୍ରସଙ୍ଗଏହି ଅବସରପ୍ରାପ୍ତ ଅଧିକାରୀହାଇକୋର୍ଟରେ ଅ ।ଉଥରେ ଉଠାଇଛନ୍ତି ।ମାମଲାର ବିବରଣୀରୁ ପ୍ରକାଶ ଯେଭାରତୀୟ ବାୟୁସେନାରୁ ଅବସର ନେବାପରେ ଶ୍ରୀ ରଣସିଂହ ଓଏଏସ୍ ·କିରିରେଯୋଗଦେଇ ଆସିକାର ତହସିଲଦାରଭାବେ ୨୦୦୯ ମସିହାରେ ନିଯୁକ୍ତିପାଇଥିଲେ । ସେତେବେଳକୁ ଏହିତହସିଲ ଅନ୍ତର୍ଗତ କେତେକ ବାଲିଘାଟ/ସୈରାତରୁ ବାଲି ମାଫିଆମାନେବେଅ ।ଇନ୍ ବାଲି ·ଲାଣ କରୁଥିଲେ ।ଏହା ଯେପରି ଲିଜ୍ ଦିଆନଯିବ ସେଦିଗରେ ମଧ୍ୟ ଏହି ମାଫିଅ ।ମାନେ ସକ୍ରିୟଥିଲେ । ତେବେ ଏ ପ୍ରସଙ୍ଗରେ ବୋର୍ଡଅଫ୍ ରେଭେନୁ୍ୟଙ୍କ ନିଦେ୍ର୍ଦଶ କ୍ରମେଅ ।ଇନାନୁଯାୟୀ ଶ୍ରୀ ରଣସିଂହ ଏହିବାଲିଘାଟ ଲିଜ୍ ଦେବା ପାଇଁ ପ୍ରକ୍ରିୟାଆରମ୍ଭ କରିଥିଲେ । ଉପଜିଲ୍ଲାପାଳଙ୍କଅନୁମୋଦନ କ୍ରମେ ଏହି ବାଲିଘାଟ ଲିଜ୍ଦିଅ ।ଯାଇଥିଲା । ତେବେ ଏଥିରେ ବାଲିମାଫିଆ ଗୋଷ୍ଠୀ ଉତ୍କ୍ଷୀପ୍ତ ହୋଇ ବିଭିନ୍ନସ୍ତରରୁ ·ପ ପ୍ରୟୋଗ କରି ଶ୍ରୀ ରଣସିଂହଙ୍କୁଅ ।ସିକା ତହସିଲଦାର ପଦବୀରୁ ହଟାଇବାପାଇଁ ଉଦ୍ୟମ କରିଥିଲେ ଓ ଶେଷରେରାଜ୍ୟ ସରକାର ସମ୍ପୃକ୍ତ ତହସିଲଦାରଙ୍କୁବର୍ଷାଧିକ କାଳ ନିଲମ୍ବନ କରିରଖିଥିଲେ । ପରେ ତାଙ୍କ ବିରୋଧରେଶୃଙ୍ଖଳଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଦଣ୍ଡବିଧାନ ହୋଇଥିଲା । ଦଣ୍ଡାଦେଶ,ନିଲମ୍ବନ ଓ ପଦୋନ୍ନତିରୁ ବଞ୍ଚିତହୋଇଥିବା ଘଟଣାରେ ସେ ସ୍ୟାଟ୍ରେ ଏକ ମାମଲା ରୁଜୁ କରିଥିଲେ । ୨୦୧୬ମସିହାରେ ସ୍ୟାଟର ଏକ ଖଣ୍ଡପୀଠଦଣ୍ଡାଦେଶକୁ ନାକଚ କରିଦେବା ସହନିଲମ୍ବନ ସମୟକୁ କାର୍ଯ୍ୟ ଦିବସ ଭାବେଗ୍ରହଣ କରି ତାଙ୍କୁ ସମସ୍ତ ସୁବିଧା ଦେବାକୁନିଦେ୍ର୍ଦଶ ଦେଇଥିଲେ । ଏହାଛଡ଼ା ଶ୍ରୀରଣସିଂହଙ୍କର କନିଷ୍ଠ ବ୍ୟକ୍ତି କ୍ୟାଡର୍ରେଯେବେଠାରୁ ପଦୋନ୍ନତି ପାଇଛନ୍ତିସେବେଠାରୁ ତାଙ୍କୁ ପଦୋନ୍ନତି ସହ ଅନ୍ୟଆନୁଷଙ୍ଗିକ ସୁବିଧା ପ୍ରଦାନ କରିବାକୁସ୍ୟାଟ୍ ନିଦେ୍ର୍ଦଶ ଦେଇଥିଲେ । ସ୍ୟାଟରପୂର୍ବତନ ସରକାରୀ ଓକିଲ ପ୍ରହଲାଦକୁମାର ସିଂହ ଓ ଅନ୍ୟତମ ଅ ।ଇନ୍ଚୀବିଅମୀୟ କୁମାର ଛାଟୋଇ ଶ୍ରୀ ରଣସିଂହଙ୍କପକ୍ଷରୁ ସେତେବେଳେ ମାମଲା ଲୁଥିଲେ । ଏହା ବିରୋଧରେ ସରକାରହାଇକୋର୍ଟରେ ଏକ ରିଟ୍ ଆବେଦନ କରିହାରିବା ପରେ ପୁଣି ସୁପ୍ରିମ୍କୋର୍ଟକୁଯାଇଥିଲେ । ସୁପ୍ରିମକୋର୍ଟ ସ୍ୟାଟ୍ ଓହାଇକୋର୍ଟଙ୍କ ରାୟକୁ କାଏମ୍ ରଖିସରକାରଙ୍କ ଏସ୍ଏଲ୍ପିକୁ ନାକଚକରିଦେଇଥିଲେ । ଇତିମଧ୍ୟରେ ଶ୍ରୀରଣସିଂହ ·କିରିରୁ ଅବସର ଗ୍ରହଣକରିବାର ୫ ବର୍ଷ ସମୟ ବିତିଗଲାଣି ।କିନ୍ତୁ ଏଯାବତ ସରକାର ବି·ରବିଭାଗୀୟ ନିଦେ୍ର୍ଦଶ ପାଳନ କରିନଥିବାରୁଶ୍ରୀ ରଣସିଂହ ତାଙ୍କ ପୂର୍ଣ୍ଣ ପ୍ରାପ୍ୟପାଇପାରିନାହାନ୍ତି । ସଚ୍ଚୋଟ ଭାବେ ରାଜ୍ୟସ୍ୱାର୍ଥ ପାଇଁ ଉଚ୍ଚ ପଦାଧିକାରୀଙ୍କନିଦେ୍ର୍ଦଶକ୍ରମେ କାର୍ଯ୍ୟ କରି ବାଲିମାଫିଆଙ୍କ ଚକ୍ରାନ୍ତର ସେ ଶିକାରହୋଇଛନ୍ତି ଏବଂ ସେଥିଲାଗିସୁପ୍ରିମକୋର୍ଟରେ ସରକାରଙ୍କ ମାମଲାଖାରଜ ହେବାର ଦୀର୍ଘଦିନ ପରେ ବି ତାଙ୍କୁହକ୍ ମିଳୁନାହିଁ ବୋଲି ଶ୍ରୀ ରଣସିଂହକ୍ଷୋଭର ସହ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...