27 C
Bhubaneswar
Sunday, September 20, 2020

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର,୩ା୯ (ନି.ପ୍ର) :କାଳିଆ ଯୋଜନାକୁ ନେଇ ରାଜ୍ୟସରକାରଅନେକ ମିଛ ରାଜ୍ୟବାସୀଙ୍କୁ କହିଛନ୍ତି ।୨୦୧୯ ମସିହାରେ ନିର୍ବାଚନ ଜିତିବାପର ଦିନ କାଳିଆ ଅର୍ଥ ଦେବେ ବୋଲିଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।କିନ୍ତୁ ଯୋଗ୍ୟ ଚାଷୀମାନଙ୍କୁ ଏଯାବତ୍କାଳିଆ ଅର୍ଥ ପ୍ରଦାନ ନକରିବା ଅତ୍ୟନ୍ତଦୁର୍ଭାଗ୍ୟଜନକ । ଆଉ ଏବେ ବାହସ୍ପୋଟମାରିବା ପାଇଁ କାଳିଆ ପାଇଁ ଆବେଦନଖୋଲାଅଛି ବୋଲି କହି ପୁଣିଥରେରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ରାଜ୍ୟସରକାର ଷଡଯନ୍ତ୍ର କରିଛନ୍ତି ବୋଲିବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀପୃଥ୍ୱୀରାଜ ହରିଚନ୍ଦନ ଏବଂ କୃଷକ ମୋର୍ଚ୍ଚାରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତଅଭିଯୋଗ କରିଛନ୍ତି । ଗତ ସାଧାରଣନିର୍ବାଚନ ସମୟରେ ରାଜ୍ୟ ସରକାରକାଳିଆ ଯୋଜନାରେ ୭୨ ଲକ୍ଷ ଚାଷୀଙ୍କୁସହାୟତା ପ୍ରଦାନ କରାଯିବାର ତକ୍ରାଳୀନକୃଷି ମନ୍ତ୍ରୀ ଦେଇଥିବା ପ୍ରତିଶୃତି କୁଆଡେଗଲା ବୋଲି ଶ୍ରୀ ହରିଚନ୍ଦନ ଏବଂ ଶ୍ରୀପୁରୋହିତ ମିଳିତ ଭାବେ ପ୍ରଶ୍ନ କରିଛନ୍ତି ।ପ୍ରଧାନମନ୍ତ୍ରୀ କିଷାନ ନିଧୀ ଯୋଜନାରପ୍ରଥମ କିସ୍ତିରେ ୩୧ ଲକ୍ଷ ଚାଷୀଙ୍କତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନକରିଥିବାବେଳେ ତାହା ବର୍ତମାନ ଷଷ୍ଠକିସ୍ତିରେ ୯ ଲକ୍ଷ ହିତାଧିକାରୀରେପହଂଚିଛି । ରାଜ୍ୟସରକାର କାଳିଆଯୋଜନାକୁ ଚଲାଇ ନପାରିବାରୁ ପିଏମକିଷାନ ନିଧୀ ଯୋଜନାରେ କାଳିଆଯୋଜନାକୁ ସାମିଲ କରିଥିଲେ । ପ୍ରତିକିସ୍ତିରେ ପିଏମ କିଷାନ ନିଧୀଯୋଜନାରେ ହିତାଧିକାରୀଙ୍କ ସଂଖ୍ୟାକାହିଁକି ହ୍ରାସ ପାଉଛି ବୋଲି ଶ୍ରୀ ହରିଚନ୍ଦନପ୍ରଶ୍ନ କରିଛନ୍ତି । ଓଡିଶା ଲୋକଙ୍କୁସରକାରୀ ମନ୍ତ୍ରୀ ଓ ନେତା ମିଥ୍ୟା କହୁଛନ୍ତିା ବାସ୍ତବରେ ରାଜ୍ୟ ସରକାର କେତେଜଣଙ୍କୁ କାଳିଆ ଯୋଜନାରେ ପଂଜୀକରଣକରିଥିଲେ, ତାହା ସ୍ପଷ୍ଟ କରିବା ନିହାତିଆବଶ୍ୟକ । ନିର୍ବାଚନୀ ବୈତରଣୀ ପାରହେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ମିଛକହିବା ସହ ନିରୀହ ଚାଷୀ ଭାଇଭଉଣୀଙ୍କୁପ୍ରତାରିତ କରିଛନ୍ତି । ଯଥା ଶୀଘ୍ର ରାଜ୍ୟରଚାଷୀ ଭାଇଭଉଣୀଙ୍କୁ ଘୋଷଣା ମୁତାବକବକେୟା ୨ଟି କିସ୍ତିର ୪ ହଜାର ଟଙ୍କାପ୍ରଦାନ କରିବାକୁ ଶ୍ରୀ ପୁରୋହିତ ଦାବୀକରିଛନ୍ତି ।କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନାରେ ବାରମ୍ବାର ଚାଷୀଙ୍କତାଲିକା ମାଗୁଥିବା ବେଳେ ରାଜ୍ୟସରକାର କାହିଁକି ତାଲିକା ନଦେଇଓଡିଶାର ଚାଷୀମାନଙ୍କୁ ସେମାନଙ୍କରଅଧିକାରରୁ କାହିଁକି ବଂଚିତ କରୁଛନ୍ତି ?କେନ୍ଦ୍ର ସରକାର ଓଡିଶାର ୪୫ ଲକ୍ଷଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେଅର୍ଥ ପ୍ରଦାନ କରିବାକୁ ଚାହୁଁଥିବାବେଳେରାଜ୍ୟ ସରକାର ମାତ୍ର ୯ ଲକ୍ଷ ଚାଷୀଙ୍କତାଲିକା ଦେଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...