28 C
Bhubaneswar
Sunday, September 20, 2020

ନୋଡାଲ ଅଧିକାରୀ ଅମୃତ ଋତୁରାଜଙ୍କ ସୂଚନା

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ରାୟଗଡା (ନିପ୍ର) : ଦିନକରେ ଜିଲ୍ଲାରୁ୧୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାନେଇ କୋଭିଡ ୧୯ ନୋଡାଲ ଅଧିକାରୀଅମୃତ ଋତୁରାଜ ସୂଚନା ଦେଇଛନ୍ତିାଆକ୍ରାନ୍ତଙ୍କ ମଧ୍ୟରୁ ୬୯ ପୁରୁଷ ଏବଂ ୪୨ଜଣ ମହିଳା ଅଛନ୍ତି । ଜଣେ ସଙ୍ଗରୋଧକେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକିଆକ୍ର୍ାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟହୋଇଛନ୍ତିା ପୂର୍ବରୁ ଆକ୍ରାନ୍ତ ହୋଇଥିବାବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୫୧ ଜଣଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୯ ଜଣକରୋନା ଯୋଦ୍ଧା କରୋନା ସଂକ୍ରମଣରଶୀକାର ହୋଇଛନ୍ତିା ଚିହ୍ନଟ ହୋଇଥିବାଆକ୍ରାନ୍ତଙ୍କ ମଧ୍ୟରୁ ବିଷମକଟକରୁ ୪୨,କୋଲନରା ୩୪, ରାୟଗଡା ପୌରାଚଂଳ୨୩, କାଶିପୁର ୫, ମୁନିଗୁଡା ୨, ଏବଂଗୁଡାରୀ, ଗୁଣପୁରଗ୍ରାମାଚଂଳ, ରାୟଗଡାଗ୍ରାମାଚଂଳ, ପଦ୍ମପୁର,ରାମନାଗୁଡା ଜଣେଲେଖାଏଁ ପଜିଟିଭ୍ଚିହ୍ନଟ ହୋଇଛନ୍ତି ।ବର୍ତମାନ ଜିଲ୍ଲାରେକରୋନା ଆକ୍ରାନ୍ତଙ୍କସଂଖ୍ୟା ୪୯୭୨ ରେପହଂଚିଥିବା ବେଳେ ସୁସ୍ଥ ହୋଇ୪୨୪୫ ଜଣ ଘରକୁ ଫେରିଛନ୍ତି ଏବଂକରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬ ରେପହଂଚିଛି । ୭୦୧ ଜଣ ଜିଲ୍ଲାରେ ଥିବାବିଭିନ୍ନ କୋଭିଡ କେୟାର ସେଂଟରରେଚିକିତ୍ସିତ ହେଉଥିବାସହ ଘରୋଇସଙ୍ଗରୋଧ ରହିଚିକିତ୍ସିତହେଉଛନ୍ତି ।ତେବେ ଦିନକୁଦିନ କରୋନାଯୋଦ୍ଧା ସଂକ୍ରମଣରଶୀକାରହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାରକାରଣ ହୋଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରୁ୫୬୪ ଜଣ କୋରନା ଯୋଦ୍ଧା ସଂକ୍ରମଣଶୀକାର ହୋଇଥିବା ବେଳେ ୪୪୨ ସୁସ୍ଥହୋଇଛନ୍ତି ଏବଂ ୧୨୨ ଜଣ ଚିକିତ୍ସାଧିନଅବସ୍ଥାରେ ଅଛନ୍ତି । ଜିଲ୍ଲାରେ କରୋନାସଂକ୍ରମଣ ଧୀରେ ଧୀରେ କମୁଥିଲେମଧ୍ୟ ଆମେ ସତର୍କ ଏବଂ ସଚେତନାରହିଲେ ନିଜେ ନିଜକୁ ରକ୍ଷାକରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦକୁମାର ବେହେରା ପ୍ରକାଶ କରିଛନ୍ତି ।ଏଥି ସହ ଜିଲ୍ଲାବାସୀଙ୍କୁ ସାମାଜିକଦରୂତା ବଜାୟ ରଖିବା, ଅଯଥାରେଗହଳି ସ୍ଥାନକୁ ନ ଯିବା, ମାସ୍କ ଏବଂସାନିଟାଇଜର ବ୍ୟବହାର କରିବା ପାଇଁଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତିଜିଲ୍ଲାପାଳ ଶ୍ରୀବେହେରା

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...