18 C
Bhubaneswar
Tuesday, January 19, 2021

ବନ୍ୟା ଅନୁସନ୍ଧାନକାରୀ କମିଟିରବୈଠକ ଓ ଦାୟିତ୍ୱ ବଣ୍ଟନ

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଭୁବନେଶ୍ୱର,୩ା୯ (ନି.ପ୍ର) : ଓଡ଼ିଶାବନ୍ୟା କ୍ଷୟକ୍ଷତି ଅଂଚଳରେ ରିଲିଫଥଇଥାନ କାର୍ଯ୍ୟକୁ ତଦାରଖ କରିବା ପାଇଁଏଆଇସିସି ନିଦେ୍ର୍ଦଶ ଅନୁସାରେ ଗତକାଲିକଂଗ୍ରେସ ବିଧାୟକ ଦଳ ନେତା ଶ୍ରୀନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୯ଜଣିଆ କମିଟି ଗଠନ କରାଯାଇଛି । ଆଜିଏହି କମିଟିର ପ୍ରଥମ ଭର୍ଚୁଆଲ ବୈଠକଶ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଯାଇଛି । ଏହି ବୈଠକରେ ପିସିସିସଭାପତି ଶ୍ରୀ ନିରଞ୍ଜନ ପ…ନାୟକଙ୍କସମେତ ଏଆଇସିସି ସଂପାଦକ ଶ୍ରୀରୁଦ୍ରରାଜୁ, ଶ୍ର୍ରୀ ଆଦିତ୍ୟ ଶର୍ମାଙ୍କସହ ସମସ୍ତସଭ୍ୟମାନେ ଯୋଗଦେଇ ଆଲୋଚନାରେଅଂଶଗ୍ରହଣ କରିଥିଲେ । ଏହାକୁସୋସିଆଲ ମିଡ଼ିଆର ଅଧ୍ୟକ୍ଷ ଶ୍ରୀଅଭିଶେକ ମହାନନ୍ଦ ପରିଚାଳନାକରିଥିଲେ । ସମସ୍ତ ୯ଜଣ ସଭ୍ୟବନ୍ୟାଂଚଳ ପରିଦର୍ଶନ, କାର୍ଯ୍ୟକର୍ତାମାନଙ୍କସହ ସମ୍ପର୍କକରି ବନ୍ୟା ପରବର୍ତୀ ରିଲିଫଓ ଥଇଥାନ କାର୍ଯ୍ୟରେ ଅନୁଧ୍ୟାନ ୭ତାରିଖ ସୁଦ୍ଧା ପ୍ରଦେଶ କଂଗ୍ରେସ କମଟିସଭାପତି ଓ ଏଆଇସିସି ସାଧାରଣସଂପାଦକ ତଥା ଓଡ଼ିଶା ପ୍ରଭାରୀଙ୍କୁ ଅବଗତକରାଇବେ । ଆଗାମୀ ୧୦ ତାରିଖ ଦିନପ୍ରଦେଶ କଂଗ୍ରେସ ବୈଠକରେସଭ୍ୟମାନେ ୮ ତାରିଖ ସୁଦ୍ଧା ହୋଇଥିବାରିର୍ପୋଟକୁ ତର୍ଜମା କରାଯାଇ ଅଖିଳଭାରତ କଂଗ୍ରେସ କମିଟିକୁ ଏକ ପୂର୍ଣ୍ଣାଙ୍ଗବିବରଣୀ ପ୍ରଦାନ କରାଯିବ । ନରସିଂହମିଶ୍ରଙ୍କୁ ସୋନପୁର ଓ ବୌଦ୍ଧ ସେହିପରିଭକ୍ତଚରଣ ଦାସ ଓ ପ୍ରଦୀପ ମାଝୀଙ୍କୁନବରଙ୍ଗପୁର,ନୂଆପଡ଼ା, ମାଲକାନାଗିରୀ,ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ।ପ୍ରସାଦ ହରିଚନ୍ଦନଙ୍କୁ ପୁରୀ ଓ ଖୋର୍ଦ୍ଧା । ଶ୍ରୀତାରା ପ୍ରସାଦ ବାହିନୀପତି ଓ ଜୟଦେବଜେନାଙ୍କୁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ,କେଉଁଝର ଓ ଗଜପତି । ଶରତ ପ…ନାୟକନୟାଗଡ଼, ଅନୁଗୁଳ ଓ ସମ୍ବଲପୁର । ସୁରେଶକୁମାର ରାଉତରାୟଙ୍କୁ ଯାଜପୁର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ମହମ୍ମଦମୋକିମଙ୍କୁ କଟକ ଓ ଢ଼େଙ୍କାନାଳ ଜିଲ୍ଲାଦାୟିତ୍ୱ ଦିଆଯାଇଛି ବୋଲି ଏକ ପ୍ରେସବିଜ୍ଞପ୍ତିରେ ସୋସିଆଲ ମିଡ଼ିଆ ସାଧାରଣସଂପାଦକ ଦୀପକ କୁମାର ମହାପାତ୍ରପ୍ରକାଶ କରିଛନ୍ତି ।

- Advertisement -ବନ୍ୟା ଅନୁସନ୍ଧାନକାରୀ କମିଟିରବୈଠକ ଓ ଦାୟିତ୍ୱ ବଣ୍ଟନ

More articles

LEAVE A REPLY

Please enter your comment!
Please enter your name here

- Advertisement -ବନ୍ୟା ଅନୁସନ୍ଧାନକାରୀ କମିଟିରବୈଠକ ଓ ଦାୟିତ୍ୱ ବଣ୍ଟନ

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...