19 C
Bhubaneswar
Wednesday, November 25, 2020

ପ୍ରସିଦ୍ଧ ଖେଳାଳିଙ୍କ ନାଁରେ ହେଉ ଖେଳରତ୍ନ : ବବିତା

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ନୂଆଦିଲ୍ଲୀ,୩ା୯: “ଦଙ୍ଗଲ ଗର୍ଲ’ ବବିତାଫୋଗାଟ ଏବେ ନିଜ ଟ୍ୱିଟସକୁ ନେଇ ଚର୍ଚ୍ଚାରେରୁହନ୍ତି । ଭାରତୀୟ କୁସ୍ତି ଯୋଦ୍ଧା ବବିତା ଫୋଗାଟରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାଁବଦଳିବାକୁ ଦାବି କରିଛନ୍ତି । ବବିତା ଫୋଗାଟକହିଛନ୍ତି ଯେ ରାଜୀବ ଗାନ୍ଧୀ ଖେଳ ରତ୍ନପୁରସ୍କାରର ନାଁ କୌଣସି ପ୍ରତିଷ୍ଠିତ ଖେଳାଳୀଙ୍କନାଁରେ ରଖାଯିବା ଉଚିତ ।ବବିତା ଟ୍ୱିଟ୍ କରିଛନ୍ତି ଯେ ” ଖେଳ ସହଜଡ଼ିତ ପୁରସ୍କାର କୌଣସି ମହାନ କିମ୍ବା ସମ୍ମାନିତଖେଳାଳୀଙ୍କ ନାଁରେ ହେବା ଉଚିô ,କୌଣସିରାଜନେତାଙ୍କ ନାଁରେ ନୁହେଁ ।’ ବବିତା ଫୋଗାଟଏହାକୁ ଏକ ପରାମର୍ଶ ଭାବେ ଲାଗୁ କରିବା କଥାକହିଛନ୍ତି । ସେ କହିଛନ୍ତି ଯେ “ରାଜୀବ ଗାନ୍ଧୀ ଖେଳରତ୍ନର ନାଁ ବଦଳାଇ କୌଣସି ଖେଳାଳୀ ନାଁରେରଖିବାକୁ ପରାମର୍ଶ ଅ ।ପଣଙ୍କୁ କିପରି ଲାଗିଲା ।’ବବିତା ଫୋଗାଟ ପୁରସ୍କାରର ନାଁକୁଖେଳାଳୀଙ୍କ ନାଁରେ ରଖିବାଟା ଅଧିକ ଶ୍ରେୟସ୍କରବୋଲି ମାନନ୍ତି । ବବିତା ଫୋଗାଟ କହିଛନ୍ତି,”ଖେଳରତ୍ନ ପୁରସ୍କାରର ନାଁ ରାଜୀବ ଗାନ୍ଧୀଙ୍କ ନାଁରେରଖାଯାଇଛି । ଏହା ପରିବର୍ତେ ଏହା କୌଣସିଖେଳାଳୀଙ୍କ ନାଁରେ ହେଲେ ଅଧିକ ଉପଯୁକ୍ତହୋଇଥାନ୍ତା’ ।ଷ୍ଟାର ରେସଲର କହିଛନ୍ତି ଯେ ନାଁ ବଦଳିଲେଖେଳାଳୀ ପୁରସ୍କାର ନେବାକୁ ଗୌରବାନ୍ୱିତହେବେ । ସେ କହିଛନ୍ତି ଯେ ଆମ ଦେଶରେ ଏତେଅଲିମ୍ପିକ୍ ଏବଂ ବିଶ୍ୱ ·ମ୍ପିଅନ ଅଛନ୍ତି ଯଦିକୌଣସି ପ୍ରତିଷ୍ଠିତ ଖେଳାଳୀ ନାଁରେ ରହିବ ତେବେଖେଳାଳୀ ମଧ୍ୟ ପୁରସ୍କାର ନେବାକୁ ଅଧିକଗୌରବାନ୍ୱିତ ଏବଂ ପ୍ରେରିତ ଅନୁଭବ କରିବେ

- Advertisement -ପ୍ରସିଦ୍ଧ ଖେଳାଳିଙ୍କ ନାଁରେ ହେଉ ଖେଳରତ୍ନ : ବବିତା

More articles

LEAVE A REPLY

Please enter your comment!
Please enter your name here

- Advertisement -ପ୍ରସିଦ୍ଧ ଖେଳାଳିଙ୍କ ନାଁରେ ହେଉ ଖେଳରତ୍ନ : ବବିତା

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...