18 C
Bhubaneswar
Wednesday, November 25, 2020

ତାଳଗୁଡ଼ ଶିଳ୍ପକୁ ନେଇ ଅନେକ ସୁଯୋଗ ରହିଛି: ଶିଳ୍ପ ମନ୍ତ୍ରୀ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୩ା୯(ନି.ପ୍ର.): ଶକ୍ତି, ଶିଳ୍ପ ,ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରରାଜ୍ୟ ତାଳ ଗୁଡ଼ ଶିଳ୍ପକୁ ନେଇ ଅନେକ ସୁଯୋଗ ରହିଛି ବୋଲିକହିଛନ୍ତି । ଗତକାଲି ମନ୍ତ୍ରୀ ପୋଖରୀପୁଟସ୍ଥିତ ତାଳଗୁଡ଼ ସମବାୟସଂଘ ଲିଃ କାର୍ଯ୍ୟାଳୟ ପରିଦର୍ଶନରେ ଯାଇ ତାଳଶିଳ୍ପଭିତ୍ତିକ ଧନ୍ଦାମାଧ୍ୟମରେ ବିଭିନ୍ନ ଯୋଜନାରେ କାରିଗରମାନଙ୍କୁ ଅ ।ବଶ୍ୟକୀୟକଞ୍ଚାମାଲ, ଉନ୍ନତ ମାନର ଉପକରଣ ଯୋଗାଇବା ସହିତସେମାନଙ୍କୁ ଉନ୍ନତ ଜ୍ଞାନକୌଶଳର ତାଲିମ ପ୍ରଦାନ କରିଅତ୍ମନିଯୁକ୍ତି ଯୋଗାଇବା ଏବଂ ସେମାନଙ୍କ ଦ୍ୱାରା ଉତ୍ପାଦିତସାମଗ୍ରୀର ବିପଣନ ଦାୟିତ୍ୱ ବହନ କରିଅ ।ସୁଥିବା ସମ୍ବନ୍ଧରେଅବଗତ ହୋଇଥିଲେ । ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାରେମୋଟ ୬୭ଟି ପ୍ରାଥମିକ ତାଳଗୁଡ଼ ସମିତି ସଂଘରେ ସହବନ୍ଧିତାଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସଂଘର ବିକ୍ରି କେନ୍ଦ୍ର ଓଉତ୍ପାଦମାନ ବୁଲି ଦେଖିଥିଲେ । ରାଜ୍ୟର ଅନୁସୂଚିତ ଜନଜାତିଓ ଅନୁସୂଚିତ ଜାତି ଏବଂ ମହିଳା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତବିଭିନ୍ନ ପ୍ରକାର ତାଳପତ୍ର ହସ୍ତଶିଳ୍ପ ସାମଗ୍ରୀ ସହିତ ତାଳତନ୍ତୁରୁଉତ୍ପାଦିତ ବିଭିନ୍ନ ପ୍ରକାରର ବ୍ରସ ବିଶେଷ କରି ଗଜପତି ଜିଲ୍ଲାରଅ ।ଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତଖଜୁରୀ ଗୁଡ଼ ଓ ତାଳମିଶ୍ରିର ଭୂୟସୀପ୍ରଶଂସା କରିଥିଲେ । ରାଜ୍ୟରେ ଭରପୂର ପ୍ରାକୃତିକ ତାଳସଂପଦକୁବିନିଯୋଗ କରି ଗ୍ରାମୀଣ ଅନୁସୂଚିତ ଜନଜାତି ଓ ଅନୁସୂଚିତଜାତି ଏବଂ ମହିଳା କାରିଗରମାନଙ୍କ ସହିତ କରୋନାମହାମାରୀ ପାଇଁ ସ୍ୱଦେଶ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁଅ ।ବଶ୍ୟକୀୟ ତାଲିମ ଦେଇ ନୂତନ କାରିଗର ସୃଷ୍ଟି ସହିତତାଳଗୁଡ଼ ଶିଳ୍ପ ମାଧ୍ୟମରେ ପର୍ଯ୍ୟାପ୍ତ ସୁଯୋଗ ଥିବାରୁସେମାନଙ୍କୁ ଏହି ଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବୀ ଓଅତ୍ମନିର୍ଭରଶୀଳ କରିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ରଗୁରୁତ୍ୱାରୋପ କରିଥିଲେ ।ତାଳପତ୍ରରେ ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀର ଅନ୍ତଦେ୍ର୍ଦଶୀୟବଜାରରେ ବ୍ୟାପକ ·ହିଦା ଥିବାରୁ ବଜାର ନିରୁପଣ ସହଘରୋଇ ବଜାରରେ ଏହାର ବ୍ୟବସାୟ ବୃଦ୍ଧି ଏବଂ ରପ୍ତାନୀବଜାର ଓ ଇ-ବଜାରରେ ପ୍ରବେଶ ପାଇଁ ବ୍ୟବସ୍ଥା କରିକାରିଗରମାନେ ଯେପରି ଅଧିକ ରୋଜଗାରକ୍ଷମହୋଇପାରିବେ, ସେଥିପାଇଁ ଦୃଷ୍ଟି ଦେବାକୁ ସେ ପରାମର୍ଶଦେଇଥିଲେ । ଉଦ୍ୟୋଗପୁରୀଠାରେ ସଂଘର ନିର୍ମାଣାଧୀନ”ତାଳଗୁଡ଼ ଭବନ’ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତକରିବାସହିତ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ସଂପନ୍ନ କରିବାକୁମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ସଂଘର କର୍ମକର୍ତ୍ତାଓ ପରି·ଳନା ନିଦେ୍ର୍ଦଶକ ଇଂ ଚିଦାନନ୍ଦ ମିଶ୍ର ମନ୍ତ୍ରୀଙ୍କୁ ସମସ୍ତ ବିଷୟଅବଗତ କରାଇବା ସହ କାର୍ଯ୍ୟୟାଳୟ ବୁଲାଇ ଦେଖାଇଥିଲେ

- Advertisement -ତାଳଗୁଡ଼ ଶିଳ୍ପକୁ ନେଇ ଅନେକ ସୁଯୋଗ ରହିଛି: ଶିଳ୍ପ ମନ୍ତ୍ରୀ

More articles

LEAVE A REPLY

Please enter your comment!
Please enter your name here

- Advertisement -ତାଳଗୁଡ଼ ଶିଳ୍ପକୁ ନେଇ ଅନେକ ସୁଯୋଗ ରହିଛି: ଶିଳ୍ପ ମନ୍ତ୍ରୀ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...