20 C
Bhubaneswar
Tuesday, January 19, 2021

ବଗଲା ଧର୍ମଶାଳାକୁ ସୁରକ୍ଷା ପାଇଁ ଅନଲାଇନ୍ ଅଭିଯାନ

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ପୁରୀ/ଭୁବନେଶ୍ୱର,ତା.୦୩/୯:ପୁରୀରେ ଥିବା ବଗଲା ଧର୍ମଶାଳାକୁରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନଭାବେ ପ୍ଲଟିଂ କରି ବିକ୍ରି କରିଛନ୍ତି । ଧର୍ମଶାଳାଜମି ବିଶେଷ କରି ଦାନରେ ମିଳିଥିବାସଂପତିକୁ ବିକ୍ରି କରାଯାଇ ପାରିବ ନାହିଁବୋଲି ଆଇନରେ ଉଲ୍ଲେଖ ରହିଛି ।ରାଜ୍ୟସରକାର ଗରିବ ତୀର୍ଥଯାତ୍ରୀଙ୍କଉଦେ୍ଦଶ୍ୟରେ ହୋଇଥିବା ଧର୍ମଶାଳାକୁ ଭାଙ୍ଗିତୁଙ୍ଗ ନେତା ଏବଂ ପ୍ରଶାସନିକଅଧିକାରୀମାନଙ୍କୁ ଖୁସ୍ କରିବା ପାଇଁ ଏଭଳିଏକ ଐତିହାସିକ ଧର୍ମଶାଳାକୁ ବିକ୍ରି କରିବାଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ବିରୁଦ୍ଧରେବିଜେପି ପକ୍ଷରୁ ଅନଲାଇନ୍ ପିଟିସନ ତଥାଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛିାଏହି ଅନଲାଇନ ପିଟିସନକୁ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ବଗଳା ଧର୍ମଶାଳାସମ୍ମୁଖରେ ଉନ୍ମୋଚନ କରିଛନ୍ତି । ଏହିଅଭିଯାନରେ ବିଶ୍ୱରେ ଥିବା କୋଟି କୋଟିଜଗନ୍ନାଥପ୍ରେମୀ ସୋସିଆଲ ମିଡିଆ ମାଧ୍ୟମରେନିଜର ଡିଜିଟାଲ ଦସ୍ତଖତ କରି ‘ବଗଲାବଂଚାଓ ଆନେ୍ଦାଳନ’କୁ ସମର୍ଥନ କରିବା ପାଇଁଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।୧୯୦୫ ମସିହାରେ ଗରିବ ଲୋକଏବଂ ତାର୍ଥଯାତ୍ରୀଙ୍କ ପାଇଁ ପୁରୀରେ ବଗଲାଧର୍ମଶାଳା ନିର୍ମାଣ ହୋଇଥିଲା । କହ୍ନେଇ ଲାଲବଗଲା ଏହାକୁ ଦାନରେ ଦେଇଥିଲେ । ଏହିଧର୍ମଶାଳାରେ ତୀର୍ଥଯାତ୍ରୀମାନେ ଅତି କମ୍ଖର୍ଚ୍ଚର୍ରେ ରହଣୀ କରନ୍ତି । ପୁରୀ ବାସୀ ବିବାହ,ବ୍ରତ, ଶୁଦ୍ଧକ୍ରିୟା ଆଦି କାର୍ଯ୍ୟକ୍ରମ ଏହିଧର୍ମଶାଳାରେ କରୁଥିଲେ । କିନ୍ତୁ ଏତେ ବଡଐତିହାସିକ ସ୍ଥାନକୁ ରାଜ୍ୟସରକାର ମାଟିରେମିଶାଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହାଅତ୍ୟନ୍ତ ନିନ୍ଦନୀୟ ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀସମ୍ବିତ ପାତ୍ର କହିଛନ୍ତି ।ବଗଲା ଧର୍ମଶାଳାର ୨ଟି ପକ୍ଷ ରହିଛି ।ଗୋଟିଏ ଆଇନଗତ ଏବଂ ଆଉ ଗୋଟିଏଜନଭାବନାର ପକ୍ଷ । ଜଗନ୍ନାଥ ସଂସ୍କୃତିର ଅଭିନ୍ନଅଙ୍ଗ ହେଉଛି ବଗଲା ଧର୍ମଶାଳା । ବେଆଇନଭାବେ ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରିକରିବା ବିରୁଦ୍ଧରେ ଏବଂ ଜଗନ୍ନାଥ ବିଶ୍ରାମସ୍ଥଳୀକୁନିର୍ମାଣ କରିବା ଦାବୀ ନେଇ ଅନଲାଇନପିଟିସନରେ ପୂରା ବିଶ୍ୱରେ ଓଡିଆ ଭାଇ ଭଉଣୀଏବଂ ଜଗନ୍ନାଥ ପ୍ରେମୀମାନେ ସାମିଲ ହେବାପାଇଁ ଶ୍ରୀ ପାତ୍ର ଆହ୍ୱାନ କରିଛନ୍ତି ।କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେଆଇଟିଡିସି ତରଫରୁ ଟେଣ୍ଡର ଆହ୍ୱାନ କରାଯାଇପୁରୀ ବଗଲା ଧର୍ମଶାଳା ଜମି ଉପରେ ଜଗନ୍ନାଥବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର, ମନ୍ଦିରପ୍ରଶାସନ, ପୁରୀ-କୋଣାର୍କ ବିକାଶ ପରିଷଦ,ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ନିଯାଇଥିଲା ।ମନ୍ଦିର ପ୍ରଶାସନ ଏନ.ଓ.ସି ଦେବା ସମୟରେଦର୍ଶାଇଥିଲା କି, ଜଗନ୍ନାଥ ବିଶ୍ରାମସ୍ଥଳୀ ଜମିଯେଉଁଠି ହେଉଛି ତାହା ଜଗନ୍ନାଥଙ୍କ ଜମି । ୫୦କୋଟି ଟଙ୍କା ବ୍ୟୟ ଆନୁକୂଲ୍ୟରେ ଆରମ୍ଭହୋଇଥିବା ଏହି ନିର୍ମାଣ କାର୍ଯ୍ୟ ପାଇଁ ୩.୨୬କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇସାରିଥିଲା । ମାତ୍ରପ୍ରପର୍ଟି ଡିଲର ସାଜିଥିବା ରାଜ୍ୟ ସରକାର ହୀନଚକ୍ରାନ୍ତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକିବାଆରମ୍ଭ କରିଦେଲେ । ପ୍ରଥମେ ବଗଲା ଧର୍ମଶାଳାଜମିକୁ ନିର୍ମାଣ କାର୍ଯ୍ୟ ପାଇଁ ଆଇଟିଡିସିକୁହସ୍ତାନ୍ତର କରିବା, ପ୍ରକଳ୍ପ ଖର୍ଚ୍ଚ ପରିମାଣ ୫୦କୋଟିରୁ ୭୮ କୋଟି ଟଙ୍କା ବୃଦ୍ଧି କରିବା,୩.୨୬ କୋଟି ଟଙ୍କା ଖର୍ଚ୍ଚ ହୋଇ ପ୍ଲିଂତ୍ ଲେବଲ୍କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ହଠାତ୍ ନିର୍ମାଣକାର୍ଯ୍ୟକୁ ବନ୍ଦ କରିବାର ନିଦେ୍ର୍ଦଶ, ବଗଲାଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି କରିବା,ଜଗନ୍ନାଥ ବିଶ୍ରାମସ୍ଥଳୀକୁ ଅନ୍ୟତ୍ର ସ୍ଥାନାନ୍ତରକରିବାର ନିଷ୍ପତି ରାଜ୍ୟ ସରକାର କାହିଁକି ଏବଂକାହା ସ୍ୱାର୍ଥରେ ନେଇଛନ୍ତି ବୋଲି ଡ.ପାତ୍ର ପ୍ରଶ୍ନକରିଛନ୍ତି ।ରାଜ୍ୟସରକାର ବଗଲା ଧର୍ମଶାଳାରେହେଉଥିବା ପ୍ଲଟିଂ କାର୍ଯ୍ୟକୁ ତୁରନ୍ତ ବନ୍ଦ କରନ୍ତୁ ।ଏହା ସହ କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନାଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭହୋଇଥିବା ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟକୁଗତିଶୀଳ କରାଇ ତୀର୍ଥଯାତ୍ରୀଙ୍କ ପାଇଁ ଏକଭବ୍ୟ ଧର୍ମଶାଳା ନିର୍ମାଣ କରାଯାଉ ବୋଲିଶ୍ରୀ ପାତ୍ର ଦାବୀ କରିଛନ୍ତି । ଏହି ଅନଲାଇନପିଟିସନ କାର୍ଯ୍ୟକ୍ରମରେ ପୁରୀ ବିଧାୟକଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟଉପସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟସଧାରଣ ସଂପାଦିକା ଡ.ଲେଖାଶ୍ରୀସାମନ୍ତସିଂହାର, ବରିଷ୍ଠ ନେତା କୃଷ୍ଣଜଗଦେବ, ପୁରୀ ଜିଲ୍ଲା ସଭାପତି ଆଶ୍ରିତପ…ନାୟକ, ପ୍ରଭଞ୍ଜନ ମହାପାତ୍ର, ବିରଂଚୀତ୍ରିପାଠୀ, ସୁରଥ ବିଶ୍ୱାଳ, ରମାରଂଜନବଳିଆରସିଂଙ୍କ ସମେତ ଜିଲ୍ଲାର ସ୍ଥାନୀୟନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ

- Advertisement -ବଗଲା ଧର୍ମଶାଳାକୁ ସୁରକ୍ଷା ପାଇଁ ଅନଲାଇନ୍ ଅଭିଯାନ

More articles

LEAVE A REPLY

Please enter your comment!
Please enter your name here

- Advertisement -ବଗଲା ଧର୍ମଶାଳାକୁ ସୁରକ୍ଷା ପାଇଁ ଅନଲାଇନ୍ ଅଭିଯାନ

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...