29 C
Bhubaneswar
Saturday, September 19, 2020

ବନ୍ୟା ବିଭିଷିକା ଅଞ୍ଚଳ ପରିଦର୍ଶନ ଓ ସମୀକ୍ଷା କଲେ ବିଧାୟକ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଡେଲାଙ୍ଗ,୨ା୯ (ନି.ପ୍ର) :ଡେଲାଙ୍ଗ ବ୍ଲକରେ ୧୦ଟି ପଂଚାୟତଏବେ ବନ୍ୟା ପାଣି ଘେରରେ ରହିଛି ।ଯଥା ସୁଜନପୁର,ଡେଲାଙ୍ଗ କୋଠବାଡ,ମୁନିଦା, କଲ୍ୟାଣପୁର, ଘନିପୁର,ସାଉରିଆ, ସିଂହବ୍ରହ୍ମପୁର, ଚାଇଁପୁର,ଅରିସଲ, ଗଡମୋଟରୀ ପ୍ରଭୁତି ପାଣିଘେରରେ ବୁଡି ରହିଥିବା ବେଳେ ହଜାରହଜାର ହେକ୍ଟର ଧାନ ଫସଲ ପାଣିରେବୁଡି ରହିଛି । ଏହି ବନ୍ୟା ପାଣି ପଶିଦୁଃଖ ଦୁର୍ଦ୍ଦଶାରେ ଲୋକମାନେ କାଳାତିପାତ କରୁଛନ୍ତି । ରାସ୍ତା ଘାଟ ବୁଡିଯିବାସହିତ ଯୋଗାଯୋଗ ବିଛିନ୍ନ ହୋଇ ପଡିଛିା ଗାଁ ରୁ ବାହାରକୁ ଆସିବା କେତେକଗ୍ରାମ ପାଇଁ ନାହିଁଁ ନଥିବା ଅସୁବିଧା ହେଉଛିା ପାଣି ଘେର ପାଇଁ ଗାଁରୁ ବାହାରି ପାରୁନଥିବା ଲୋକମାନଙ୍କୁ ବ୍ଲକ ପ୍ରଶାସନତରଫରୁ ଯଥା ଶୀଘ୍ର ଚୁଡା ଓ ଗୁଡପଂହଚାଇବା ପାଇଁ ବିଧାୟକ ପ୍ରଦୀପମହାରଥି ନିଦେ୍ର୍ଦଶ ଦେଇଛନ୍ତି । ତତ୍ ସହିତତୁରନ୍ତ ବନ୍ୟା ପ୍ରପିଡିତ ଅଂଚଳ ପରିଦର୍ଶନକରି କ୍ଷୟକ୍ଷତି ଆକଳନ କରିବା ସହମୁଖ୍ୟମନ୍ତ୍ରୀ ଘୋଷଣା ମୁତାବକ ସହାୟତାଯଥା ଶୀଘ୍ର ପ୍ରଦାନ କରିବା ପାଇଁ ବିଧାୟକକହିଛନ୍ତି । ଡେଲାଙ୍ଗ ବ୍ଲକରେ ହୋଇଥିବାବନ୍ୟା ପରିସ୍ଥିତିକୁ ନେଇ ଡେଲାଙ୍ଗ ବ୍ଲକପରିସରରେ ଅନୁଷ୍ଠିତ ସମୀକ୍ଷା ବୈଠକରେବିଧାୟକ ପ୍ରଦୀପ ମହାରଥି, ବ୍ଲକ ଅଧ୍ୟକ୍ଷପ୍ରସନ୍ନ ସାହୁ, ବିଡିଓ କ୍ଷିରୋଦ୍ରପ୍ରଧାନ,ଏବିଡିଓ ପ୍ରଦିପ୍ତ କୁମାର ନାୟକ,ବ୍ଲକ ଯୋଗାଣ ବିଭାଗ ଅଧିକାରିଣୀଲିପିଶାରାଣି ରାଉତ, ଚାଇଁପୁର ସରପଂଚପ୍ରଦୁ୍ୟମ୍ନ ପରିଡା, ଉପାଧ୍ୟକ୍ଷାଙ୍କ ପ୍ରତିନିଧିକବିନ୍ଦ୍ର ବଳବନ୍ତରାୟ, ଗଡମୋଟରୀପଂଚାୟତ ସରପଂଚଙ୍କ ପ୍ରତିନିଧି ରମଣିରଞ୍ଜନ ଚମ୍ପତ୍ତିରାୟ ପ୍ରମୁଖ ଉପସ୍ଥିତ ହୋଇଏହାର ସଠିକ୍ ସୁପରିଚାଳନା ନିମନ୍ତେଏକ ସମୀକ୍ଷା ବୈଠକ ଅନୁଷ୍ଠିତହୋଇଥିଲା । ପାଣି ଘେରରେ ଥିବା ଗ୍ରାମକୁଯଥା ଶିଘ୍ର ଡଙ୍ଗା ଯୋଗାଇବାର ସୁବିଧାକରିବା ପୁର୍ତ୍ତବିଭାଗ ଅଧିନସ୍ଥ ପିଡିକେରାସ୍ତାରେ ହୋଇଥିବା ଖାଲଖମା ଗୁଡିକୁତୁରନ୍ତ ଯୁଦ୍ଧ କାଳୀନ ଭିତିରେ ମରାମତିକରିବା ପାଇଁ ବିଧାୟକ ଶ୍ରୀ ମହାରଥିବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶଦେଇଥିଲେ । ବନ୍ୟା ପ୍ରପିଡିତ ପରିବାରଗୁଡିକ ନଦୀ ବନ୍ଧରେ ଦୟନୀୟପରିସ୍ଥିତିରେ ଆଶ୍ରୟ ନେଇଥିବା ବେଳେତୁରନ୍ତ ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଣକରିବା ସହ ଜେନେରେଟର ସାହାଯ୍ୟରେବିଦୁ୍ୟତ ଆଲୋକ ଯୋଗାଣ କରିବାକୁବିଧାୟକ ନିଦେ୍ର୍ଦଶ ଦେଇଥିଲେ । ଏହିସମୀକ୍ଷା ବୈଠକ ପରେ ବିଧାୟକ ପ୍ରଦୀପମହାରଥି, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ, ଆତ୍ମା ଅଧ୍ୟକ୍ଷପିପିଲି ଧରଣୀଧର ସାହୁ, ଯୁବନେତାଆର୍ତବନ୍ଧୁ ସାମନ୍ତରାୟ, କଣ୍ଟି ସଂରପଚପ୍ରକାଶ ଧଳ, ଆଇନିଜୀବି ଶ୍ରଧର ପ୍ରଧାନ,ଚାଇଁପୁର ଓ ଗଡମୋଟରୀ ସରପଂଚପ୍ରମୁଖମାନେ ବୋଟ୍ ଯୋଗେ ଚାଇଁପୁରଓ ଗଡମୋଟରୀ ପଂଚାୟତ ଅଧିନବନ୍ୟାଚଂଳ ଗସ୍ତକରି ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ବୁଝିବା ସହ ଏହି ପାକୃତିକବିପର୍ଯ୍ୟୟ ସମୟରେ ଧ÷ର୍ଯ୍ୟ ସହକାରେଏହାର ମୁକାବିଲା କରିବାକୁ ଶ୍ରୀ ମହାରଥିନିବେଦନ କରିଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...