18 C
Bhubaneswar
Wednesday, November 25, 2020

ଭାରତରେ ନୋକିଆ ୫.୩ର ବିକ୍ରୟ ଆରମ୍ଭ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର, ୨/୯ (ନି.ପ୍ର): ଏଚ୍ଏମ୍ଡିଗ୍ଲୋବାଲ ପକ୍ଷରୁ ଆଜି ଭାରତରେ ଏହାରନୋକିଆ ୫.୩ର ବିକ୍ରି ଆରମ୍ଭ ହୋଇଥିବାସମ୍ପର୍କରେ ଘୋଷଣା କରାଯାଇଛି । ନୋକିଆ୫.୩ରେ ଏକ ଏଆଇ-ପରିଚାଳିତ କ୍ୱାଡ୍କ୍ୟାମେରା, କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୬୬୫ମୋବାଇଲ ପ୍ଲାଟ୍ଫର୍ମ, ସିଗ୍ନେଚର ଟୁ-ୱେବ୍ୟାଟେରୀ ଲାଇଫ୍ ଭଳି ଫିଚର ରହିଛି । ଏହାର ଏଆଇ-ପରିଚାଳିତ କ୍ୱାଡ୍ କ୍ୟାମେରା ନାଇଟ୍ ମୋଡ୍ ମାଧ୍ୟମରେକମ୍ ଆଲୋକରେ ମଧ୍ୟ ଉପଯୁକ୍ତ ସଟ୍ କ୍ୟାପ୍ଚରକରିପାରିଥାଏ । ୱାଇଡ୍-ଆଙ୍ଗେଲ ଓ ମାକ୍ରୋ ଲେନ୍ସ ଆପଣଙ୍କୁକ୍ଲୋଜ୍-ଅପ୍ ସଟ୍ କ୍ୟାପଚର କରିବାରେ ସାହାଯ୍ୟ କରିଥାଏ ।ଏବଂ ଏହାର ବିଶାଳ ୬.୫୫ ଇଂଚ୍ (୧୬.୬ ସେମି)ସ୍କ୍ରିନ୍ ସହିତ ନୋକିଆ ୫.୩ ଆପଣଙ୍କୁ ନିଜ ପସନ୍ଦର ଶୋ’ଷ୍ଟ୍ରିମ୍ କରିବା, ସାରା ଦିନ ଗେମ୍ ଖେଳିବାରେ ସାହାଯ୍ୟକରିଥାଏ । ନୋକିଆ ୫.୩ରେ ଏକ ସ୍ଥାୟୀ ଓ ଆକର୍ଷଣୀୟନୋର୍ଡିକ୍-ଅନୁପ୍ରାଣିତ ଡିଜାଇନ୍ ରହିଥିବାବେଳେ ଏହା ଆଣ୍ଡ୍ରଏଡ୍ ୧୦ ସହିତ ଆସୁଛିଏବଂ ପ୍ରଶଂସକଙ୍କୁ ଏକ ସମର୍ପିତ ବଟନମାଧ୍ୟମରେ ଗୁଗଲ ଆସିଷ୍ଟାଂଟ୍ ପାଇଁ ତକ୍ରାଳଆକ୍ସେସ୍ ପ୍ରଦାନ କରୁଛି । ଏହାର ୪୦୦୦ମେଗାହର୍ଜ ବ୍ୟାଟେରୀ ଓ ଏଆଇ-ଆସିଷ୍ଟେଡ୍ଆଡାପ୍ଟିଭ୍ ବ୍ୟାଟେରୀ ଫିଚର ଆପଣଙ୍କୁ ଚାର୍ଜକରିବାର ଚିନ୍ତା ବିନା ଶୋ’ ଷ୍ଟ୍ରିମ୍ କରିବା ଓ ଗେମ୍ଖେଳିବାରେ ସହଯୋଗ କରିଥାଏ । ଏହା ସମ୍ପର୍କରେଏଚ୍ଏମ୍ଡି ଗ୍ଲୋବଲର ଉପାଧ୍ୟକ୍ଷ ସନ୍ମିତ ସିଂହ କହିଛନ୍ତିଯେ “ନୋକିଆ ୫.୩ ସହିତ ଆମର ଲକ୍ଷ୍ୟ ହେଉଛିପ୍ରଶଂସକମାନଙ୍କୁ ଏକ ଉନ୍ନତ ଡିଭାଇସ୍ ପ୍ରଦାନ କରିବାଯାହା ସେମାନଙ୍କୁ ଏକ ଭିନ୍ନ ଉପାୟରେ କଂଟେଂଟ୍ ସୃଷ୍ଟିକରିବା ଓ ଉପଭୋଗ କରିବାକୁ ଅନୁମତି ଦେବ । ସେହିଭଳିନିଶାନ୍ତ ସର୍ଦାନା, କ୍ୟାଟାଗୋରୀ ଲିଡର- ମୋବାଇଲଫୋନ୍ସ, ଆମାଜନ୍ ଇଣ୍ଡିଆ କହିଛନ୍ତି ଯେ, “ନୂଆ ନୋକିଆ୫.୩ ଆଜିର ୟୁଜର୍ଙ୍କ ପାଇଁ ଟେକ୍ନୋଲୋଜି ଓ ଡିଜାଇନ୍ରଏକ ଉନ୍ନତ ମିଶ୍ରଣ, ଯାହାକି ଏହାର ମଜଭୁତ ନିର୍ମାଣ ସହଏହାର ଡିଜାଇନ୍, କ୍ୱାଡ୍କ୍ୟାମେରା ସେଟ୍ ଅପ୍ ଆମାଜନ୍ଡଟ୍ ଇନ୍ରେ ଏହାର ମୂଲ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବ ।ଡୁଆଲ ସିମ୍ର ନୋକିଆ ୫.୩ ଅନ୍ଲାଇନ୍ରେ ନୋକିଆଡଟ୍ କମ୍/ଫୋନ୍ସ ଓ ଆମାଜନ୍ ଡଟ୍ ଇନ୍ରେ ସିଆନ୍,ସ୍ୟାଣ୍ଡ ଓ ଚାର୍କୋଲ କଲର୍ରେ ୪ଜିବି/୬୪ଜିବି ଓ ୬ଜିବି/୬୪ ଜିବି ରାମ୍/ରମ୍ ଭାରିଆଂଟ୍ରେ ଯଥାକ୍ରମେ ୧୩,୯୯୯ଟଙ୍କା ଓ ୧୫,୪୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏହିସ୍ମାର୍ଟଫୋନ୍ର ସେଲ୍ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭହୋଇଛି । ନୋକିଆ ୫.୩ କିଣୁଥିବା ଜିଓ ସବ୍ସ୍କ୍ରାଇବର୍ମାନେ୩୪୯ ଟଙ୍କାର ପ୍ଲାନ୍ ଉପରେ ୪୦୦୦ ଟଙ୍କା ମୂଲ୍ୟର ଲାଭପାଇପାରିବେ, ଯେଉଁଥିରେ ଜିଓଠାରୁ ୨୦୦୦ ଟଙ୍କାରଇନ୍ଷ୍ଟାଂଟ୍ କ୍ୟାଶବ୍ୟାକ୍ ଓ ସହଯୋଗୀମାନଙ୍କଠାରୁ ୨୦୦୦ଟଙ୍କା ମୂଲ୍ୟର ଭାଉଚର୍ ସାମିଲ ରହିଛି । ଏହି ଅଫର୍ ଉଭୟନୂଆ ଓ ବର୍ତମାନର ଜିଓ ସବ୍ସ୍କ୍ରାଇବର୍ଙ୍କ ପାଇଁ ଲାଗୁ ହେଉଛି ।

- Advertisement -ଭାରତରେ ନୋକିଆ ୫.୩ର ବିକ୍ରୟ ଆରମ୍ଭ

More articles

LEAVE A REPLY

Please enter your comment!
Please enter your name here

- Advertisement -ଭାରତରେ ନୋକିଆ ୫.୩ର ବିକ୍ରୟ ଆରମ୍ଭ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...