18 C
Bhubaneswar
Tuesday, November 24, 2020

ରମାପୁର ଘାଇ ନେଇ ବିଷଦଗାର କଲେ ନେତା

Must read

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ଭୁବନେଶ୍ୱର,୨/୯(ନି.ପ୍ର): ଯାଜପୁରଜିଲ୍ଲାର ଧର୍ମଶାଳା ବ୍ଲକ ଅ”ର୍ଗତ କୋତପୁରନିକଟସ୍ଥ ରମାପୁର ଠାରେକେଲୁଅନଦୀରେ ମନୁଷ୍ୟକୃତ ଘାଇ ଏବେ ସମଗ୍ରରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏଭଳିଚରମ ଅମାନବୀୟ କାର୍ଯ୍ୟ ନେଇବିରୋଧୀ ସରକାରଙ୍କ ବିରୋଧରେ ପ୍ରସଙ୍ଗକରିବାରେ ସଫଳ ହୋଇଛ”ି । ଏଭଳିଅବସ୍ଥାରେ ଆଜି ଘାଇ ସ୍ଥଳରେ ବି.ଜେ.ଡିନେତା ସତୀଶ ବିଶ୍ୱାଳ ପହଂଚିବା ସହସରକାରଙ୍କ ସପକ୍ଷରେ ମତ ରଖିବା ସହଘାଇ କରାଇବା ଜଘନ୍ୟ ଷଡଯନ୍ତ୍ରରେସଂପୃକ୍ତଙ୍କ ବିରୋଧରେ ବିଷଦଗାରକରିଛ”ି । ଏହି ଷଡଯନ୍ତ୍ରକାରୀଙ୍କବିରୋଧରେ ଏକ୍ସପ୍ଲୋସିଭ ସବଷ୍ଟାନ୍ସଆକ୍ଟଏବଂ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ୧୨୦(ବି) ଦଫାରେ କେସ କରାଯିବାକୁ ଦାବିପତ୍ର ଧର୍ମଶାଳା ଥାନାରେ ଏସ.ଡି.ପି.ଓଙ୍କୁପ୍ରଦାନ କରିଛ”ି । ଏହାସହ ଷଡଯନ୍ତ୍ରରେସଂପୃକ୍ତ ଥିବା ମୂଳ ପ୍ରଭାବଶାଳୀଙ୍କବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହିଁଏଠାରେ ସରକାରଙ୍କ ଛବିକୁ ଅଧିକଗ୍ରହଣୀୟ କରିବ ବୋଲି ମତ ରଖିଛ”ି ।ଧର୍ମଶାଳା ଥାନା ଅଧିକାରୀଙ୍କ ଉଦେ୍ଦଶ୍ୟରେପ୍ରଦାନ କରିଥିବା ଦାବିପତ୍ରରେ ସତୀଶଉଲ୍ଲେଖ କରିଛ”ି ଯେ, ଏଭଳି ଜଘନ୍ୟ,ଚରମ ପାଶବିକତାପୂର୍ଣ୍ଣ କାର୍ଯ୍ୟରଅଭିଯୁକ୍ତଙ୍କ ବିରୋଧରେ ଭାରତୀୟପିଙ୍ଗଳ କୋର୍ଡ ଧାରା -୪୨୭ ଏବଂ୪୩୧ ଯଥେଷ୍ଟ ନୁହେଁ । ଏହାଦ୍ୱାରାଅଭିଯୁକ୍ତଙ୍କୁ ସହଜରେ ଯାମିନ ମିଳିଯିବ ।ବୁଦ୍ଧଲିଙ୍ଗ ଏବଂ ରମାପୁର ମଧ୍ୟରେହୋଇଥିବା ମନୁଷ୍ୟକୃତ ଘାଇ କରାଗଲା ।ରାତିରେ ଶୋଇଥିବା ଲୋକ ମାନଙ୍କ ଧନଜୀବନ ବିପନ୍ନ ହେବାର ବିକଳ ଚିତ୍ରପାଇଁ ଖଳ ନାୟକ ସାଜିଥିବା ଲୋକେରାକ୍ଷାସ ଠାରୁ ବି ଅଧିକ ନିଷ୍ଠୁର । ଗୋଟିଏପଟରେ ସରକାରଙ୍କ ୨୪.୪୨ କୋଟିଟଙ୍କା ବ୍ୟୟରେ ନିର୍ମିତ ନଦୀବନ୍ଧ ରାସ୍ତାନଷ୍ଟ ହୋଇଥିବା ବେଳେ ଅନ୍ୟ ପଟରେପ୍ରାୟ ୨୦ ହଜାର ଲୋକଙ୍କ ଧନ ଜୀବନକ୍ଷତି ହୋଇଛି । ଯେଉଁ କୃଷି ପ୍ରଧାନଅଞ୍ଚଳରେ ଶା”ିପ୍ରୀୟ ଲୋକେ ଡିନାମାଇଟକଣ ଜାଣି ନାହା”ି, ସେଠାରେ ଡିନାମାଇଟବିସ୍ପୋରଣରେ ଲୋକଙ୍କ ସର୍ବସ୍ୱ ଉଜାଡିଦିଆଗଲା । ଏଠାରେ ଏହାଦ୍ୱାରା ଅପରାଧୀକରଣକୁ ଉସôାହିତ କରାଗଲା । ଏହାସନ୍ତ୍ରାସବାଦ ଠାରୁ କୌଣସି ଗୁଣରେ କମନୁହେଁ । ଏହା ସିଧା ସଳଖ ରାଷ୍ଟ୍ର ବିରୋଧୀକାର୍ଯ୍ୟ । ସତୀଶ ଦର୍ଶାଇଛ”ି ଯେ, ବିରୋଧୀଏହାକୁ ପ୍ରସଙ୍ଗ କରି ଆମ ଜନପ୍ରୀୟ,ବିଶ୍ୱାସଯୋଗ୍ୟ, ଲୋକାଭିମୁଖୀ ନବୀନପ…ନାୟକ ସରକାରକୁ ଦାୟୀ କରିବାକୁପଛାଉ ନାହା”ି । ଏ ପ୍ରସଙ୍ଗରେ ସାଧାରଣରେସରକାର, ପ୍ରଶାସନ ଓ ପୋଲିସକୁ ଅଧିକବିଶ୍ୱାସ ଭାଜନ ହେବାର ଆବଶ୍ୟକତାରହିଛି । ସେଥିପାଇଁ ଏହି ନୃସଂସ ଘଟଣାରଡାଳ କିମ୍ବା ପତ୍ରକୁ ଧରାଯାଇ ପୋଲିସତଦ”କୁ ଶେଷ ନକରୁ । ସାଧାରଣଲୋକଟିଏ କୌଣସି ବାଧ୍ୟ ବାଧକତା କିମ୍ବାପ୍ରଲୋଭନରେ ପଡି ହୁଏତ ଏଭଳି କାର୍ଯ୍ୟକରିଥାଇ ପାରେ । ଗୋଟିଏ ଗୋଟିଏଜୀବନ ପୋଲିସ ଅକ୍ଳା” ପରିଶ୍ରମ କରିଯଥେଷ୍ଟ ଯତ୍ନ ଏବଂ ସତର୍କତାର ସହଅପରାଧର ମୂଳ ପର୍ଯ୍ୟ” ଯାଇଛି । ଏକ୍ଷେତ୍ରରେ ହଜାର ହଜାର ଲୋକଙ୍କ ଜୀବନଓ ଜୀବିକା ପାଇଁ ଅପରାଧର ମୂଳ ଖଳନାୟକ ପର୍ଯ୍ୟ” ତଦ” ଯାଇପାରିଲେ ଆମସରକାର ଅଧିକ ବିଶ୍ୱାସଯୋଗ୍ୟହୋଇପାରିବ । ଏହାପରେ ସତୀଶ ଗୋଟିଏପ୍ରତିନିଧି ଦଳ ସହ ଘାଇ ସ୍ଥଳକୁ ଯାଇସେଠାରେ ତୁର” ଘାଇ ନେଇ ହୋଇଥିବାକ୍ଷୟକ୍ଷତିର ଆକଳନ କରି ଚାଷୀ ଏବଂଲୋକ ମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁନିବେଦନ କରିଥିଲେ । ନବୀନ ପ…ନାୟକସରକାର ସର୍ବଦା ଲୋକଙ୍କ ସ୍ୱାର୍ଥ ପାଇଁଲଢେଇ କରୁଥିବାରୁ ଏ କ୍ଷେତ୍ରରେ ମଧ୍ୟସରକାର ଖୁବଶିଘ୍ର ଦୃଷ୍ଟା” ମୂଳକ ପଦକ୍ଷେପନେବେ ବୋଲି ପ୍ରତିଶୃତି ଦେଇଥିଲେ ।

- Advertisement -ରମାପୁର ଘାଇ ନେଇ ବିଷଦଗାର କଲେ ନେତା

More articles

LEAVE A REPLY

Please enter your comment!
Please enter your name here

- Advertisement -ରମାପୁର ଘାଇ ନେଇ ବିଷଦଗାର କଲେ ନେତା

Latest article

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...