28 C
Bhubaneswar
Sunday, September 20, 2020

କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ ରହିଛ

Must read

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

କେନ୍ଦ୍ରାପଡ଼ା ,୨ ।୯(ନି.ପ୍ର): ଜିଲ୍ଲାରେଲଘୁଚାପ ବର୍ଷାର ତାଣ୍ଡବ ଯୋଗୁଁ ତଳିଆଅଂଚଳ ଗୁଡିକ ବର୍ଷାପାଣିରେ ବୁଡିଯାଇନାହିଁନଥିବା ଅବସ୍ଥା ସୃଷ୍ଟି ହୋଇଥିବାବେଳେ ଏବେ ହୀରାକୁଦ ଜଳଭଣ୍ଡାରରୁବନ୍ୟା ପାଣି ଛଡାଯିବା ସଂପୂର୍ଣ୍ଣ ବନ୍ଦକରାଯାଇନଥିବାରୁ ବନ୍ୟା ପରିସ୍ଥିତିଅପରିବର୍ତ୍ତିତ ରହିଥିବା ସୂଚନା ମିଳିଛିା ଏହି ଜିଲ୍ଲାଦେଇ ପ୍ରବାହିତ ଲୁଣା,କରାଣ୍ଡିଆ, ଚିତୋ୍ରତ୍ପଳା, ବିରୂପା,ବ୍ରାହ୍ମଣୀ ପ୍ରଭୃତି ନଦୀର ଜଳସ୍ତରକେଉଁଠି ବୃଦ୍ଧିପାଉଛି ତଃ ଆଉ କେଉଁଠିସ୍ଥିର ରହିଥିବା ଦେଖିବାକୁ ମିଳିଛି ।ଉପରୋକ୍ତ ନଦୀ ଗୁଡିକର ଅନେକସ୍ଥାନରେ ବିପଦ ସଙ୍କେତ ନିକଟରେ ବାଅନ୍ୟ କେଉଁଠି ବିପଦ ସଙ୍କେତ ଉପରେବନ୍ୟା ଜଳ ପ୍ରବାହିତ ହେଉଥିବାସୂଚନା ଦିଆଯାଇଛି । ଜିଲ୍ଲା ବନ୍ୟାନିୟନ୍ତ୍ରଣ କକ୍ଷର ସୂଚନା ଅନୁଯାଇସୋମବାର ସନ୍ଧ୍ୟା ୬ଟା ସୁଦ୍ଧାକେନ୍ଦ୍ରାପଡା ଜଳସେଚନ ଡିଭିଜନଅଧିନ ଲୁଣା ନଦୀର ପୁବଂଶ ଠାରେବିପଦ ସଙ୍କେତ ସ୍ତର ୩୫.୨୮ଫୁଟଥିବା ବେଳେ ସେଠାରେ୩୭.୬୦ଫୁଟ ଜଳ ପ୍ରବାହିତ ହୋଇସ୍ଥିର ଅବସ୍ଥାରେ ଥିବା ବେଳେ ଦାନପୁରଠାରେ ବିପଦ ସଙ୍କେତ ସ୍ତର ୩୨.୫୫ଥିବା ବେଳେ ସେଠାରେ ୩୫.୩୦ଫୁଟରେ ସ୍ଥିର ରହିଛି, ବସପୁର ଠାରେବିପଦ ସଙ୍କେତ ସ୍ତର୩୦.୦୦ଫୁଟଥିବା ବେଳେ ସେଠାରେବିପଦ ସଙ୍କେତ ଉପରେ୩୨.୧୦ଫୁଟଥିବା ବେଳେ ଜଳସ୍ତରବୃଦ୍ଧି ପାଉଛି, ମାର୍ଶାଘାଇ ଠାରେ ବିପଦସଙ୍କେତ ସ୍ତର ୨୨.୦୦ଫୁଟ ଥିବାବେଳେ ସେଠାରେ ମଧ୍ୟ ବିପଦସଙ୍କେତ ଉପରେ ୨୪.୭୦ଫୁଟରେସ୍ଥିର ରହିଥିବା ସୂଚନା ଦିଆଯାଇଛି ।ସେହିଭଳି ଚିତ୍ରୋତ୍ପଳା ନଦୀର ପାଟକୁରାଠାରେ ବିପଦ ସଙ୍କେତ ସ୍ତର୨୧.୫୦ଫୁଟ ଥିବା ବେଳେସେଠାରେ ୨୫.୫୫ଫୁଟରେ ରହିବୃଦ୍ଧି ପାଉଥିବା ବେଳେ ବ୍ରାହ୍ମଣୀନଦୀର ଇନ୍ଦୁପୁର ଠାରେ ବିପଦ ସଙ୍କେତସ୍ତର ୮.୨୩ମିଟର ଥିବା ବେଳେସେଠାରେ ୮.୨୯ ଫୁଟ ରହି ଜଳସ୍ତରହ୍ରାସ ପାଉଥିବା ବେଳେ ଅଳଭା ଠାରେବିପଦ ସଙ୍କେତ ସ୍ତର ୪.୯୯ ମିଟରଥିବା ବେଳେ ସେଠାରେ ୫.୬୭ମିଟର ରହି ଜଳସ୍ତର ହ୍ରାସ ପାଉଥିବାଓ ବିରୂପା ନଦୀର ଗୋପାଳପୁର ଠାରେବିପଦ ସଙ୍କେତ ସ୍ତର ୧୦.୦୫ଥିବାବେଳେ ସେଠାରେ ୧୦.୪୦ମିଟରବନ୍ୟା ଜଳ ପ୍ରବାହିତ ହୋଇ ଜଳସ୍ତରହ୍ରାସ ପାଉଛି । ଏହିସବୁ ନଦୀର ୩୧ଟିସ୍ଥାନରେ ଘଳିଆ ପଡିଥିବା ସୂଚନାପ୍ରଦାନ କରାଯାଇଛି । ସମସ୍ତ ଘଳିଆପଡିଥିବା ସ୍ଥାନରେ ଜଳସେଚନବିଭାଗ ପକ୍ଷରୁ ବାଲିବସ୍ତା ପକାଯାଇବନ୍ଦ କରାଯିବାକୁ ଚେଷ୍ଟା ଜାରି ରହିଛିା ପ୍ରଶାସନ ଅନେକ ସ୍ଥାନରେଏପର୍ଯ୍ୟନ୍ତ ପହଁଚି ପାରିନଥିବା ଅଭିଯୋଗହୋଇଛି । । ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁଏପର୍ଯ୍ୟନ୍ତ କୈାଣସି ସୂଚନା ପ୍ରଦାନକରାନଯିବା ଓ ଜିଲ୍ଲା ଜରୁରୀ ଅଧିକାରୀଙ୍କଦାୟୀତ୍ୱରେ ଥିବା ସଂପୃକ୍ତ ଅଧିକାରୀଙ୍କୁଟେଲିଫୋନ କଲେ ସେ ମୋବାଇଲଉଠାଉନଥିବା ଦେଖାଯାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧୯ ।୯(ନି.ପ୍ର): ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବାସପ୍ତାହ । ଏହି ଅବସରରେ ଗାମ ଜିଲ୍ଲାବିଜେପି ପକ୍ଷରୁ ସେବ ସପ୍ତାହ ପାଳନନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ...