28 C
Bhubaneswar
Saturday, September 26, 2020

ରାଜ୍ୟପାଳଙ୍କ ଉଦେ୍ଶ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଦାବିପତ୍ର

Must read

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

କେନ୍ଦ୍ରାପଡା,୨/୯(ନି.ପ୍ର): ରାଷ୍ଟ୍ରୀୟମଜଦୁର କଂଗ୍ରେସର କେନ୍ଦ୍ରାପଡା ଜିଲ୍ଲାଶାଖା ପକ୍ଷରୁ ୧୨ଦଫା ଦାବି ନେଇ ଜିଲ୍ଲାଶ୍ରମ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କଉଦେଶ୍ୟରେ ମଙ୍ଗଳବାର ଏକ ଦାବିପତ୍ରପ୍ରଦାନ କରାଯାଇଛି । ପ୍ରଥମେ ପରଲୋକହୋଇଥିବା ଭାରତରନô ପୂର୍ବତନରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କୋଭିଡରେସମସ୍ତ କୋଭିଡ ଯୋଦ୍ଧା ଓ ଶ୍ରମିକମାନଙ୍କଉଦେ୍ଦଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନାକରାଯାଇଥିଲା । ଏହାପରେ କେନ୍ଦ୍ରୀୟ ଓରାଜ୍ୟ ସରକାରଙ୍କ ଶ୍ରମିକ-କୃଷକମାନଙ୍କହିତପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସରହଜାର ହଜାର ଶ୍ରମିକ ଜିଲ୍ଲା ଶ୍ରମଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲାସଭାପତି ମୁକ୍ତାର ଖାଁଙ୍କ ନେତୃତ୍ୱରେ ଜିଲ୍ଲାଶ୍ରମ କାର୍ଯ୍ୟାଳୟକୁ ଘେରାଉ କରାଯାଇବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଶ୍ୱକରୋନା ମାହାମାରୀର ସୁଯୋଗ ନେଇକେନ୍ଦ୍ରୀୟ ଓ ରାଜ୍ୟ ସରକାର ଅତ୍ୟନ୍ତସ୍ୱେଚ୍ଛା·ରୀ ଢଙ୍ଗରେ ଗୋଟିଏ ପରେଗୋଟିଏ ଶ୍ରମିକ ବିରୋଧି ନୀତି ଗ୍ରହଣକରିଚାଲିଥିବାରୁ ଦିନକୁ ଦିନ ଗରିବଶ୍ରମିକ ଓ କୃଷକଙ୍କର ଜୀବନ ଜୀବିକାବିପର୍ଯ୍ୟସ୍ତ ହେବାରେ ଲାଗିଛି । କୋଭିଡକାରଣରୁ ବିଭିନ୍ନ ରାଜ୍ୟରୁ ଭିଟାମାଟିକୁଫେରିଥିବା ପ୍ରବାସୀ ଶ୍ରମିକଙ୍କ ଜୀବିକାପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସିଫଳପ୍ରଦ ଯୋଜନା ପ୍ରସ୍ତୁତ କରି ନ ପାରିବାକାରଣରୁ ଅଭାବ ଅନଟନରେ ସନ୍ତୁଳିତହେଉଥିବା ଶ୍ରମିକମାନେ ପୁଣି ରାଜ୍ୟବାହାରକୁ ଯିବାକୁ ବାଧ୍ୟ ହୋଇଛନ୍ତି ।ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବାଲକ୍ଷ ଲକ୍ଷ ଶ୍ରମିକ କାମଧନ୍ଦା ହରାଇଦୟନୀୟସ୍ଥିତିରେ ଥିବାବେଳେ ପଞ୍ଜିକୃତନିର୍ମାଣ ଶ୍ରମିକଙ୍କ ନିମନ୍ତେ ସରକାରଙ୍କଘୋଷିତ ସାହାଯ୍ୟ କେନ୍ଦ୍ରାପଡା ଜିଲ୍ଲାରେସରକାରୀ ନଥି ତଳେ ଚାପି ହୋଇଯାଇଛିା ଏହି ସ୍ଥିତିରେ ପରିବର୍ତ୍ତନ ଆଣି ନିର୍ମାଣଶ୍ରମିକମାନଙ୍କୁ ସେମାନଙ୍କ ଅଧିକାରଯଥାଶୀଘ୍ର ପ୍ରଦାନ ନିମନ୍ତେ କେନ୍ଦ୍ରାପଡାଜିଲ୍ଲାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ୧୨ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ଶ୍ରମଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା ।ଦାବି ଗୁଡିକ ହେଉଛି ଜିଲ୍ଲାଶ୍ରମକାର୍ଯ୍ୟାଳୟରେ ଖାଲି ପଡିଥିବା ଡିଏଲ୍ଓ,ଏ.ଏଲ.ଓ ସମେତ ସମସ୍ତ ପଦବୀ ତୁରନ୍ତପୂରଣ କରାଯାଉ, କୋଭିଡ-୧୯ ପାଇଁସରକାରଙ୍କ ଦ୍ୱାରା ଘୋଷିତ ୧୫୦୦ଟଙ୍କାର ସହାୟତା ପାଇନଥିବା ସମସ୍ତଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନକରାଯିବା , ୨୦୧୬ ମସିହାରୁ ଏପର୍ଯ୍ୟନ୍ତସାଇକେଲ ଓ ଯନ୍ତ୍ରପାତି ସହାୟତା ରାଶିପାଇବାକୁ ଅପେକ୍ଷାରେ ଥିବା ଜିଲ୍ଲାରପ୍ରାୟ୧୨ହଜାର ନିର୍ମାଣ ଶ୍ରମିକଙ୍କୁଯଥାଶୀଘ୍ର ଏହା ଯୋଗାଇ ଦିଆଯିବା ,୨୦୧୭ ମସିହାରୁ ପ୍ରଶିକ୍ଷଣ ପାଇଥିବାନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟଜିଲ୍ଲାର ପ୍ରାୟ ୧୦ହଜାର ଶ୍ରମିକଙ୍କୁ୩ହଜାର ଟଙ୍କାର ପ୍ରାପ୍ୟ ତୁରନ୍ତ ପ୍ରଦାନକରାଯିବା, ୨୦୧୮-୧୯ ଶିକ୍ଷାବର୍ଷରୁବାକିପଡିଥିବା ଶିକ୍ଷାବୃତ୍ତିକୁ ଯଥା ଶୀଘ୍ରପ୍ରଦାନ କରିବା ସହ ଅଲନାଲଇନ ଶିକ୍ଷାନିମନ୍ତେ ନିର୍ମାଣ ଶ୍ରମିକଙ୍କ ଅଧ୍ୟୟନରତପିଲାମାନଙ୍କୁ ଆଣ୍ଡ୍ରୋଏଡ୍ ମୋବାଇଲଯୋଗାଇ ଦିଆଯିବା, ଜିଲ୍ଲାର ବନ୍ୟାକ୍ଷତିଗ୍ରସ୍ତ ଲୋକଙ୍କୁ ୧୫ଦିନ ପାଇଁ ରିଲିଫଯୋଗାଇ ଦେବା ଓ ଥଇଥାନ କରିବା,ଶ୍ରମିକ କଲ୍ୟାଣ ବୋର୍ଡର ନିଷ୍ପତ୍ତିକୁ ସମ୍ମାନଦେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କୁଅଗ୍ରାଧିକାର ଦିଆଯିବା, ପେଟ୍ରୋଲଡିଜେଲର ମୂଲ୍ୟ ବୃଦ୍ଧିକୁ ରୋକାଯାଇ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ବୃଦ୍ଧିକୁନିୟନ୍ତ୍ରଣ କରିବା, ବ୍ୟାଙ୍କ, ବୀମା, ରେଲୱେସମେତ ସମସ୍ତ ସରକାରୀ ସମ୍ପତ୍ତିର ସୁରକ୍ଷା,୧୯୪୮ ଶ୍ରମ ଆଇନର ସଂଶୋଧନକୁବାତିଲ କରି ୮ଘଣ୍ଟା କାମ କରିବାରଅଧିକାରକୁ ସୁରକ୍ଷିତ କରିବା,ଏମ୍.ଜି.ଏନ.ଆର.ଇ.ଜି.ଏସ.ଅଧିୀନରେ୨୦୦ ଦିନର କାମଯୋଗାଇଦେବା ସହ ସର୍ବନିମ୍ନ ମଜୁରୀ୫୦୦ ଟଙ୍କା କରିବା, ସରକାରଙ୍କଜନବିରୋଧି ନୀତି ବିରୋଧରେ ସ୍ୱରଉଠାଉଥିବା ନାଗରିକମାନଙ୍କ ଅନ୍ୟାୟଗିରଫଦାରି ବନ୍ଦ କରିବା ପ୍ରଭୃତି । ଏହିକାର୍ଯ୍ୟକ୍ରମରେ ଆଇଏନଟିୟୁସିର ରାଜ୍ୟଉପସଭାପତି କୃଷ୍ଣ ଚନ୍ଦ୍ର ରାଉତ, ରାଜ୍ୟଆଇଏନଟିୟୁସିର ସଦସ୍ୟ ପ୍ରଦୀପ କୁମାରମହାନ୍ତିଙ୍କ ସମେତ ଜିଲ୍ଲାର ମହେନ୍ଦ୍ର କୁମାରପରିଡା, ବସନ୍ତ କୁମାର ସେଠୀ, ପ୍ରମୋଦକୁମାର ମହାପାତ୍ର, ସର୍ବେଶ୍ୱର ସେଠୀ,ଅଶୋକ ଲେଙ୍କା, ପ୍ରତୁ୍ୟଷ ପରିଡା, ନୃସିହପରିଜା, ଯସମିନ ବେଗମ, ଅମିନା ଖାତୁନ,ସେକ୍ ଅଜମୁତୁଲ୍ଲା, ନିର୍ମଳ ମଲ୍ଲିକ, ଫରିଦାବାନୁ, ମନୋଜ କୁମାର ମଲ୍ଲିକ, ପିତାମ୍ବରବେହେରା, ସୁନାକର ସାହୁ, ମୀରସୋଫିୟାନଙ୍କ ସମେତ ଶତାଧିକ ରାଷ୍ଟ୍ରୀୟମଜଦୁର କଂଗ୍ରେସର ସଦସ୍ୟମାନେଯୋଗଦେଇଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର ପୋଷ୍ଟପେଡ୍ ସେବାକ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁକେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତଜିଓ ପୋଷ୍ଟପେଡ୍...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ବାଲେଶ୍ୱର,୨୩ା୯ ; ବାଲେଶ୍ୱର ସହର ସମେତ ସମଗ୍ରଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନଏହାର କାୟା ବିସ୍ତାର କରିବା ସହିତଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତହଜାରରେ ପହଞ୍ଚôଥିବାରୁ ଜିଲ୍ଲା ବରିଷ୍ଠନାଗରିକ ମଞ୍ଚ...

ତହସିଲଦାରଙ୍କ ଚଢଉରେ ଅମାନିଆ ସାବାଡ଼: ଜୋରିମାନା ଆଦାୟ।

.ନିରାକାରପୁର,୨୩/୯: ଗଞ୍ଜାମପରେ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେକରୋନା ପଜେଟିଭ ସଂକ୍ରମଣ ହୁହୁହୋଇ ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନସରକାରଙ୍କ ନିଦେ୍ର୍ଦଶରେ କିପରି ଏହାରପ୍ରତିରୋଧ କରାଯାଇ ପାରିବସେଥିପାଇଁ ଆପ୍ରାଣ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି...

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା...