18 C
Bhubaneswar
Wednesday, November 25, 2020

କରୋନାକୁ ବଳିଲାଣି ଜବରଦଖଲକାରୀଙ୍କ ଉତ୍ପାତ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୨ ।୯(ନି.ପ୍ର):କରୋନା ମହାମାରୀକୁ ଏବେ ବଳିଗଲାଣିଜବରଦଖଲକାରୀଙ୍କ ଉତ୍ପାତ ।ରାଜଧାନୀରେ କରୋନା ସଂକ୍ରମଣ ସହିତତାଳଦେଇ ଜବରଦଖଲ ବଢୁଥିବାରରାସ୍ତାଘାଟରେ ଏବେ ଯାଅ ।ସ କରିବାକଷ୍ଟକର ହେଲାଣି । ରାସ୍ତାକଡରେ ଖାଲିପଡିଥିବା ସରକାରୀ ଜମିରେ ଘର କରିବାସହିତ ଦିନରାତି ରାସ୍ତାଉପରେ ପଇଁତରାମାରିବା ଯୋଗୁଁ ସାଧାରଣ ଲୋକେ ଏକପ୍ରକାର ଅଣନିଶ୍ୱାସୀ ।ଜବରଦଖଲକାରୀଙ୍କ ଏଭଳି ଆଚରଣଯୋଗୁଁ ନିକଟରେ ସ୍ଥାନୀୟ ଛଅ ନମ୍ବରଅଞ୍ଚଳରେ ଏକ ବଡ ଅଘଟଣ ଘଟିଛି ।ରାସ୍ତାକଡରେ ଥିବା ଡ୍ରେନ ଉପରେ ଓସରକାରୀ କ୍ୱାର୍ଟର ମଝିରେ କନଜରଭେନ୍ସିଅଞ୍ଚଳରେ ଘର କରି ରହିଥିବା ଲୋକେରାସ୍ତାକଡରେ ବସି ଥିବାବେଳେଦୁର୍ଘଟଣାର ଶିକାର ହୋଇଛନ୍ତି ।ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତୁ୍ୟହୋଇଥିବାବେଳେ ଆଉ ଜଣେ ଦୁଇଜଣଆହତ ହୋଇଛନ୍ତି । ଦୁର୍ଘଟଣାର କାରଣହେଉଛି ସ୍ଥାନାଭାବରୁ ଲୋକେରାସ୍ତାଉପରେ ଛିଡା ହେଉଛନ୍ତି ନହେଲେବସୁଛନ୍ତି । ଅଧିକାଂଶ ସମୟରେରାସ୍ତାଉପରେ ଏଭଳି ଗହଳି ଯୋଗୁଁ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି ।କେବଳ ଛଅ ନମ୍ବର ଅଞ୍ଚଳ ନୁହେଁରାଜଧାନୀର ଅଧିକାଂଶ ଅଞ୍ଚଳରେ ଏଭଳିସମସ୍ୟା ବଢିବାରେ ଲାଗିଛି । ବସ୍ତିତିଅ ।ରି ପରେ ଆଖପାଖରେ ଯେଉଁଠିଟିକେ ସ୍ଥାନ ଖାଲି ପଡୁଛି ତାହାକୁଜବରଦଖଲକାରୀମାନେ ରାତାରାତିଅକ୍ତିଆର କରି ଘର ନିର୍ମାଣ କରୁଛନ୍ତି ।ବହୁ ସ୍ଥାନରେ ତିନି ·ରିଟି ଘରକୁ ନେଇନୂଆ ବସ୍ତିର ନାମକରଣ ବି ହେଉଛି ।ଏହାପରେ ଘରକୁ ଭଡାରେ ଲଗାଯାଉଛିନହେଲେ ଗୋଟିକୁ ଲକ୍ଷେରୁ ଦେଢଲକ୍ଷଟଙ୍କାରେ ବିକ୍ରି ହେଉଛି । ଏଭଳିବେଅ ।ଇନ୍ ଘରକୁ ଜଳ ଓ ବିଦୁ୍ୟତସଂଯୋଗ ଦେବା କ୍ଷେତ୍ରରେ ସମ୍ପୃକ୍ତବିଭାଗର ସ୍ଥାନୀୟ କର୍ମ·ରୀଙ୍କର ବଡଭୂମିକା ଥିବା ଲକ୍ଷ୍ୟ କରାଯାଉଛି ।କରୋନା ଆରମ୍ଭରୁ ରାଜଧାନୀ ଛାଡିଥିବାଲୋକେ ଏବେ ପୁଣି ସହରମୁହାଁହୋଇଛନ୍ତି । ଏମାନଙ୍କ ସହିତ ଗାଁଗହଳର ବେକାରୀ ଯୁବକମାନେ ବିଅ ।ସୁଛନ୍ତି । ତେଣୁ ସେମାନେ ଘରଭଡାଖୋଜୁଥିବାରୁ ଜବଦରଖଲକାରୀମାନେଏବେ ରାତାରାତି କିଭଳି ଘର ତିଆରିକରିବେ ସେଥିପାଇଁ ଲାଗି ପଡିଛନ୍ତି ।ବିଭିନ୍ନ ବସ୍ତି ଅଞ୍ଚଳ ଓ ରାସ୍ତାପାଶ୍ୱର୍ ଜମିଜବରଦଖଲ ହୋଇଥିବାରୁ ବିଭିନ୍ନୟୁନିଟ୍ରେ ଥିବା କନଜରଭେନ୍ସି ଉପରେଏବେ ସେମାନଙ୍କ ନଜର ପଡିଛି ।ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ପ୍ରଶାସନ ଏବେ କରୋନା ମୁକାବିଲାରେମାତିଥିବାରୁ ଜବରଦଖଲକାରୀମାନଙ୍କପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ୱାର୍ଡ ଅଧିକାରୀଙ୍କ ଠାରୁ ଆରମ୍ଭକରିଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ସମସ୍ତେ କରୋନାମୁକାବିଲାରେ ବ୍ୟସ୍ତ । ତେଣୁ ଏହିସମୟରେ ରାଜଧାନୀରେ ଜବରଦଖଲବଢିବାରେ ଲାଗିଛି । ତେବେ ସବୁଠାରୁବିପଦଜନକ ହେଉଛି ଯେଜବରଦଖଲରେ ତିଅ ।ରି ହେଉଥିବା ଘରଗୁଡିକରେ କିଏ କେଉଁଠୁ ଆସି ରହୁଛିତାହାର ସୂଚନା କାହାରି ପାଖରେ ନାହିଁ ।କାରଣ ଏଗୁଡିକ ବସ୍ତି ତାଲିକାରେନଥିବାରୁ ଲୋକଙ୍କ ଠିକଣା ବି ସରକାରୀଖାତାରେ ନାହିଁ । ଆଗାମୀ ଦିନରେରାଜଧାନୀ ପାଇଁ ଏହା ମହାବିପଦ ସୃଷ୍ଟିକରିବ ବୋଲି ସୁରକ୍ଷା ଅଧିକାରୀମାନେମତ ଦେଉଛନ୍ତି ।

- Advertisement -କରୋନାକୁ ବଳିଲାଣି ଜବରଦଖଲକାରୀଙ୍କ ଉତ୍ପାତ

More articles

LEAVE A REPLY

Please enter your comment!
Please enter your name here

- Advertisement -କରୋନାକୁ ବଳିଲାଣି ଜବରଦଖଲକାରୀଙ୍କ ଉତ୍ପାତ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...