24 C
Bhubaneswar
Wednesday, November 25, 2020

ବନ୍ୟା ପରବର୍ତ୍ତୀ ସହାୟତା ନେଇ ବିଧାୟକଙ୍କ ସମୀକ୍ଷା

Must read

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ରାଜନଗର,୨ା୯(ନି.ପ୍ର): ରାଜନଗରବ୍ଲକରେ ବନ୍ୟା ପରବର୍ତ୍ତୀ ସ୍ଥିତିନେଇସମୀକ୍ଷା କରିଛନ୍ତି ବିଧାୟକ ଧ୍ରୁବସାହୁ ।ବ୍ଲକ ପରିସରରେ ଅନୁଷ୍ଠିତ ଏହି ସମୀକ୍ଷାବୈଠକରେ ତହସିଲଦାର ଭୋଳାନାଥସେଠୀ, ଏବିଡିଓ ଶ୍ରୀକାନ୍ତ କୁମାରମହାନ୍ତି,ଡାକ୍ତରରଶ୍ମିରନ ମହାନ୍ତି, ପ୍ରାଣୀଚିକିତ୍ସାଧିକାରୀ ଡାକ୍ତର ଦେବୀ ପ୍ରସାଦକୁଣ୍ଡ, ବ୍ଲକ ସହକାରୀ ଯନ୍ତ୍ରୀ ଜଳଧରବେହେରା, ବ୍ଲକ ଯୋଗାଣ ଅଧିକାରୀଦେବୀ ପ୍ରସାଦ ଦାଶ, ଗ୍ରାମ୍ୟ ପାନୀୟଜଳଯୋଗାଣଯନ୍ତ୍ରୀ ଅସିତ ସୁନ୍ଦରରାୟ,ରାଜସ୍ୱ ସୁପରଭାଇଜର ବୈଷ୍ଣବ ଚରଣଦ୍ୱିବେଦୀ, ଭିତରଗଡ ରାଜସ୍ୱ ନିରୀକ୍ଷକଲାଲୁବିକ୍ରମ ଚୌଧୁରୀ, କେରଡାଗଡରାଜସ୍ୱ ନିରୀକ୍ଷକ ଦୀପକ ବେହେରା,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟକୁମାର ସେଠୀ, ବିବେକାନନ୍ଦ ମଳିକ ଓକ୍ଷୀରୋଦ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ବିଧାୟକ ଶ୍ରୀ ସାହୁବନ୍ୟାକ୍ଷତିଗ୍ରସ୍ତଙ୍କ ନିକଟରେ ମେଡିକାଲଟିମ୍ ପହଞ୍ଚô ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାବୁଝିବାକୁ କହିଥିଲେ । ବନ୍ୟା ପରେବିଭିନ୍ନ ସଂକ୍ରାମକ ରୋଗ ପ୍ରତିଲୋକମାନଙ୍କୁ ସଚେତନ କରିବାସହପାନୀୟଜଳ ବିଶେଷ କରି ଯେଉଁନଳକୂପ ଗୁଡିକ ବୁଡି ଯାଇଥିଲାସେଗୁଡିକୁ ବିଶୋଧନ କରିବାକୁ ନିଦେ୍ର୍ଦଶଦେଇଥିଲେ । ମୁଖ୍ୟମନ୍ତ୍ରୀ ନବିନପ…ନାୟକ ବନ୍ୟା ବିପନ୍ନଙ୍କ ପାଇଁଘୋଷଣା କରିଥିବା ୫୦କି.ଗ୍ରା ଚାଉଳଓ ୫ଶହ ଟଙ୍କା କିଭଳି ଠିକ ଭାବେପ୍ରତି ପରିବାର ପାଇବେ ସେନେଇବିସ୍ତୃତ ଆଲୋଚନା କରିଥିଲେ ।ଯେଉଁମାନଙ୍କର ରେସନକାର୍ଡ ନାହିଁସେମାନେ ଯେଭଳି ବଞ୍ଚôତ ନହୁଅନ୍ତିଦୃଷ୍ଟି ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।ଏନେଇ ରାଜସ୍ୱ ନିରୀକ୍ଷକ, ପଚାଂୟତକାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଙ୍ଗନବାଡିକର୍ମୀସାମିଲ ହୋଇ ଯେଉଁମାନଙ୍କରରେସନକାର୍ଡ ନାହିଁ, ସେମାନଙ୍କରତାଲିକା ପ୍ରସ୍ତୁତ କରିବେ । ସେଥିରୁକେହି ଭୁଲ କ୍ରମେବାଦ ପଡିଥାନ୍ତିସେମାନେ ବିଡିଓଙ୍କୁ ଆବେଦନକରିପାରିବେ ବୋଲି ଲୋକମାନଙ୍କୁଅବଗତ କରିବାକୁ ଅଧିକାରୀମାନଙ୍କୁନିଦେ୍ଦର୍ଶ ଦେଇଥିଲେ । ବ୍ଲକକୁଆସିଥବା ୪୦କ୍ୱିଂଟାଲ ଚୁଡା,୫୦କାର୍ଟୁନ ବିସ୍କୁଟ, ୨୦ମେଟ୍ରିକଟନଗୋଖାଦ୍ୟ ବଣ୍ଟନ କରାଯିବ ଏନେଇଆଲୋଚନା କରାଯିବ । ଆହୁରିଗୋଖାଦ୍ୟ ଆବଶ୍ୟକ ଥିବାରୁ ଜିଲ୍ଲାଅଧିକାରୀମାନଙ୍କ ସହିତ ଆଲୋଚନାକରିବେ ବୋଲି କହିଥିଲେ

- Advertisement -ବନ୍ୟା ପରବର୍ତ୍ତୀ ସହାୟତା ନେଇ ବିଧାୟକଙ୍କ ସମୀକ୍ଷା

More articles

LEAVE A REPLY

Please enter your comment!
Please enter your name here

- Advertisement -ବନ୍ୟା ପରବର୍ତ୍ତୀ ସହାୟତା ନେଇ ବିଧାୟକଙ୍କ ସମୀକ୍ଷା

Latest article

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...