18 C
Bhubaneswar
Wednesday, November 25, 2020

ନିଶା କବଳରେ ଯୁବ ସମାଜ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ପାରାଦୀପ,୨ ।୯(ନି.ପ୍ର): ବନ୍ଦରକର୍ମ·ରୀ ଓ ଶ୍ରମିକମାନଙ୍କ ଅବଦାନପାରାଦୀପ ବନ୍ଦର ନିର୍ମାଣ ଓ ଅର୍ଥନୈତିକବିକାଶ ଖେତ୍ରରେ ଅବଦାନ ଅତୁଳନୀୟଥିଲାବେଳେ, ଆଜି ସେ ସମୟ ଲିଭିଗଲାପରି ଲାଗୁଛି । ଏହାର ଏକମାତ୍ରକାରଣ ବନ୍ଦର କର୍ମ·ରୀଙ୍କ ସଂଖ୍ୟାଶାଗୁଣା, ଚିଲ ଉଭାନ ହେଲାପରି ଉଭେଇଯାଉଥିଲାବେଳେ, ଶ୍ରମିକମାନଙ୍କ ସଂଖ୍ୟାମଧ୍ୟ ସମ ପରିମାଣରେ ତାଳଦେଇ·ଲିଛି । ଆହୁରିମଧ୍ୟ ଘରୋଇକରଣଯୋଗୁ କର୍ମ·ରୀ ଓ ଶ୍ରମିକମାନଙ୍କକ୍ୱାଟରରେ ନୂଆ ଚେହେରା ଦେଖିବାକୁମିଳଥିଲାବେଳେ ଆଉକିଛି ଅସଲିଚେହେରାକୁ ଲୁଚେଇ ସ୍ଥାନୀୟ ବେକାରୀପିଲାଙ୍କୁ ମଦ, ମାଛ, ମାଂସଦେଇ ନିଜରଝୁଲ୍ଲା, ପଲ୍ଲା ଭର୍ତ୍ତିକରି ନିଜର ଅସଲିଚେହେରାକୁ ଲୁ·ଇ ଏଠାରେ ଚଲାଇଛନ୍ତି । ନିଜର ନେଟୱାର୍କିଂ ଯେଉଁ ନେଟୱାର୍କିଂଜାଲରେ ବିଭିନ୍ନସ୍ତର ପିଲମାନଙ୍କୁ ରଖିହାତୀ ଦେଖେଇଥାଏ ଗୋଟେଦାନ୍ତ,ଖାଇଥାଏ ଅନ୍ୟଏକ ଦାନ୍ତ ଭଳି କାର୍ଯ୍ୟକୁଏବେ ଲୋକମାନ ବେଶ୍ ହୃଦୟଙ୍ଗମକରିପାରିଚନ୍ତି । ହେଲେ ମୁହଁଖୋଲିବାକୁସାହସ କରୁନାହାନ୍ତି । ଏହାର ଏକମାତ୍ରକାରଣ କିଏ ଜୀବନକୁ ଭୟକରୁଛି ତ,ଆଉକିଏ ନିଜର ସ୍ୱାର୍ଥ ପାଇଁ ସବୁଦେଖିନଦେଖଲାପରି ସତେ ଯେମତି ନିଜକୁପଦ୍ମାବତୀପରି ଅଭିନୟ କରି ·ଲିଛନ୍ତି ।ଯଦିକିଏ ମୁହଁ ଖୋଲିଲା ତାରପାଟିକୁଚୁପକରିବାକୁ ନୀଳଗାନ୍ଧୀମୁଣ୍ଡ ହେଉନଚେତ ଏମତିକା ଢଙ୍ଗରେ ଅଙ୍କକଷିନିଜ ପେଡିରେ ଫୁଲ , ଚନ୍ଦନ ଦେଇରଖିଦେଇଥାନ୍ତି । ଯଦି ସୁଯୋଗ ଦେଖିଯଦି କିଏ ପେଡିରୁ ବାହାରି ଆସିଲା ତାକୁଧମକ ଦେବା ଅବା ଛେଳି ଆଗରେ ଘାସହଲେଇ ପୋଷା ମନେଇବା କଳାରେବେଶ୍ ମାହିର ଏପରିକି କାହାରଦୁର୍ବଳତାର ସୁଯୋଗନେଇ ତାକୁବ୍ୟବହାର କରିବାକୁ ପଛାନ୍ତିନାହିଁ ।ଏଇଭଳି ପିଲାମାନଙ୍କୁ ପୁଞ୍ଜିକରି ନିଜକୁଏପରି ଢଙ୍ଗରେ ଦିନରେ ଲଣ୍ଠନଦେଖାଇଥାନ୍ତି ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି ହେବାଟା କିଛି ବିଚିତ୍ରକଥା ନୁହଁ । ଏହର ଏକମାତ୍ର କାରଣ ଏଠି ସ୍ୱରଉତ୍ତୋଳନ କରିବାକୁ କେହି ଆଗକୁଆସିବାକୁ ସାହାସ ଥିଲେସୁଧାଅ ।ତ୍ମସନ୍ମାନକୁ ଜଗି ରହି ଯାଉଛନ୍ତି ।ଏପରିକି ମୋଟା ଅଙ୍କର କିକବ୍ୟାକରେପ୍ରଶାସନର ପାଟିବନ୍ଦ କରିବାକୁ ପଛାନ୍ତିନାହିଁ । କେବଳ ମୁଖ୍ୟମନ୍ତ୍ରୀଙ୍କକଡାନିୟମ ଓ ଆଇନ କଡାକଡିକରାଯାଇଥିବାରୁ ଏମାନଙ୍କ ସାମ୍ରାଜ୍ୟସ୍ଥିତାବସ୍ଥାରେ ରହିଛି ନଚେତ ଦିନମେଁହୋଲି ରାତମେଁ ଦିୱାଲିଭଳି ଘଟଣାଥମିନଥାନ୍ତା । ତଥାପି ପୂର୍ବ ଶତ୍ରୁତାକୁନେଇ ଛକାପଞ୍ଝାରେ ·ଲିଥିବାଲୁଚକାଳୀ ଖେଳ, ପୂର୍ବ ଅବସ୍ଥାରପୁନରାବୃତ୍ତି ନହେବ ସେକଥା କିଏବାକହିବ । ବେଳ ଥାଉଥାଉ ସାବଧାନରହିବା ସହ, ବିଷ ବୃକ୍ଷକୁ ଓପାଡିନଦେଲେ ଏ ଅଞ୍ଜଳ ବିଷ ବଳୟପାଲଟିନଯିବ । ଏଥିରେ ତିଳେମାତ୍ରସନେ୍ଦହ ନାହିଁ ଆହୁରିମଧ୍ୟ ଚୋରା ନିଶାବେପାରୀକୁ ସୁରକ୍ଷା ଦେଇ ସହରରେଶିଖିତ ବେକୀରୀ ପିଲାଙ୍କୁ ବିପଦକୁଠେଲିଦେବାକୁ ପଛାଉ ନାହାନ୍ତି ।ନିଶାକୁ ଆପଣେଇ ଅସାମାଜିକ କାର୍ଯ୍ୟକରିବାକୁ ପିଲାମାନେ ପଛାଉନଥିଲାବେଳେ, ତାଙ୍କ ପରିବାରକଳାବାଦଲ ତଳେ ଢାକିଂ ହୋଇ ଯିବାଦୁଖ ଏ ପରିତାପର ବିଷୟ । ନିଶାକବଳରେ ପଡି କେତେଯେ ପରିବାରଉଜୁଡି ଯାଇଛି ତାହା କିଏବା କହିବ ?ସଚେତନ ବ୍ୟକ୍ତି ଏହାକୁ ବେସହୃଦୟଙ୍ଗମ କରିସାରିଲେଣି ଠିକଣାସମୟରେ ଜବାବ ଦେବେ ବୋଲିସଜବାଜ ହେଲେଣି ବୋଲି ହେଉଥିବାଆଲୋଚନାକୁ ଏଡାଇ ଦିଆଯାଇନପାରେ । ଖାଲି ଦେଖିବାକୁ ବାକିରହିଲା ଏମାନଙ୍କଅସଲି ଭାନୁମଡି କେବେ ଖୋଲୁଛି ।

- Advertisement -ନିଶା କବଳରେ ଯୁବ ସମାଜ

More articles

LEAVE A REPLY

Please enter your comment!
Please enter your name here

- Advertisement -ନିଶା କବଳରେ ଯୁବ ସମାଜ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...