28 C
Bhubaneswar
Sunday, September 20, 2020

ମାଷ୍ଟର କଷ୍ଟମର କେୟାର ସେଂଟର ଉଦ୍ଘାଟନ

Must read

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଭୁବନେଶ୍ୱର, ୨/୯ (ନି.ପ୍ର): ଟାଟା ପାୱାରଓ ଓଡ଼ିଶା ସରକାର ଙ୍କୁ ନେଇ ଗଠିତହୋଇଥିବା ଯୌଥ ଉଦ୍ୟୋଗ ଟାଟା ପାୱାରସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍(ଟିପିସିଓଡିଏଲ୍) ପକ୍ଷରୁ ଆଜି ଭୁବନେଶ୍ୱରରପାୱାର ହାଉସ୍ ଛକ ଠାରେ ମାଷ୍ଟର କଷ୍ଟମରକେୟାର ସେଂଟରକୁ ଉଦଘାଟନ କରାଯାଇଛି ।ଟିପିସିଓଡିଏଲ୍ର ବରିଷ୍ଠ କର୍ତୃପକ୍ଷ ଓକର୍ମଚାରୀଙ୍କ ଉପସ୍ଥିତିରେ ଓଡ଼ିଶା ରାଜ୍ୟ ବିଦୁ୍ୟତନିୟାମକ କମିସନ (ଓଇଆରସି) ଅଧ୍ୟକ୍ଷଶ୍ରୀଯୁକ୍ତ ୟୁ ଏନ ବେହେରା ଏହି କଷ୍ଟମରକେୟାର ସେଂଟର (ଗ୍ରାହକ ସେବା କେନ୍ଦ୍ର)କୁଉଦଘାଟନ କରିଛନ୍ତି ।ଭରସାଯୋଗ୍ୟ ବିଦୁ୍ୟତ ଯୋଗାଣ କରିବା ଏବଂଗ୍ରାହକ ସନ୍ତୁଷ୍ଟିକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇଟିପିସିଓଡିଏଲ୍ ପକ୍ଷରୁ ସ୍ଥାପନ କରାଯାଇଥିବାଏହି ଗ୍ରାହକ ସେବା କେନ୍ଦ୍ରରେ ବିଲ ପେମେଂଟ୍,ନୂଆ ସଂଯୋଗ ପୀକରଣ, ବିଭିନ୍ନ ପ୍ରକାରରପ୍ରଶ୍ନର ସମାଧାନ ଏବଂ ପରିଚାଳନା ଏବଂବ୍ୟାବସାୟିକ ସେବାକୁ ନେଇଅଭିଯୋଗଗୁଡ଼ିକର ପଂଜୀକରଣ କରିବା ଭଳିସେବା ପ୍ରଦାନ କରିବ ।

ଏହା ବ୍ୟତୀତ, ଗ୍ରାହକଙ୍କ ସୁବିଧା ଲାଗି ଏହିକେନ୍ଦ୍ର ଆଧୁନିକ ଉପକରଣରେ ପରିପୂର୍ଣ୍ଣ ରହିଛିଯଥା କେନ୍ଦ୍ରରେ ଗ୍ରାହକମାନଙ୍କୁ ଠିକ୍ ଭାବେପରିଚାଳନା କରିବା ଲାଗି କୁ୍ୟ ମ୍ୟାନେଜମେଂଟସିଷ୍ଟମ (ଧାଡ଼ି ପରିଚାଳନା ବ୍ୟବସ୍ଥା), ନୂଆସଂଯୋଗ/ଡୁପ୍ଲିକେଟ ବିଲ୍/ଗ୍ରାହକ ବିଲିଂଇତିହାସ ଇ୍ୟାଦି ସମସ୍ତ ପ୍ରକାର ସୂଚନା ପାଇଁଇ-କିଓସ୍କ ରହିଛି ।ଏହି ଅବସରରେ ଶ୍ରୀଯୁକ୍ତ ଏମ୍ ସେନବାଗମ,ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟାଟା ପାୱାରସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍କହିଛନ୍ତି ଯେ, ନ୍ତଏହି ଗ୍ରାହକ ସେବା କେନ୍ଦ୍ରଆମ ଗ୍ରାହକମାନଙ୍କ ପାଇଁ ସମାଧାନର ଗୋଟିଏସ୍ଥୂଳ ଯେଉଁ(ଠାରେ ସେମାନେ ନିଜର ମାସିକବିଲ ଦେଇପାରିବେ, ସେମାନଙ୍କ ପ୍ରଶ୍ନ କିମ୍ବାଅଭିଯୋଗ ଦାଖଲ କରିପାରିବେ ଏବଂ ନୂଆସଂଯୋଗ ପାଇଁ ମଧ୍ୟ ଆବେଦନକରିପାରିବେ । ବିତରଣର ସମସ୍ତ ଅଂଚଳରେଉକ୍ରୃଷ୍ଟ ସେବା ପ୍ରଦାନ କରିବା ଲାଗି ଏହିଗ୍ରାହକ ସେବା କେନ୍ଦ୍ର ଉତମ ତାଲିମପ୍ରାପ୍ତଷ୍ଟାଫ୍ମାନଙ୍କ ଦ୍ୱାରା ପରିଚାଳିତ ହେବ ।ଆମର ଗ୍ରାହକଙ୍କୁ ଉନ୍ନତ ଗ୍ରାହକ ଅନୁଭୂତିପ୍ରଦାନ କରିବା ଲାଗି ଆମର ଲକ୍ଷ୍ୟ ରହିବ ।ଏହା ବ୍ୟତୀତ, କେନ୍ଦ୍ରରେ ଆମେ ପ୍ରଦାନକରୁଥିବା ସେବାରେ ଆହୁରି ଉନ୍ନତି ଆଣିବାଲାଗି ଗ୍ରାହକଙ୍କ ମତାମତ ସଂଗ୍ରହ କରିବାପାଇଁ ଏକ ଫିଡ୍ବ୍ୟାକ୍ ଟ୍ୟାବ୍ କେନ୍ଦ୍ରରେସ୍ଥାପନ କରାଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧୯ ।୯(ନି.ପ୍ର): ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବାସପ୍ତାହ । ଏହି ଅବସରରେ ଗାମ ଜିଲ୍ଲାବିଜେପି ପକ୍ଷରୁ ସେବ ସପ୍ତାହ ପାଳନନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ...