20.1 C
Bhubaneswar
Sunday, November 29, 2020

“ମୋରାଟୋରିୟମ ଅବଧି ପରବର୍ତ୍ତୀ ସମୟରେ ଗ୍ରାହକ କୈନ୍ଦି୍ରକ ଆଭିମୁଖ୍ୟ”

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ନୂଆଦିଲ୍ଲୀ , ୨/୯ ମାଇକ୍ରୋଫାଇନାନ୍ସ ପାଇଁ ପୁରାତନ ଶିଳ୍ପ ସଂଗଠନ ଏବଂଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସ୍ୱନିୟନ୍ତ୍ରଣକାରୀ ସଂଗଠନ(ଏସଆରଓ) ମାଇକ୍ରୋଫାଇନାନ୍ସ ଇନଷ୍ଟିଚୁ୍ୟସନ୍ସ ନେଟୱାର୍କ (ଏମଏଫଆଇଏନ)ତାହାର ସଦସ୍ୟମାନଙ୍କ ସହିତ କରିଥିବା ଆଲୋଚନା ଆଧାରରେ ଚଳିତ ବର୍ଷ ଅଗଷ୍ଟ୩୧ରେ ମୋରାଟୋରିୟମ ଅବଧି ଶେଷହେବା ପରେ ଋଣଗ୍ରହୀତାଙ୍କ ସହିତ ସମ୍ପର୍କସ୍ଥାପନ କରିବା ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମନେରଖିବାକୁ ସେମାନଙ୍କପାଇଁ ମାର୍ଗଦର୍ଶିକା ଜାରି କରିଛି । ଏହି ମାର୍ଗଦର୍ଶିକାରେ ମାଇକ୍ରୋଫାଇନାନ୍ସ ଶିଳ୍ପରଆଚରଣ ବିଧି ଏବଂ ଋଣଗ୍ରହୀତାଙ୍କ ସହିତ ନ୍ୟାୟୋଚିତ ସମ୍ପର୍କ ରକ୍ଷା, ସ୍ୱଚ୍ଛତାବଜାୟ ରଖିବା, ଋଣଗ୍ରହୀତାଙ୍କ ସହିତ କାରବାର କରୁଥିବା କର୍ମଚାରୀଙ୍କୁ ତାଲିମଆଦି ଦାୟିତ୍ୱସମ୍ପନ୍ନ ଋଣ ପ୍ରଦାନ ବିଧି ଆଦି ଅନେକ ବିଷୟକୁ ପୁନଃ ଉଲ୍ଲେଖକରାଯାଇଛି ଏବଂ ତାହାସହିତ କୋଭିଡ ପାଇଁ ନିରାପତ୍ତା ବିଷୟ ମଧ୍ୟ ସେଥିରେରହିଛି ।

ଏନବିଏଫସି-ଏମଏଫଆଇ, ବ୍ୟାଙ୍କସମୂହ, କ୍ଷୁଦ୍ର ଅର୍ଥଲଗାଣ ବ୍ୟାଙ୍କ,ବିଜନେସ କରେସପଣ୍ଡେଣ୍ଟ ଏନବିଏଫସିଗୁଡିକ ସମେତ ଏମଏଫଆଇଏନସଦସ୍ୟମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ, ଯେଉଁମାନେ ନିମ୍ନଆୟକାରୀ ପରିବାରଗୁଡିକୁ କ୍ଷୁଦ୍ରଋଣ ଯୋଗାଇ ଦେଉଛନ୍ତି । ଏହି ବିଓପିଋଣଗ୍ରହୀତାଙ୍କ ଜୀବିକାକୁ କୋଭିଡ-୧୯ ପ୍ରଭାବିତ କରିଥିବା ପରିପ୍ରେକ୍ଷୀରେଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାଥିମକ ପର୍ଯ୍ୟାୟରେ ଚଳିତ ବର୍ଷ ମେ ୩୧ ପର୍ଯ୍ୟନ୍ତମୋରାଟୋରିୟମ ଘୋଷଣା କରିଥିଲା ଏବଂ ପରେ ତାହାକୁ ଆଉ ତିନିମାସ ଅର୍ଥାତଚଳିତ ବର୍ଷ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।

ଏମଏଫଆଇଏନର ସିଇଓ ଏବଂ ଡାଇରେକ୍ଟର ଡ.ଆଲୋକ ମିଶ୍ରା କହିଛନ୍ତି, ନ୍ତଏହା ଆମସମସ୍ତଙ୍କ ପାଇଁ ଅତ୍ୟନ୍ତ ଜଟିଳ ସମୟ ଏବଂ ଆମକୁ ସତର୍କତାର ସହିତ କାରବାର କରିବାକୁହେବ । ମୋରାଟୋରିୟମ ଅବଧି ଶେଷ ହୋଇଥିବାବେଳେ କେତେକ ଋଣଗ୍ରହୀତା ଚାପରେରହିଥାଇପାରନ୍ତି । ସମସ୍ତ ଋଣପ୍ରଦାନକାରୀ ଏହି ଋଣଗ୍ରହୀତାଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନକରିବା ଏବଂ ସେମାନେ ନିଜ ଗୋଡରେ ଛିଡାହେବାକୁ ସମୟ ଦେବାନେଇ ରାଜିହୋଇଛନ୍ତି, ଯଦିଓ ଋଣ କ୍ଷେତ୍ରରେ ଶୃଙ୍ଖଳା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିସମୟରେ ଆମକୁ ସେହିମାନଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ଯେଉଁମାନେମୋରାଟୋରିୟମ ସୁବିଧା ନେବା ସହିତ ସଂଶୋଧିତ ଋଣ କାର୍ଡ, ହିସାବ କରାଯାଇଥିବାସୁଧ ପରିମାଣ, ପରିଶୋଧ ପରିମାଣରେ ପରିବର୍ତ୍ତନ, ସମୟ ସୂଚୀ, ଅବଧି ଆଦି ଯୁକ୍ତିଯୁକ୍ତକାଗଜପତ୍ର ସହିତ ଋଣ ପରିଶୋଧ କରିବାକୁ ଇଛୁକ ଅଛନ୍ତି ।

- Advertisement -“ମୋରାଟୋରିୟମ ଅବଧି ପରବର୍ତ୍ତୀ ସମୟରେ ଗ୍ରାହକ କୈନ୍ଦି୍ରକ ଆଭିମୁଖ୍ୟ”

More articles

LEAVE A REPLY

Please enter your comment!
Please enter your name here

- Advertisement -“ମୋରାଟୋରିୟମ ଅବଧି ପରବର୍ତ୍ତୀ ସମୟରେ ଗ୍ରାହକ କୈନ୍ଦି୍ରକ ଆଭିମୁଖ୍ୟ”

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...