31 C
Bhubaneswar
Friday, September 18, 2020

ସରକାରୀ ସହାୟତାରୁ ବଞ୍ଚôତ ରାଜେନ୍ଦ୍ରଙ୍କ ପରିବାର

Must read

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

ପୋଲସରା,୨ ।୯(ନି.ପ୍ର): ଗରିବଅସହାୟ ଲୋକଙ୍କ ପାଇଁ ସରକାରୀସହାୟତା ସାତ ସପନ ପାଲଟିଛି । ଭଙ୍ଗା·ଳ କୁଡ଼ିଆ ଘରେ ବିତୁଛି ଜୀବନ ।ଆଜି ବି ସ୍ୱାଧୀନତାର ୭୪ ବର୍ଷ ପରେମଧ୍ୟ ସରକାରୀ ସହାୟତାରୁ ବଞ୍ଚିତରାଜେନ୍ଦ୍ରଙ୍କ ପରିବାର । ଗରିବ ଅସହାୟଲୋକଙ୍କ ପାଇଁ ରାଜ୍ୟ ସରକାର ବହୁଯୋଜନା କରି ଡିଣ୍ଡିମ ପିଟୁଛନ୍ତି । ହେଲେସରକାରୀ ଯୋଜନା କାଗଜ କଲମରେରହୁଛି ସୀମିତ । ଏପରି କିଛି ଦୃଶ୍ୟଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କଜିଲ୍ଲାରେ । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତ ଆଦିପୁରଗ୍ରାମରେ । ଏହି ଗ୍ରାମରେ ବହୁ ଦୀର୍ଘଦିନଧରି ଭଙ୍ଗା ·ଳ କୁଡ଼ିଆ ଘରେ ବସବାସକରିଆସୁଛନ୍ତି ରାଜେନ୍ଦ୍ର ପରିବାର ।ପରିବାର କଥା କହିଲେ ୬ ପ୍ରାଣୀ କୁଟୁମ୍ବ ।

ହେଲେ କୁନି କୁନି ପିଲା ମାନଙ୍କୁ ନେଇସରକାରୀ ସହାୟତାକୁ ଅନାଇ ବସିଛନ୍ତିରାଜେନ୍ଦ୍ରଙ୍କ ପରିବାର ଲୋକେ । ହେଲେନାଁ ଅଛି ରାସନକାର୍ଡ, ନାଁ ଅଛି ଇନ୍ଦିରାଆବାସ ଯୋଜନା, ନାଁ ମିଳୁଛି ସରକାରୀସହାୟତା । ଏଭଳି ପରିସ୍ଥିତି ରି ରାଜେନ୍ଦ୍ରଦିନ ମଜୁରିଆ ଭାବେ କାମ କରି ୬ପ୍ରାଣୀ କୁଟୁମ୍ବକୁ ନେଇ ବହୁ କଷ୍ଟରେ ଚଳିଆସୁଛନ୍ତି ପରିବାର ଲୋକେ । ହେଲେସରକାରୀ ସହାୟତା ପାଇଁ ସରପଞ୍ଚ, ବ୍ଲକ,ଅଫିସରେ ବହୁ ବାରମ୍ବାର ଅଭିଯୋଗକରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ଗୁହାରିବୋଲି କହିଛନ୍ତି ପରିବାର ଲୋକେ ।

ସେପଟେ ରାଜେନ୍ଦ୍ରଙ୍କ ପରିବାରଙ୍କୁ କିଭଳିଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇଦିଅ ।ଯିବ ତାହାକୁ ନେଇ ମୁଁ ପ୍ରଶାସନଅଧିକାରୀଙ୍କ ସହ ଅ ।ଲୋଚନା କରିଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତିସ୍ଥାନୀୟ ସରପଞ୍ଚ ପ୍ରତିନିଧି ପଞ୍ଚାନନସାହୁ । ହେଲେ ରାଜ୍ୟ ସରକାର କାହାପାଇଁ । କାହିଁକି ଯୋଗ୍ୟ ହିତାଧିକାରୀଙ୍କୁମିଳୁନି ସରକାରୀ ସହାୟତା । ଏଭଳିବିଭିନ୍ନ ପ୍ରଶ୍ନବାଚୀ ଉଙ୍କି ମାରୁଚି ବୁଗୁଡାଅଞ୍ଚଳରେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...