20.1 C
Bhubaneswar
Sunday, November 29, 2020

ଲକ୍ଡାଉନ୍ରେ ଭିତ୍ତିଭୂମି ବିକାଶ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୨ ।୯(ନି.ପ୍ର):ଲକଡାଉନ ସମୟରେ ରେଳସେବାକୁପ୍ରଭାବିତ ନକରି ପୂର୍ବତଟ ରେଳପଥ ବହୁଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମିକାର୍ଯ୍ୟକୁ ସୁ·ରୁ ଭାବେ ସମ୍ପାଦନକରିପାରିଛି । ସ୍ୱାଭାବିକ ସମୟରେଏହିସବୁ କାର୍ଯ୍ୟ ପାଇଁ ଟ୍ରେନ ସେବାପ୍ରଭାବିତ ହୋଇଥାନ୍ତା ଯାହାକି ସମୁଦାୟ୪୯୧ ଘଣ୍ଟା ବିନିଯୋଗ ହୋଇଥାନ୍ତା ।ଏହି ସମୟରେ ବିଭିନ୍ନ ସ୍ଥାନରେ ୮ଟିଉପାମାର୍ଗ ପାଇଁ ସିମେଣ୍ଟ କଂକ୍ରିଟ ବକ୍ସସ୍ଥାପନ କରାଯାଇଛି ଯାହାପାଇଁ ସ୍ୱାଭାବିକସମୟରେ ଟ୍ରେନ ସେବା ପ୍ରଭାବିତ ଓଟ୍ରାଫିକ ପ୍ରଭାବିତ ହେବା ସହିତ ପ୍ରାୟ୭୪ ଘଣ୍ଟା ସମୟ ଲାଗିଥାନ୍ତା । ଏହିସମୟ ମଧ୍ୟରେ ୩ଟି ଲେଭଲ କ୍ରସିଂନିର୍ମାଣ କରାଯାଇ ବିକଳ୍ପ ପଥ ସୁବିଧାପ୍ରଦାନ କରାଯାଇଛି । ଏହି ସମୟରେପୂର୍ବତଟ ରେଳପଥ ପରିସୀମା ମଧ୍ୟରେ୧୬ ଟି ପୋଲର ନବୀକରଣ କରାଯାଇଛି । ଲକ୍ଡାଉନ ସମୟରେ ଭୁବନେଶ୍ୱରଷ୍ଟେସନଠାରେ ଫୁଟ ଓଭର ବ୍ରିଜ ନିର୍ମାଣସମ୍ବନ୍ଧୀୟ କାର୍ଯ୍ୟରେ ୪ଟି ଗାର୍ଡ଼ର ସ୍ଥାପନକରାଯାଇଛି । ଏହି ସମୟ ମଧ୍ୟରେ ସୁରକ୍ଷାସମ୍ବନ୍ଧୀୟ ୨୩ ସେଟ ଥିକ ୱେଭସୁଇଚର ନବୀକରଣ କରାଯାଇଛି ।୬୦ଟି ରେଲ ପ୍ୟାନେଲ କାର୍ଯ୍ୟକୁପୂର୍ବତଟ ରେଳପଥ ଲକ୍ଡାଉନ ସମୟରେସମ୍ପାଦନ କରିପାରିଛି । ପୂର୍ବତଟରେଳପଥ ଲକ୍ଡାଉନ ସମୟରେ ପ୍ରାୟ୨୧ ଟ୍ରାକ କିଲୋମିଟରର ବାଲାଷ୍ଟସଫେଇ କାର୍ଯ୍ୟ ସମ୍ପାଦନ କରିପାରିଛି ।ଏହି କାର୍ଯ୍ୟରେ ବାଲାଷ୍ଟରୁ ମାଟିକୁ ସଫାକରାଯାଇଥାଏ ଏବଂ ଟ୍ରେନ ଚଳାଚଳପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିସହିତ୬୮.୫ ଟ୍ରାକ କିଲୋମିଟର ବାଲାଷ୍ଟଟାମ୍ପିଙ୍ଗ କାର୍ଯ୍ୟ ସମ୍ପାଦନ କରାଯାଇପାରିଛିଓ ଏହି କାର୍ଯ୍ୟ ଦ୍ୱାରା ରେଲ ସ୍ଲିପରକୁବାଲାଷ୍ଟ ଦ୍ୱାରା ପୂର୍ଣ୍ଣ କରାଯାଇ ଟ୍ରାକକୁସୁଦୃଢ କରାଯାଇଥାଏ । ଏହା ବ୍ୟତୀତଚରବାଟିଅ ।, ଗୁରୁଡ଼ିଝଟିଆ ଓ କପିଳାସରୋଡ଼ ଷ୍ଟେସନ ଠାରେ ଫୁଟ ଓଭର ବ୍ରିଜନିର୍ମାଣ କାର୍ଯ୍ୟ କରାଯାଇଛି । ଏହାଦ୍ୱାରାଟ୍ରେନ ଚଳାଚଳ କ୍ଷେତ୍ରରେ ବେଗ ବୃଦ୍ଧିଏବଂ ଅଧିକ ଟ୍ରେନ ଯାତାୟାତକରିପାରିବ । ଏହା ସହିତ ଗୁରୁତ୍ୱପୂର୍ଣ୍ଣଇଲେକ୍ଟ୍ରିକାଲ, ମେକାନିକାଲ,ଦୂରସଂ·ର ଓ ସାଙ୍କେତିକ କାର୍ଯ୍ୟ ମଧ୍ୟସମ୍ପାଦନ କରାଯାଇଛି ।

- Advertisement -ଲକ୍ଡାଉନ୍ରେ ଭିତ୍ତିଭୂମି ବିକାଶ

More articles

LEAVE A REPLY

Please enter your comment!
Please enter your name here

- Advertisement -ଲକ୍ଡାଉନ୍ରେ ଭିତ୍ତିଭୂମି ବିକାଶ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...