17 C
Bhubaneswar
Monday, November 30, 2020

ଜାଗୃତି ଜୁମ୍ବା ଏବଂ ଫିଟ୍ନେସ ପଏଣ୍ଟ ଉଦ୍ଘାଟିତ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ବ୍ରହ୍ମପୁର,୨ ।୯(ନି.ପ୍ର): ଜାଗୃତି ଆର୍ଟଏବଂ କଲଚର ଅନୁଷ୍ଠାନ ତରଫରୁସୋମବାର ଦିନ ଜାଗୃତି ଜୁମ୍ବା ଓଫିଟ୍ନେସ ପଏଣ୍ଟ ଉଦ୍ଘାଟିତହୋଇଯାଇଛି । ଦୁର୍ନୀତି ନିବାରଣ ଅଧିକ୍ଷକଶାନ୍ତନୁ କୁମାର ପାଢ଼ୀ ଏବଂ ଆନ୍ତର୍ଜାତିକଭାରତ୍ତୋଳକ କେ. ରବି କୁମାରଯୋଗଦେଇ ଉଦ୍ଘାଟନ କରିଥିଲେ ।ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ ବ୍ୟାଙ୍କକଲୋନୀ ୫ମ ଗଳି (ଟାୱାରଲାଇନ୍)ରେ ଏକବଡ଼ଧରଣର କୋଠାରେଶୀତତାପ ନିୟନ୍ତ୍ରଣ ଉଭୟ ପୁରୁଷ ଏବଂମହିଳାଙ୍କ ପାଇଁ ଏହି ଫିଟ୍ନେସ ପଏଣ୍ଟଖୋଲିଛି । କରୋନାର ଏହି ଘଡ଼ିସନ୍ଧିମୁହୂର୍ତ୍ତରେ ସ୍ୱାସ୍ଥ୍ୟ ହିଁ ସଂପଦ । ନିଜକୁଫିଟ୍ ରଖିପାରିଲେ ହିଁ ନିଜର ଇମୁ୍ୟନିଟିବଢ଼ିବା ସହ ଆଗକୁ ରୋଗ ସହିତଲଢ଼ିବାର ଶକ୍ତି ମିଳିବ । ଏହି ପଏଣ୍ଟରେଅତ୍ୟାଧୁନିକ ମେସିନ୍ ଲଗାଯାଇଛି ।ଯାହାଦ୍ୱାରା ନିଜର ଫିଟ୍ନେସ୍ ଅତିଶୀଘ୍ରଏବଂ ଆରାମରେ ବଢ଼ାଇ ଯାଇପାରିବ ।କରୋନା କଟକଣାକୁ ଦୃଷ୍ଟିରେ ରଖି ସମସ୍ତପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣକରାଯାଇଛି । ମାସ୍କ, ଗ୍ଲୋବସ୍, ସାମାଜିକଦୂରତା ରକ୍ଷା କରି ଏହା ତାହାର ସେବାଯୋଗଇଦେବ । ଉଭୟ ପୁରୁଷ ଏବଂମହିଳାଙ୍କ ପାଇଁ ଅଲଗା ଅଲଗା ସମୟନିର୍ଘଣ୍ଟରେ ଏହା କାର୍ଯ୍ୟ କରିବ ବୋଲିମୁଖ୍ୟ ବ୍ୟବସ୍ଥାପକ ହେମାଙ୍ଗ ପ୍ରସାଦରାଉଳ ଏବଂ ସଂପାଦିକା ରଶ୍ମିତା ପଣ୍ଡାକହିଛନ୍ତି । ଉଦ୍ଘାଟନ ସମାରୋହରେବରିଷ୍ଠ ଆଇନଜୀବୀ ତଥା ସମାଜସେବୀଲଳିତ ମଙ୍ଗରାଜ, ସମାଜସେବୀ ଭୀମଦଳେଇ, ସାମ୍ବାଦିକ ପ୍ରକାଶ ପ…ନାୟକ,ସୁଦୀପ ସାହୁ, ବିଶ୍ୱନାଥ ମାରଣାଙ୍କ ସହବହୁ ସାମ୍ବାଦିକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତିଉପସ୍ଥିତ ଥିଲେ । ଟ୍ରେନର ଭାବେ ଏମ୍.ସୁରେଶ କୁମାର, ପ୍ରେମ, କିରଣବେହେରା ଫିଟ୍ନେସ ପଏଣ୍ଟର କାର୍ଯ୍ୟପରିଚାଳନା କରିବେ ।

- Advertisement -ଜାଗୃତି ଜୁମ୍ବା ଏବଂ ଫିଟ୍ନେସ ପଏଣ୍ଟ ଉଦ୍ଘାଟିତ

More articles

LEAVE A REPLY

Please enter your comment!
Please enter your name here

- Advertisement -ଜାଗୃତି ଜୁମ୍ବା ଏବଂ ଫିଟ୍ନେସ ପଏଣ୍ଟ ଉଦ୍ଘାଟିତ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...