28 C
Bhubaneswar
Thursday, September 24, 2020

ବ୍ରହ୍ମପୁରରେ ଟ୍ରେନ ଷ୍ଟପେଜ ପୁନଃ ସ୍ଥାପନ କର

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ବ୍ରହ୍ମପୁର,୨ ।୯(ନି.ପ୍ର): ରାଜ୍ୟସରକାର ଗଞ୍ଜାମ ଜିଲ୍ଲାରେ କରୋନାସଂକ୍ରାମଣକୁ ଦେଖି ବ୍ରହ୍ମପୁର ତଥାଜିଲ୍ଲାରେ ଟ୍ରେନ ସେବା ବ୍ୟବସ୍ଥାକୁ ବନ୍ଦକରି ଦେଇଥିଲେ । ଓଡ଼ିଶାରୁ ପ୍ରାୟ ୨୦ଟିଯାତ୍ରୀବାହୀ ଟ୍ରେନ ବିଭିନ୍ନ ରୁଟରେଯାତାୟାତ କରୁଛି । ବ୍ରହ୍ମପୁର ରେଳଷ୍ଟେସନ ଅତିକ୍ରମ କରି ବମ୍ବେ, ଦିଲ୍ଲୀ,ବେଙ୍ଗାଳୁରୁ, ଅହମଦାବାଦ, କଲିକତାଭଳି ସହରକୁ ଟ୍ରେନ ଯାଉଛି । କିନ୍ତୁଉଦ୍ବେଗର ବିଷୟ ଯେ କରୋନାପରିପ୍ରେକ୍ଷରେ ସମସ୍ତ ଗମନାଗମନବ୍ୟବସ୍ଥାର ପୁନଃ ସ୍ଥାପନ ହେବା ସ୍ଥଳେ,ବର୍ତ୍ତମାନ ସୁଦ୍ଧା କୌଣସି ଟ୍ରେନ ବ୍ରହ୍ମପୁରରେଳ ଷ୍ଟେସନରେ ରହୁନାହିଁ । ଗଞ୍ଜାମସୀମା ବାଲୁଗାଁ ଓ ଇଛାପୁରରେ ରେଳରହୁଛି । କେବଳ ବ୍ରହ୍ମପୁର ନୁହେଁ ଗଞ୍ଜାମଜିଲ୍ଲାର କୌଣସି ଷ୍ଟେସନରେ ରେଳରହୁନାହିଁ । ରାଜ୍ୟ ସରକାରଙ୍କ ଅନୁରୋଧଫଳରେ ରେଳ ମନ୍ତ୍ରଣାଳୟ ଚିଠି ଲେଖିଟ୍ରେନ ଷ୍ଟପେଜ୍ ବାତିଲ କରିଥିବା ସୂଚନାରହିଛି । ବ୍ରହ୍ମପୁର ଷ୍ଟେସନରୁ ପ୍ରତିଦିନ ପ୍ରାୟ୫ ହଜାର ଲୋକ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି । ବ୍ରହ୍ମପୁର ଷ୍ଟେସନଏକ ବଡ଼ ଲିଙ୍କ୍ ହୋଇଥିବାରୁ ସରକାରପ୍ରଚୁର ରାଜସ୍ୱ ପାଇଥାନ୍ତି । କିନ୍ତୁ ରହଣିବାତିଲ ହୋଇଥିବାରୁ ଯାତ୍ରୀ ମଧ୍ୟଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ଗଞ୍ଜାମଜିଲ୍ଲାର ଯାତ୍ରୀ ଭୁବନେଶ୍ୱର ଷ୍ଟେସନରେଓହ୍ଲାଇ ବ୍ରହ୍ମପୁର ଆସୁଛନ୍ତି । ଏହାଫଳରେ ଅଯଥା ଖର୍ଚ୍ଚାନ୍ତ ହେବା ସହଅଧିକ ସମୟ ନଷ୍ଟ ହେଉଛି । ସେହିପରିବ୍ରହ୍ମପୁର ଓ ଭୁବନେଶ୍ୱର ମଧ୍ୟରେଚଳାଚଳ କରୁଥିବା ଡିଏମ୍ୟୁକୁ ପୁନଃ·ଲୁ କରିବାକୁ ଦାବି କରୁଛି ଗଞ୍ଜାମ ଜିଲ୍ଲାକଂଗ୍ରେସ । ସରକାର ଲକ୍ଡାଉନ୍ ଓସଟଡାଉନ୍ ପ୍ରତ୍ୟାହାର କରିବା ପରେ ସ୍ଥିତିସ୍ୱାଭାବିକ ହେଉଛି । ଗଞ୍ଜାମ ଜିଲ୍ଲାରେସଂକ୍ରମଣ ହ୍ରାସ ପାଉଥିବା ସୂଚନା ମିଳିଛି ।ଏଭଳି ପରିସ୍ଥିତିରେ ବ୍ରହ୍ମପୁର ସମେତଜିଲ୍ଲାର ଅନ୍ୟାନ୍ୟ ରେଳ ଷ୍ଟେସନରେପୂର୍ବଭଳି ଟ୍ରେନ ରହଣି ପୁନଃ ·ଲୁକରିବାକୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ଦାବିକରୁଛି । ଜନ ସାଧାରଣଙ୍କ ବୃହତ୍ତର ସ୍ୱାର୍ଥଦୃଷ୍ଟିରୁ ରେଳ ରହଣୀ ସ୍ୱାଭାବିକ କରିବାଜରୁରୀ ମନେ କରୁଛୁ । ଏହାକୁ ତୁରନ୍ତକାର୍ଯ୍ୟକାରୀ ନକଲେ କଂଗ୍ରେସ ବ୍ରହ୍ମପୁରଦେଇ ଯାଉଥିବା ଟ୍ରେନ ଗୁଡିକୁ ଅଟକାଇବାକୁ ହେବ । ଅତଏବ ରାଜ୍ୟ ସରକାରତୁରନ୍ତ ବ୍ରହ୍ମପୁର ଷ୍ଟେସନରେ ପୁନଃ ଟ୍ରେନରହିବାର ବ୍ୟବସ୍ଥା ଶୀଘ୍ର କରନ୍ତୁ ବୋଲିଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀସଭାପତି ପୀତବାସ ପଣ୍ଡା ଦାବି କରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...