27 C
Bhubaneswar
Wednesday, September 23, 2020

ବଗଲା ପାଇଁ ୩ କୋଟି ୨୬ ଲକ୍ଷ ଖର୍ଚ୍ଚ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ପୁରୀ,୨ ।୯(ନି.ପ୍ର): ପ୍ରସାଦଯୋଜନାରେ ଆଇଟିଡିସି ତରଫରୁଟେଣ୍ଡର ଆହ୍ୱାନ କରାଯାଇ ପୁରୀ ବଗଲାଧର୍ମଶାଳା ଜମି ଉପରେ ଜଗନ୍ନାଥବିଶ୍ରମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭହୋଇଥିଲା । ଏହି ନିର୍ମାଣ କାର୍ଯ୍ୟ ପାଇଁରାଜ୍ୟ ସରକାର ଅନୁମତି ମଧ୍ୟ ପ୍ରଦାନକରିଥିଲେ । ୫୦ କୋଟି ଟଙ୍କା ବ୍ୟୟଅଟକଳରେ ଆରମ୍ଭ ହୋଇଥିବା ଏହିନିର୍ମାଣ କାର୍ଯ୍ୟ ପାଇଁ ୩.୨୬ କୋଟି ଟଙ୍କାଖର୍ଚ୍ଚ ମଧ୍ୟ ହୋଇସାରିଥିଲା । ମାତ୍ର ରାଜ୍ୟସରକାର ଚକ୍ରାନ୍ତ କରି ଉକ୍ତ ଜମିକୁ ପ୍ଲଟିଂକରି ବିକ୍ରି କରିଦେବାର ଅପପ୍ରୟାସକରୁଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ରଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବଗତ ଜୁଲାଇ ମାସ ୧ ତାରିଖ ଦିନଆଇଟିଡିସିର ମୁଖ୍ୟଙ୍କୁ ପତ୍ର ଲେଖିକହିଥିଲେ ଯେ, ଗତ ୬ ବର୍ଷ ଧରିଟେଣ୍ଡର କାର୍ଯ୍ୟରେ ବିଳମ୍ବ ହେବାକାରଣରୁ ବଗଲା ଧର୍ମଶାଳା ଜମି ଉପରେର୍ନିମିତ ହେବାକୁ ଥିବା ଶ୍ରୀଜଗନ୍ନାଥବିଶ୍ରାମସ୍ଥଳୀ ସହ ଅନ୍ୟ ୩ଟି ପ୍ରକଳ୍ପକାର୍ଯ୍ୟକୁ ବନ୍ଦ କରିଦିଆଗଲା । ଯାହାକିସଂପୂର୍ଣ୍ଣ ମିଥ୍ୟା ବୋଲି ଅ ।ଜି ଦିଲ୍ଲୀଠାରେଏକ ସାମ୍ବାଦିକ ସମ୍ମିଳନୀରେ ଡ.ପାତ୍ରଅଭିଯୋଗ କରି କହିଛନ୍ତି । ଡ.ପାତ୍ରକହିଛନ୍ତି ଯେ, ରାଜ୍ୟ ସରକାରଙ୍କପର୍ଯ୍ୟଟନ ସଚିବଙ୍କ ଚିଠିର ଉତ୍ତରଆଇଟିଡିସି ତରଫରୁ ଜୁଲାଇ ୯ ତାରିଖଦିନ ପତ୍ର ମାଧ୍ୟମରେ ଦିଅ ।ଯାଇଛି ।ସଚିବ କରିଥିବା ଅଭିଯୋଗ ସଂପୂର୍ଣ୍ଣଭିତିହୀନ ଓ ମିଥ୍ୟା । ଏହାର କୈାଣସିବାସ୍ତବତା ନାହିଁ । ପ୍ରସାଦ ଯୋଜନାରେରାଜ୍ୟ ସରକାର ପୁରୀ ଓ ଜଗନ୍ନାଥ ଧାମରସୈାନ୍ଦର୍ଯ୍ୟକରଣ ପାଇଁ ୨୬/୦୩/୨୦୧୫ ତାରିଖରେ ୫୦ କୋଟି ଟଙ୍କାଖର୍ଚ୍ଚର ଏକ ପ୍ରସ୍ତାବ ଅ ।ଇଟିଡିସିକୁଦେଇଥିଲେ । ଆଇଟିଡିସି ଏହି ପ୍ରସ୍ତାବକୁତତ୍କ୍ଷଣାତ ପାରିତ କରି ଏହି ପ୍ରକଳ୍ପରନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭକରିଦେଇଥିଲା । ଅ ।ଇଟିଡିସି ତରଫରୁପ୍ରସ୍ତୁତ ନକ୍ସାରେ ପରିବର୍ତ୍ତନ କରିବା ସହରାଜ୍ୟ ସରକାର ଆଇଟିଡିସିକୁ ଏହି ପ୍ରକଳ୍ପରଖର୍ଚ୍ଚ ରାଶି ୫୦ କୋଟିରୁ ୭୮ କୋଟିଟଙ୍କାକୁ ବୃଦ୍ଧି କରିବାକୁ ଚିଠି ଲେଖିଥିଲେ । ଶେଷରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀରନିର୍ମାଣ କାର୍ଯ୍ୟ ବଗଲା ଧର୍ମଶାଳା ଜମିରେହେବାର ନିଷ୍ପତ୍ତି ଗ୍ରହଣ କରାଯାଇ ଜମିକୁଆଇଟିଡିସିକୁ ହସ୍ତାନ୍ତର କରାଗଲା ।ଖୋଲା ଟେଣ୍ଡର ମାଧ୍ୟମରେ ନିର୍ମାଣକାର୍ଯ୍ୟର ଠିକା ପାଇଁ ଅ ।ହ୍ୱାନ କରାଯାଇବି.ସି.ଭୂୟାଁ ଠିକା ସଂସ୍ଥାକୁ ୨୦.୮୮କୋଟି ଟଙ୍କାର ନିର୍ମାଣ କାର୍ଯ୍ୟର ଦାୟିତ୍ୱଦିଅ ।ଯାଇଥିଲା । ୨୦୧୯ ଜୁନ୍ ୨୧ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାଖାପାଖି ୩.୨୬ କୋଟି ଟଙ୍କା ଖର୍ଚ୍ଚହୋଇ ପ୍ଲିଂô ଲେବଲର କାର୍ଯ୍ୟ ସମାପ୍ତହୋଇଥିବାବେଳେ ହଠାତ୍ ରାଜ୍ୟସରକାର ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦକରିବାକୁ ନିଦେ୍ର୍ଦଶ ଦେଇଥିଲେ । ନିର୍ମାଣକାର୍ଯ୍ୟ ବନ୍ଦ କରାଗଲେ ଖର୍ଚ୍ଚ ହୋଇଥିବା୩.୨୬ କୋଟି ଟଙ୍କା କ୍ଷତିପୂରଣବାବଦରେ ଦେବାକୁ ଆଇଟିଡିସି ତରଫରୁରାଜ୍ୟ ସରକାରଙ୍କୁ ଜଣାଇଦିଆଯାଇଥିଲା । କୌଣସି ଜବାବ୍ ନଆସିବାରୁ ଗତ ଆଇଟିଡିସି ତରଫରୁ ରାଜ୍ୟସରକାରଙ୍କୁ ପତ୍ର ଲେଖି ଆଭିମୁଖ୍ୟସଂପର୍କରେ ପ·ରିବା ସହ ନିର୍ମାଣକାର୍ଯ୍ୟ ପୁଣି ଆରମ୍ଭ କରିବାକୁ ଅନୁମତିଲୋଡିଥିଲେ । ଓଟିଡିସି ତରଫରୁଲିଖିତ ଏକ ଚିଠି ଯାହାକି ଗତଆଇଟିଡିସିକୁ ହସ୍ତଗତ ହୋଇଥିଲା,ସେଥିରେ ଉଲ୍ଲେଖ ହୋଇଥିଲା ଯେଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ପାଇଁ ପୁରୀରଅନ୍ୟ ଏକ ସ୍ଥାନରେ ୨ ଏକର ଜମିଯୋଗାଇ ଦିଆଯିବ । ମାତ୍ର ଏହି ଜମିଅତ୍ୟନ୍ତ ତଳୁଆ ଅଞ୍ଚଳ ଏବଂଗମନାଗମନ ପାଇଁ ଅସୁବିଧା ଥିବାକାରଣରୁ ଏଥି ପାଇଁ ୨.୫ କୋଟିରୁ୩ କୋଟି ଟଙ୍କା ଅଧିକ ଅର୍ଥ ଖର୍ଚ୍ଚ ହେବବୋଲି ଅ ।ଇଟିଡିସି ତରଫରୁକୁହାଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟସରକାର ଏ ସଂପର୍କରେ କୈାଣସିଉତର ଦେଇନାହାନ୍ତି । ଅନ୍ୟ ପଟେମିଛ କଥା କହି ରାଜ୍ୟ ସରକାରରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ।ପ୍ରଥମେ ବଗଲା ଧର୍ମଶାଳା ଜମିକୁନିର୍ମାଣ କାର୍ଯ୍ୟ ପାଇଁ ଅ ।ଇଟିଡିସିକୁହସ୍ତାନ୍ତର, ପ୍ରକଳ୍ପ ଖର୍ଚ୍ଚ ପରିମାଣ ୫୦କୋଟିରୁ ୭୮ କୋଟି ଟଙ୍କା ବୃଦ୍ଧିକରିବା, ୩.୨୬ କୋଟି ଟଙ୍କା ଖର୍ଚ୍ଚହୋଇ ପ୍ଲିଂô ଲେବଲ୍ କାର୍ଯ୍ୟ ସମାପ୍ତହୋଇଥିବାବେଳେ ହଠାତ୍ ନିର୍ମାଣ କାର୍ଯ୍ୟକୁବନ୍ଦ କରିବାର ନିଦେ୍ର୍ଦଶ, ବଗଲା ଧର୍ମଶାଳାଜମିକୁ ପ୍ଲଟିଂ କରି ବିକ୍ରି କରିବାର ନିଷ୍ପତ୍ତି,ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀକୁ ଅନ୍ୟତ୍ରସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର କାହିଁକିଏବଂ କାହା ସ୍ୱାର୍ଥରେ କରିଲେ ବୋଲିଡ.ପାତ୍ର ପ୍ରଶ୍ନ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...