20.1 C
Bhubaneswar
Sunday, November 29, 2020

ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ନୂଆଦିଲ୍ଲୀ/ଭୁବନେଶ୍ୱର,୨ା୯(ନି.ପ୍ର.):ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍ସ)କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ପାଇବାପାଇଁ ଅନ୍ତର୍ଜାତୀୟ ଜୁରି(ଡେନମାର୍କ)କୁ ସୁପାରିଶକରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମିମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀକୁ ମନୋନୀତକରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂକେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଏହି ଅଞ୍ଚଳକୁସୋସାଇଟି ଅଫ୍ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ମ୍ୟାନେଜମେଣ୍ଟ(ସିସକମ୍) ଏବଂ ଭାରତସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍ ବ୍ଲୁ ଫ୍ଲାଗ୍ବିଚ୍ ଭାବେ ଚିହ୍ନଟ କରାଯାଇଛି । ବିମ୍ସ ପରିବେଶସୁରକ୍ଷା ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣରଆବଶ୍ୟକତା ଭିତ୍ତିରେ ଉପକୂଳବର୍ତ୍ତୀ ଅଞ୍ଚଳରବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଅଛି । ସ୍ୱର୍ଣ୍ଣିମବେଳାଭୂମି ପୁରୀରେ ପର୍ଯ୍ୟଟକ ମାନଙ୍କୁ ସମସ୍ତସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବାନେଇ ବିମ୍ସ ଅଧୀନରେ ସିସକମ୍ ବିଗତ ଅଢ଼େଇବର୍ଷରେ ୮.୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି ।ପୁରୀ ବେଳାଭୂମିରେ ସ୍ୱଚ୍ଛତା, ସବୁଜିମା,ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକଶୌଚାଳୟର ସୁବିଧା, ପାନୀୟ ଜଳ, ପାର୍କିଂ ଓଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି । ସେହିପରିପର୍ଯ୍ୟଟନ ମନୋରଞ୍ଜନ ସୁବିଧା ଗୁଡ଼ିକରେବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟଜଳ, ୱାଚ୍ ଟାୱାରର ବ୍ୟବସ୍ଥା ହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସି “ଟିଭି, ଲାଇଫଗାର୍ଡ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟମୁତୟନ କରାଯାଇଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୌରଶକ୍ତିର ଉପଯୋଗକରାଯିବା ସହ ଜୈବ ଆବର୍ଜନାର ବ୍ୟବହାର କରାଯାଉଛି । ଏହି ବିଶ୍ୱସ୍ତରୀୟ ସୁବିଧାହେବା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲିକ୍ଷିତ ହେବ ଏବଂ ଆନ୍ତର୍ଜାତିକପର୍ଯ୍ୟଟକମାନଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି

- Advertisement -ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ

More articles

LEAVE A REPLY

Please enter your comment!
Please enter your name here

- Advertisement -ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...