28 C
Bhubaneswar
Sunday, September 20, 2020

୫ ଦିନରେ ପିଏମ୍ କେଆର୍ସ ଫଣ୍ଡକୁଆସିଥିଲା ୩,୦୭୬ କୋଟି ଟଙ୍କା

Must read

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ନୂଆଦିଲ୍ଲୀ,୨ା୯: କରୋନା ଭାଇରସ୍ମହାମାରୀର ମୁକାବିଲା ପାଇଁ ଚଳିତ ବର୍ଷ ମାର୍ଚ୍ଚରେମୋଦୀ ସରକାର ପିଏମ୍ କେଅ ।ର୍ସ ଫଣ୍ଡ ନାମକଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ଗଠନକରିଥିଲେ । ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟକରିବା ଏବଂ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର”ପିଏମ୍ କେଅ ।ର୍ସ ଫଣ୍ଡ’ ନାମରେ ଏକସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନକରିଥିଲେ । ତେବେ ଏହି ପଣ୍ଡକୁ ୫ଦିନ ମଧ୍ୟରେକେତେ ସହାୟତା ରାଶି ମିଳିଥିଲା, ସେ ନେଇପିଏମ୍ କେଅ ।ର୍ସ ଫଣ୍ଡ ୱେବସାଇଟରେ ପ୍ରକାଶକରାଯାଇଛି ।ମାର୍ଚ୍ଚ ୨୭ରୁ ମାର୍ଚ୍ଚ ୩୧ମଧ୍ୟରେ ପିଏମ୍କେଅ ।ର୍ସ ଫଣ୍ଡକୁ ୩,୦୭୬ କୋଟି ଟଙ୍କାଅ ।ସିଥିବା ନେଇ ପିଏମ୍ କେଅ ।ର୍ସ ଫଣ୍ଡୱେବସାଇଟରେ ପ୍ରକାଶିତ ଏକ ଅଡିଟ୍ରିପୋର୍ଟରେ ଘୋଷଣା କରାଯାଇଛି । ମାର୍ଚ୍ଚ୩୧ମଧ୍ୟରେ ଭାରତ ଏବଂ ବିଦେଶରୁ ମୋଟ୩,୦୭୬ କୋଟି ଟଙ୍କାର ଦାନ ଗ୍ରହଣକରାଯାଇଥିବା ଜଣା ପଡ଼ିଛି । ୩,୦୭୬କୋଟିମଧ୍ୟରୁ, ୩,୦୭୫.୮୫ କୋଟି ଘରୋଇସ୍ୱେଚ୍ଛାକୃତ ଅବଦାନରୁ ଅ ।ସିଥିବା ବେଳେ୩୯.୬୭ଲକ୍ଷ ବିଦେଶୀ ଅବଦାନ ଥିଲା ବୋଲିସ୍ପଷ୍ଟ ହୋଇଛି ।ପିଏମ୍ କେଅ ।ର୍ସ ଫଣ୍ଡ ସାଇଟରେସାର୍ବଜନୀନ ହୋଇଥିବା ଅଡିଟ୍ ରିପୋର୍ଟ ଅନୁଯାୟୀ,ପିଏମ୍ କେଅ ।ର୍ସ ଫଣ୍ଡ ସହିତ ସଂଯୁକ୍ତ ବ୍ୟାଙ୍କଅ ।କାଉଣ୍ଟରେ ୩୦,୭୬,୬୨,୫୮,୦୯୬ ଟଙ୍କାଥିଲାୟ ତେବେ ମାର୍ଚ୍ଚ ପରେ ମିଳିଥିବା ଦାନଏପର୍ଯ୍ୟନ୍ତ ଜଣା ପଡିନାହିଁ । ବିରୋଧୀଦଳଙ୍କ କଡ଼ାସମାଲୋଚନା ତଥା କୋଭିଡ -୧୯ ଯୁଦ୍ଧ ପାଇଁସ୍ଥାପିତ ହୋଇଥିବା ପିଏମ୍ କେଅ ।ର୍ସ ଫଣ୍ଡକୁ କେତେଟଙ୍କା ଅ ।ସିଛି, ତାହା ରିପୋର୍ଟ ଦେବା ପାଇଁ ।କୋର୍ଟରେ ଏକାଧିକ ନିବେଦନ ମଧ୍ୟରେ ଏହି ଅଡିଟ୍ରିପୋର୍ଟ ପ୍ରକାଶ ପାଇଛି । ମେ ମାସରେ, ଦେଶରେକରୋନାଭାଇରସ୍ ଯତ୍ନ ପାଇଁ “ମେଡ୍ ଇନ୍ ଇଣ୍ଡିଅ ।’ଭେଣ୍ଟିଲେଟର କିଣିବା ପାଇଁ ପିଏମ୍ କେଅ ।ର୍ସ ଫଣ୍ଡରୁ୩,୦୦୦ କୋଟି ଟଙ୍କା ଅ ।ବଣ୍ଟନ କରାଯାଇଥିଲା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...