28 C
Bhubaneswar
Sunday, September 20, 2020

ଗଞ୍ଜାମକୁ ଟପିଯିବ ଖୋର୍ଦ୍ଧା

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର,୨ା୯(ନି.ପ୍ର.): ଓଡ଼ିଶାରେ ଗତ୨୪ ଘଣ୍ଟାରେ ୩୨୧୯ଟି ନୂଆ କରୋନାସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୧ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୦୯ ଲକ୍ଷକୁ ବୃଦ୍ଧିପାଇଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୫୧୪କୁବୃଦ୍ଧିପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୫୧୨୪୫ଟି କରୋନା ପରୀକ୍ଷଣ ହୋଇଛି ।ସେଗୁଡ଼ିକ ମଧ୍ୟରୁ ୭୬୮୫ଟି ହେଉଛି ଅ ।ରଟି-ପିସିଅ ।ର ଟେଷ୍ଟ,୪୩୪୭୬ଟି ଅ ।ଣ୍ଟିଜେନ ଓ୮୪ଟି ଟ୍ରୁନାଟ ଟେଷ୍ଟ । ତେବେ ସଂକ୍ରମଣମାମଲାରେ ଗଞ୍ଜାମକୁ ଟପିଯିବ ଖୋର୍ଦ୍ଧା । ଖୋର୍ଦ୍ଧାରେଏହି ସଂଖ୍ୟା ୧୮,୧୫୯ ରହିଥିବାବେଳେଗଞ୍ଜାମରେ ୧୮,୨୩୮ ରହିଛି ।ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା୧୦୯୭୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟସଂକ୍ରମଣ ସଂଖ୍ୟା ୨୮,୪୪୩ ଥିବାବେଳେ୮୦,୭୭୦ ଜଣ ଅ ।ରୋଗ୍ୟ ଲାଭ କରିଛନ୍ତି ।ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮୮ ଟି ସ୍ଥାନୀୟ ସଂକ୍ରମଣଥିବାବେଳେ ୧୯୩୧ ଟି ମାମଲା କ୍ୱାରାଣ୍ଟାଇନକେନ୍ଦ୍ରରୁ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେଚିହ୍ନଟ ହୋଇଥିବା ୩୨୧୯ଟି ମାମଲା ମଧ୍ୟରୁଖୋର୍ଦ୍ଧାରୁ ସର୍ବାଧିକ ୭୨୯ଟି ଓ କଟକ ଜିଲ୍ଲାରୁ୪୦୦ଟି ମାମଲା ଅନ୍ତର୍ଭୁକ୍ତ । ସେହିପରି ପୁରୀରୁ୨୧୭ଟି, ବରଗଡ଼ ୧୮୫, ଗଞ୍ଜାମରୁ ୧୬୯ଟି,ମୟୁରଭଞ୍ଜରୁ ୧୩୭ଟି,ଯାଜପୁରରୁ ୧୧୭ଟିମାମଲା ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ କେନ୍ଦୁଝରରୁ୧୦୨ ଟି, କୋରାପୁଟରୁ ୯୦ଟି, ଭଦ୍ରକରୁ ୮୭ଟି,ସମ୍ବଲପୁରରୁ ୭୮ଟି, ଅନୁଗୁଳ ୬୬ଟି, ନୟାଗଡ଼ରୁ୬୨ଟି, ଜଗତସିଂହପୁର, ସୁନ୍ଦରଗଡ଼ ଓଝାରସୁଗୁଡ଼ାରୁ ୬୦ଟି ଲେଖାଏଁ ମାମଲା ଜଣାପଡ଼ିଛି । ସେହିପରି କେନ୍ଦ୍ରାପଡ଼ାରୁ ୫୭ଟି, ନବରଙ୍ଗପୁରରୁ୫୫ଟି, ନୂଅ ।ପଡ଼ାରୁ ୪୯ଟି, କଳାହାଣ୍ଡିରୁ ୩୭ଟି,ବୌଦ୍ଧରୁ ୩୬ଟି, କନ୍ଧମାଳରୁ ୩୨ଟି, ଢେଙ୍କାନାଳରୁ୩୭ଟି,ଗଜପତିରୁ ୨୭ ମାମଲା ଅନ୍ତର୍ଭକ୍ତ ।ଘୋଷିତ ମୃତକଙ୍କ ମଧ୍ୟରେ ୩ ଜଣ ମହିଳାଥିବାବେଳେ ୮ ଜଣ ପୁରୁଷ ଅଛନ୍ତି । ମୃତ ୩ମହିଳାଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୫୭ ବର୍ଷିୟାମହିଳା, ଗଞ୍ଜାମର ଜଣେ ୬୩ ବର୍ଷିୟା ବୃଦ୍ଧା ଓସମ୍ବଲପୁରର ୫୮ ବର୍ଷିୟା ମହିଳା ରହିଛନ୍ତି ।ସେହିପରି ପୁରୁଷଙ୍କ ମଧ୍ୟରେ ଡାଇବେଟିସ ଓଉଚ୍ଚରକ୍ତ·ପରେ ପୀଡ଼ିତ ବାଲେଶ୍ୱରର ୫୭ବର୍ଷୀୟ, ଭଦ୍ରକର ୫୭ ବର୍ଷୀୟ ଓ ଭୁବନେଶ୍ୱରର୬୨ ବର୍ଷୀୟ ପୁରୁଷ ରହିଛନ୍ତି । ଅନ୍ୟ ପକ୍ଷରେ ପୂର୍ବରୁକେବଳ ଉଚ୍ଚ ରକ୍ତ·ପରେ ପୀଡ଼ିତ ଥିବା ଗଞ୍ଜାମର୫୬ ବର୍ଷୀୟ ବ୍ୟକ୍ତି, ଜଗତସିଂହପୁରର ୯୦ ବର୍ଷୀୟବୃଦ୍ଧ, ପୁରୀର ୫୨ ବର୍ଷୀୟ ବ୍ୟକ୍ତି ଓ ରାୟଗଡ଼ାର୬୪ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି କରୋନାଅ ।କ୍ରାନ୍ତ ହୋଇ ଗଞ୍ଜାମର ଜଣେ ୩୫ ବର୍ଷୀୟଯୁବକ ମୃତ୍ୟୁବରଣ କରିଛନ୍ତି ।ଏବେ ଅନୁଗୁଳ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା୯୭୫ ଥିବା ବେଳେ ବାଲେଶ୍ୱରରେ ୩,୯୩୪,ବରଗଡ଼ରରେ ୨,୩୯୫, ଭଦ୍ରକରେ ୨,୮୧୩,ବଲାଙ୍ଗିରରେ ୧,୮୬୨, ବୌଦ୍ଧରେ ୬୫୪,କଟକରେ ୮,୯୯୪, ଦେବଗଡ଼ରେ ୨୦୮,ଢେଙ୍କାନାଳରେ ୧,୭୯୬, ଗଜପତିରେ୨,୯୦୪, ଗଞ୍ଜାମରେ ୧୮,୨୩୮,ଜଗତ୍ସିଂହପୁରରେ ୧,୯୮୯, ଯାଜପୁରରେ୩,୯୯୫, ଝାରସୁଗୁଡ଼ାରେ ୧,୩୮୦,କଳାହାଣ୍ଡିରେ ୧,୪୫୨, କନ୍ଧମାଳରେ ୨,୨୫୭,କେନ୍ଦ୍ରାପଡ଼ାରେ ୧,୯୩୯, କେନ୍ଦୁଝରରେ୨,୦୭୧, ଖୋର୍ଦ୍ଧାରେ ୧୮,୧୫୯,କୋରାପୁଟରେ ୩,୭୧୫, ମାଲକାନଗିରିରେ୨,୪୧୮, ମୟୂରଭଞ୍ଜରେ ୩,୭୯୪,ନବରଙ୍ଗପୁରରେ ୧,୧୮୬, ନୟାଗଡ଼ରେ୩,୧୧୫, ନୂଅ ।ପଡ଼ାରେ ୫୫୮, ପୁରୀରେ୩,୮୫୩, ରାୟଗଡ଼ରେ ୪,୮୬୧,ସମ୍ବଲପୁରରେ ୨,୯୮୪, ସୁବର୍ଣ୍ଣପୁରରେ ୭୪୬ଓ ସୁନ୍ଦରଗଡ଼ରେ ୪,୫୩୫ରେ ପହଞ୍ଚିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...