24 C
Bhubaneswar
Wednesday, November 25, 2020

ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି

Must read

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ଜଟଣୀ, ୧/୯ (ନି.ପ୍ର): ଜଟଣୀ ବ୍ଲକରତିରିମଲ୍ଲା ଗ୍ରାମ ପଂଚାୟତରପାଣ୍ଡିଆବିଲ୍ଲି, ବୁଢ଼ାଙ୍ଗଗେରା,ରାଣିପୁର, ବିସିଆପଡ଼ା, ବୁଢ଼ାପଡ଼ା,ବରକୁଦା, ପାଂଚଗାଁ, ବିରିବନ୍ଧ, କୁହା,କଂଟିଲୋ, ଅରକୁଳ, ବୋତଣ୍ଡାଲୋକମାନେ ପାଣି ଘେରରେଥିବାବେଳେ ସେହିପରି ଖୋର୍ଦ୍ଧାବ୍ଲକରେ କେରଙ୍ଗ ଗ୍ରାମପଂଚାୟତରକୁମ୍ଭିଲୋ, ସେହିପରି ହଳଦିଆଗ୍ରାମପଂଚାୟତର ବସନ୍ତ, କୁହାପୁଟୁ,ପାଟଣା, ବାଲିସାହି ଆଦି ଅଂଚଳରଜନସାଧାରଣ ୧୫ଦିନ ହେଲାଣିପାଣିଘେରରେ ଅଛନ୍ତି । ଲୋକମାନଙ୍କସହ ଗୋରୁ ଗାଈ ମଧ୍ୟ ଉପାସଭୋକରେ ଘୋର ସଂକଟରେରହିଛନ୍ତି । ସରକାରଙ୍କର ରିଲିଫରବ୍ୟବସ୍ଥା କିଛି ନାହିଁ ତୁରନ୍ତ ସରକାରରିଲିଫ ଯୋଗାଇ ଜନସାଧାରଣଙ୍କଜୀବନରକ୍ଷା କରନ୍ତୁ ବୋଲି ଜଟଣୀବିଧାୟକ ସୁରେଶ କୁମାର ରାଉତରାୟଦାବି କରିଛନ୍ତି ଏବଂ ତିରିମଲ୍ଲରେସୃଷ୍ଟିହୋଇଥିବା ଏକ ବଡ଼ଘାଇ ତୁରନ୍ତମରାମତି କରିବାକୁ ଶ୍ରୀ ରାଉତରାୟଦାବି କରିଛନ୍ତି । ଆଜି ସେ ଲଂଚରେଉପରୋକ୍ତ ବନ୍ୟାଂଚଳକୁ ଯାଇ ରିଲିଫବାଂଟିଛନ୍ତି । ସରକାର ଯଥାଶୀଘ୍ରରିଲିଫ୍ ଔଷଧ ଓ ଗୋଖାଦ୍ୟ ପ୍ରଭାବିତଅଂଚଳରେ ରିଲିଫ ଯୋଗାଇ ଦେଇଜନସାଧାରଣଙ୍କ ଜୀବନ ରକ୍ଷାଜଟଣୀ ବିଧାୟକ ବନ୍ୟାଂଚଳ ପରିଦର୍ଶନ କଲେକରିବାକୁ ବିଧାୟକ ଶ୍ରୀ ରାଉତରାୟଦାବି କରିଛନ୍ତି । ଏଠାରେ ସୂଚାଇଦେଉଛକି ପ୍ରତିଦିନ ବନ୍ୟାଂଚଳ ବୁଲିଲୋକମାନଙ୍କ ସୁବିଧା ଅସୁବିଧା ବୁଝିବାସହ ସରକାରଙ୍କ ପାଖରେ ସୁବ୍ୟବସ୍ଥାପାଇଁ ଦାବି ଉପସ୍ଥାପନା କରି ଆସୁଛନ୍ତ

- Advertisement -ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି

More articles

LEAVE A REPLY

Please enter your comment!
Please enter your name here

- Advertisement -ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି

Latest article

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...