28 C
Bhubaneswar
Saturday, September 19, 2020

ଫିନିକ୍ସ ସେବା ପକ୍ଷରୁ ପୁରସ୍କାର ବିତରଣ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର,୧ ।୯(ନି.ପ୍ର): ଫିନିକ୍ସସେବା ସଂଗଠନ ପକ୍ଷରୁ ସ୍ଥାନୀୟ ୟୁନିଟ୍- ୯ସ୍ଥିତ ବୁଦ୍ଧମନ୍ଦିର ପ୍ରାଙ୍ଗଣରେଆୟୋଜିତ ହୋଇଛି ପୁରସ୍କାର ବିତରଣଉତ୍ସବ । ଏଥିରେ ଶ୍ରୀମତୀ ନିବେଦିତାଭଞ୍ଜ, ଏମ୍.ବି.ସି. ସ୍କୁଲର ଅଧ୍ୟକ୍ଷ ଏବଂରୁଚି କମ୍ପାନୀର ପରିଚାଳନା ନିଦେ୍ର୍ଦଶକଡ. ଏସ୍.କେ. ମହାପାତ୍ର, ଟେଲିଜଗତରସୁପରିଚିତ ଅଭିନେତା ମହାପ୍ରସାଦ କର,ବିନୋଦ କୁମାର ପଲେଇ ଆଦି ଅତିଥିରୂପେ ଯୋଗ ଦେଇଛନ୍ତି ।ସୂଚନାଯୋଗ୍ୟ ଗତ୦୮.୦୩.୨୦୨୦ରିଖରେ ଫିନିକ୍ସସେବା ପକ୍ଷରୁ ରାଜଧାନୀକଳାସଂସଦରେ ପ୍ରଥମରୁ ସପ୍ତମ ଶ୍ରେଣୀଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧକସଂଗୀତ ଓ ବକ୍ତୃତା ପ୍ରତିଯୋଗିତା ରଖାଯାଇଥିଲା, ଯାହାର ବିଷୟବସ୍ତୁରହିଥିଲା ନ୍ତଗାନ୍ଧୀ ଓ ସମୟାନୁବର୍ତ୍ତିତା’ ।ଏହାର ଫଳାଫଳ ଘୋଷଣା କରାଯାଇବିଜେତାଙ୍କୁ ପୁରସ୍କାର ଦେଇ ସମ୍ମାନିତକରାଯାଇଛି । ଫିନିକ୍ସ ସେବାର ଅଧ୍ୟକ୍ଷଶ୍ରୀଯୁକ୍ତ ମଲିକ ଆୱେସ୍ଙ୍କ ତତ୍ତ୍ୱାବଧାନରେଖୁବ୍ ସୁନ୍ଦର ଭାବେ କାର୍ଯ୍ୟକ୍ରମହୋଇପାରିଛି । ସରକାରଙ୍କର କୋଭିଡ୍କଟକଣା ନିୟମାନୁଯାୟୀ ଫିନିକ୍ସ ସେବାସଦସ୍ୟ କାର୍ଯ୍ୟକ୍ରମକୁ ଦୀର୍ଘ ୫ ମାସ ଧରିସ୍ଥଗିତ ରଖିଥିଲେ । ବର୍ତ୍ତମାନ ସମୟକୁଉପଯୁକ୍ତ ମନେକରି ଅଭିଭାବକଙ୍କବହୁବାର ଅନୁରୋଧ କ୍ରମେ ଏହା ସମ୍ପନ୍ନକରାଯାଇଛି । ସମସ୍ତ ପ୍ରତିଯୋଗୀଙ୍କୁ ୩ଟିପର୍ଯ୍ୟାୟରେ ଭାଗ କରାଯାଇ ପୁରସ୍କୃତକରାଯାଇଛି । ସେମାନେ ହେଉଛନ୍ତିବକ୍ତୃତା (ସବ୍-ଜୁନିୟର)ରେ ପ୍ରଥମ ସ୍ଥାନଅଧିକାର କରିଛନ୍ତି ଦିବ୍ୟାଂଶା ପଣ୍ଡା, ଦ୍ୱିତୀୟବିଶାଲ କୁମାର ସାହୁ, (ଜୁନିୟର)ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଛନ୍ତିପି୍ରୟଙ୍କା ରଥ, ଦ୍ୱିତୀୟ ସ୍ଥାନରେ ପ୍ରତ୍ୟାଶାପତି, ତୃତୀୟରେ ବିଦ୍ୱାନ ମିଶ୍ର ରହିଛନ୍ତି ।(ସିନିୟର) ବିଭାଗର ପ୍ରଥମ ସ୍ଥାନରେପ୍ରଲିପ୍ତା ଲେଙ୍କା, ଦ୍ୱିତୀୟରେ ସ୍ୱସ୍ତିକ୍ନାରାୟଣ ଖୁଣ୍ଟିଆ ଆଦି ପୁରସ୍କୃତହୋଇଛନ୍ତି । ଏହା ସହ ସଂଗୀତରେ (ସବ୍ଜୁନିଅର) ବିଭାଗର ପ୍ରଥମ ସ୍ଥାନରେଅଭିଜିତ୍ ଦାସ, ଦ୍ୱିତୀୟରେ ଶିବାନୀବେହେରା ଓ ତୃତୀୟରେ ଶିବାନୀବାହାଦୁର । (ଜୁନିୟର) ବିଭାଗରେଦିବ୍ୟାଂଶୁ ଶେଖର ସାହୁ ପ୍ରଥମ, ପର୍ଣ୍ଣିକାରଥ ଦ୍ୱିତୀୟ ଓ ଆଦ୍ୟାଶା ବେଉରା ତୃତୀୟସ୍ଥାନ ଅଧିକାର କରି ଗୌରବାନ୍ୱିତହୋଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...