18 C
Bhubaneswar
Tuesday, November 24, 2020

·ଷୀଙ୍କ ସମସ୍ୟାକୁ ନେଇ ହିଞ୍ଜିଳି ବିଡ଼ିଓଙ୍କୁ ଦାବିପତ୍ର

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ିଞ୍ଜିଳିକାଟୁ,୧ ।୯(ନି.ପ୍ର): କୋଭିଡ -୧୯ ର ପ୍ରକୋପ ଆୟତକୁ ଆଣିବା ପାଇଁଦୀର୍ଘଦିନ ଧରି ସାରା ଜିଲ୍ଲା ସହ ସାରାହିଞ୍ଜିଳିକାଟୁ ବ୍ଲକ୍ ମଧ୍ୟ ଲକଡାଉନ ମଧ୍ୟରେଥିଲା । ତେଣୁ ଅନେକ ଲୋକ ନିଜରଜୀବନ ଜୀବିକା ଏହା ମଧ୍ୟରେହରାଇଛନ୍ତି । ଦୀର୍ଘଦିନ ଧରି ବଜାର ବନ୍ଦଥିବାରୁ ·ଷୀର ଉତ୍ପାଦିତ ଅନେକ ଫସଲବିକ୍ରି ହୋଇନପାରି ନଷ୍ଟ ହୋଇଛି ।ଲକଡାଉନ ଫଳରେ ଅନେକ ·ଷୀସେମାନଙ୍କର ଜୀବିକା ହରାଇଛନ୍ତି ।ବର୍ତ୍ତମାନ ·ଷ କାର୍ଯ୍ୟ ପୁଣି ଆରମ୍ଭ କରିବାପାଇଁ ·ଷୀମାନେ ଅଣ୍ଟା ଭିଡିଲା ବେଳକୁଅର୍ଥାଭାବ ଯୋଗୁଁ ସାର, ବିହନ,କୀଟନାଶକ ଔଷଧ କିଣିବା ପାଇଁ ଅସମର୍ଥଏହା ସହ ଗ୍ରାମ ପଞ୍ଚାୟତ ଗୁଡ଼ିକୁଯୋଗାଇ ଦିଆଯାଉଥିବା ସବ୍ସିଡି ଯୁକ୍ତସାରର ଅଭା ଏବଂ ହିଞ୍ଜିଳିକାଟୁ ବ୍ଲକ୍ଅନ୍ତର୍ଗତ ବିଭିନ୍ନ ଗ୍ରାମ ମାନଙ୍କରେ ଥିବାକେନାଲ ଗୁଡିକର ଉଚ୍ଚତା କମ୍ ଥିବାଯୋଗୁଁ ବର୍ଷା ହେଲେ କେନାଲ ଜଳପଦର ଗୁଡ଼ିକୁ ମାଡ଼ିଯିବା ଫଳରେଅନେକ ପନିପରିବା ଫସଲ ନଷ୍ଟହେଉଛି । ତେଣୁ ସମସ୍ତ ·ଷୀଙ୍କୁ ବିନାମୂଲ୍ୟରେ ସାର, କିଟନାଶକ ଓାଷଧ ଏବଂବିହନ ଯୋଗାଇ ଦେବା ସହ ଅବିଳମ୍ବେହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗ୍ରାମମାନଙ୍କରେ ଥିବା କେନାଲଗୁଡିକରଉଚ୍ଚତା ବୃଦ୍ଧି କରିବା ପାଇଁ ଏସ୍ୟୁସିଆଇ(କମୁ୍ୟନିଷ୍ଟ) ହିଞ୍ଜିଳିକାଟୁ ଆଞ୍ଚଳିକକମିଟି ପକ୍ଷରୁ ଦାବି କରାଯାଇଛି । ଏହିକାର୍ଯ୍ୟକ୍ରମରେ ଏସ୍ୟୁସିଆଇ(ସି)ଅ ।ଞ୍ଚଳିକ ସମ୍ପାଦକ ନିମାଇଁ ଚରଣ ସାହୁସହ ଉଦ୍ଧବ ମହାଙ୍କୁଡ, ଡି. ତିରୁପତିଦୋରା, ନାରାୟଣ ସାହୁ, କାମରାଜୁସାହୁ, ଅନିଲ ସାହୁ, ସୌମ୍ୟରଞ୍ଜନଗୌଡ଼, ବିଭୂତଭୂଷଣ ସାହୁ ଆଦିକର୍ମକର୍ତ୍ତା ଉପସ୍ଥିତ ଥିଲେ

- Advertisement -·ଷୀଙ୍କ ସମସ୍ୟାକୁ ନେଇ ହିଞ୍ଜିଳି ବିଡ଼ିଓଙ୍କୁ ଦାବିପତ୍ର

More articles

LEAVE A REPLY

Please enter your comment!
Please enter your name here

- Advertisement -·ଷୀଙ୍କ ସମସ୍ୟାକୁ ନେଇ ହିଞ୍ଜିଳି ବିଡ଼ିଓଙ୍କୁ ଦାବିପତ୍ର

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...