27 C
Bhubaneswar
Sunday, September 20, 2020

ଗଞ୍ଜାମରୁ କରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୁଲ୍ : ଜିଲ୍ଲାପାଳ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଛତ୍ରପୁର,୧ ।୯(ନି.ପ୍ର): ଗଞ୍ଜାମଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କଅଧ୍ୟକ୍ଷତାରେ ସମସ୍ତ ଗୋଷ୍ଠୀ ଉନ୍ନୟନଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀଅଧିକାରୀ, ସମନ୍ୱିତ ଶିଶୁ ବିକାଶଯୋଜନା ଅଧିକାରୀ, ବ୍ଲକ୍ ସ୍ତରୀୟ ଶିକ୍ଷାଅଧିକାରୀ, ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ କୋଭିଡ୍ ପରି·ଳନାଗତବିସ୍ତୃତ ଆଲୋଚନା କରିଥିଲେ ।ଆଲୋଚନାରେ ଆର୍ ଟି ପି ସି ଅ ।ର୍ଏବଂ ଆଣ୍ଟିଜେନ୍ ପରୀକ୍ଷା, ଗ୍ରାମ ପଞ୍ଚାୟତଓ ୱାର୍ଡ ସ୍ତରୀୟ କୋଭିଡ୍ ପରି·ଳନା,ପରି·ଳନାରେ ସଂଘ ଗୁଡିକ ସଂପୃକ୍ତିକରାଇବା, ଆମସ୍ୱାସ୍ଥ୍ୟ ଆମ ଦାୟିତ୍ୱ,ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ସ୍ୱତନ୍ତ୍ରଭାବେ ପରୀକ୍ଷା, ମିନି କଣ୍ଟେନମେଣ୍ଟଜୋନ୍ର ପରି·ଳନା, ସାମାଜିକ ଦୂରତା,ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଅଣ୍ଡାବଣ୍ଟନ, ଆଡମିଶନ୍, ଡିସ·ର୍ଯ ଓ ମୃତୁ୍ୟଜନୀତ ପଞ୍ଜିକରଣ ଇତ୍ୟାଦି ବିଷୟ ନେଇସୁବିସ୍ତୃତ ଆଲୋଚନା ହୋଇଥିଲା ।ସେପ୍ଟେମ୍ବର ମାସ ଗଞ୍ଜାମ ଜିଲ୍ଲା ପାଇଁଗୁରୁତ୍ୱପୂର୍ଣ୍ଣ । ଗଞ୍ଜାମରୁ କରୋନା ସଂକ୍ରମଣକମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୂଲ୍ ।ତେଣୁ ଜିଲ୍ଲାବାସୀ ସତର୍କ ରହିବା ନିହାତିଆବଶ୍ୟକ । ଅ ।ର୍ଟିପିସିଆର୍ ଏବଂଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହାଲକ୍ଷ୍ୟଧାର୍ଯ୍ୟ କରାଯାଇଛି ତାହା ଯେମିତିପୂରଣ ହେବ ସେଥିପାଇଁ ଦୃଷ୍ଟି ଦିଅନ୍ତୁ,ପୂର୍ବଦିନ ମାନଙ୍କରେ ଯୋଜନା ପ୍ରସ୍ତୁତକରି ପରୀକ୍ଷା କଲେ ଲକ୍ଷ୍ୟଧାର୍ଯ୍ୟ ପୂରଣହୋଇପାରିବ । କମୁ୍ୟନିଟି କ୍ୟାଡର୍କମିଟିକୁ ଚଳଚଞ୍ଚଳ କରି ସେମାନଙ୍କୁଏହି କାର୍ଯ୍ୟରେ ନିୟୋଜିତ କରାନ୍ତୁ ।କୋଭିଡ୍ କେୟାର ହୋମ୍ ସେପ୍ଟେମ୍ବରଶେଷ ପର୍ଯ୍ୟନ୍ତ ·ଲୁ ରହିବ । ହୋମ୍ଆଇସୋଲେସନ୍ ରୋଗୀଙ୍କ ସହ ସ୍ୱାସ୍ଥ୍ୟଅଧିକାରୀ ଗଣ ଜୁମ୍ ମିଟିଂ କରି ତାଙ୍କଅବସ୍ଥା ବୁଝନ୍ତୁ । ସ୍ଥାନୀୟ ଷ୍ଟାଫ୍ଙ୍କୁନେଇ ଟିମ୍ ଗଠନ କରି ସ୍ୱାସ୍ଥ୍ୟ ଯାଞ୍ଚସଂଗ୍ରହ ସହ ସଚେତନତା କାର୍ଯ୍ୟ କରାନ୍ତୁ । ମେଗା ହେଲଥ୍ ସ୍କ୍ରିନିଂ ସର୍ଭେକରାଯିବ । ସ୍ୱୟଂ ସହାୟିକା ଗୋଷ୍ଠୀରେଥିବା ଚଳଚଞ୍ଚଳ ଥିବା ସଭ୍ୟଙ୍କୁକୋଭିଡ୍ ସଖୀ ଭାବେ ଗ୍ରହଣ କରିସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇସେମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ ସଚେତନତାକାର୍ଯ୍ୟ ପରି·ଳନା କରାଯିବ ।ଗର୍ଭବତୀ ମହିଳା ମାନଙ୍କର ସ୍ୱତନ୍ତ୍ରଭାବେ ପରୀକ୍ଷା କରାଯିବ । ମିନିକଣ୍ଟେନମେଣ୍ଟ ଅଞ୍ଚଳରେ ଭଲ କାର୍ଯ୍ୟକରିବା ଯୋଗୁଁ ସଂକ୍ରମଣ ସଂଖ୍ୟାକମିଥିଲା । ବର୍ତ୍ତମାନ ଖୋଲାଯାଉଥିବାଦୋକାନ ଗୁଡିକ ସାମାଜିକ ଦୂରତାପାଳନ କରୁନଥିବା ଦୃଷ୍ଟିକୁ ଅ ।ସୁଛି । ଏଣୁ ଚଢାଉ କରି ସଂପୃକ୍ତଦୋକାନକୁ ସାତ ଦିନ ପର୍ଯ୍ୟନ୍ତ ବନ୍ଦରଖିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳବିଭାଗ ପକ୍ଷରୁ ପ୍ରତି ସୋମବାର ଅଣ୍ଡାବିତରଣ ହେବ । ସେପ୍ଟେମ୍ବର ମାସରେ ·ରି ମାସର ଜାତୀୟ ପେନସନ୍ଯୋଜନା ଭତ୍ତା ଓ ମଧୁବାବୁ ପେନସନ୍ଯୋଜନା ଭତ୍ତା ବଣ୍ଟନ କରାଯିବ ।ସେପ୍ଟେମ୍ବର ମାସରେ ସମସ୍ତ ବିଜ୍ଞାପିତଅଞ୍ଚଳ ପରିଷଦ ଗୁଡିକରେବୃକ୍ଷରୋପଣ କାର୍ଯ୍ୟ କରାଯିବ ।ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳନିଦେ୍ର୍ଦଶ ଦେଇଥିଲେ । ବୈଠକରେସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲପ…ୱାରୀ, ବ୍ରହ୍ମପୁର ଉପ-ଜିଲ୍ଲାପାଳସିନେ୍ଦ ଦତ୍ତାତ୍ରେୟ ଭାଉସାହେବ,ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ,ଡୁଡା ପ୍ରକଳ୍ପ ନିଦେ୍ର୍ଦଶକ ସୁଦାମ ଚରଣମଣ୍ଡଳ, ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନଅଧିକାରୀ ଦିବ୍ୟ ଲୋଚନ ମହାନ୍ତ,ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶପ…ନାୟକ ଓ ଏନ୍. ଆର୍.ଏଚ୍.ଏମ୍.ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମସୁନ୍ଦରତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...