24 C
Bhubaneswar
Tuesday, November 24, 2020

ସ୍ୱର୍ଗଦ୍ୱାରରେ ଶବଦାହ କଟକଣା ଅବଧି ପୁଣି ମାସେ ବଢ଼ିଲା

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

ପୁରୀ,୧ା୯(ନି.ପ୍ର.): ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଲାଗିସ୍ୱର୍ଗଦ୍ୱାରରେ ଶବ ସକ୍ରାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନଉପରେ ଲଗା ଯାଇଥିବା କଟକଣା ଅ ।ଉ ଏକ ମାସ ଲାଗି ବୃଦ୍ଧି କରାଯାଇଛ ।ଫଳରେ ସେପଟେମ୍ବର ଶେଷ ପର୍ଯ୍ୟନ୍ତ ବାହାର ଜିଲ୍ଲାର ଲୋକେସ୍ୱଗଦ୍ୱାରରେ ଶବଦାହ କରିପାରିବେ ନାହିଁ । ତେବେ ପୁରୀ ଜିଲ୍ଲାର ଲୋକେପୂର୍ବପରି ସ୍ୱର୍ଗଦ୍ୱାରେ ଶବଦାହ କରିପାରିବେ ବୋଲି ପୁରୀ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ପକ୍ଷରୁ ଜାରି ନିଦେ୍ର୍ଦଶନାମାରେ କୁହାଯାଇଛି । ଏଥିସହ ପରୀଜିଲ୍ଲାର ଲୋକେ ମହୋଦଧୀରେ ଚିତାଭସ୍ମ ବିସର୍ଜନ କରିପାରିବେ ବୋଲିସୂଚନା ଦିଅ ।ଯାଇଛି । ସେପ୍ଟେମ୍ବର ପହିଲାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁନିଦେ୍ର୍ଦଶନାମା ଜାରି କରାଯାଇ କଟକଣା ଅବଧିକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତବୃଦ୍ଧି କରାଯାଇଛି ।

ଜିଲ୍ଲା ବାହାରୁ ଯେଉଁ ଅ ।ତ୍ମୀୟସ୍ୱଜନ ମୃତକଙ୍କୁ ନେଇ ସ୍ୱର୍ଗଦ୍ୱାରଅ ।ସୁଥିଲେ, ସେମାନଙ୍କୁ ପୂର୍ବ ଭଳି ଜିଲ୍ଲା ଭିତରେ ପ୍ରବେଶ ପାଇଁ ଅନୁମତିମିଳିବନି । କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହିକଠୋର ନିଷ୍ପତ୍ତିକୁ ପୁଣି ସେପଟେମ୍ବର ମାସ ଲାଗି ବଳବତ୍ତର ରଖିଛି ।ଜୁଲାଇ ୭ ତାରିଖରେ ଏହି କଟକଣା ଜାରି କରି ପରବର୍ତ୍ତୀ ଘୋଷଣାପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ ।ସ୍ୱର୍ଗଦ୍ୱାରରେ ସକ୍ରାର କଲେ ମୃତକଙ୍କୁ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସରହିଛି । ଏହି ବିଶ୍ୱାସ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ମୃତକଙ୍କୁ ନେଇଅ ।ତ୍ମୀୟସ୍ୱଜନମାନେ ସ୍ୱର୍ଗଦ୍ୱାର ଅନ୍ତିମ ସଂସ୍କାର ପାଇଁ ଅ ।ସିଥା’ନ୍ତି ।ସ୍ୱର୍ଗଦ୍ୱାରରେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଧାର୍ମିକ ଭାବନା ଜଡ଼ିତ ରହିଥିବାରୁକରୋନା କଟକଣା ଭିତରେ ବି ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଅନ୍ତିମସଂସ୍କାର କରିବାକୁ ଜିଲ୍ଲା ପ୍ରଶାସନ ସୁଯୋଗ ଦେଉଥିଲାୟ କିନ୍ତୁ ବର୍ତ୍ତମାନପରିସ୍ଥିତି ବଦଳିଛ । କରୋନା ଭୂତାଣୁ ଭୟଙ୍କର ଭାବେ ମାଡ଼ି ·ଲିଛି ।ଅମାନିଅ ।ଙ୍କ ଯୋଗୁଁ ଏହା ଭିତରେ ସ୍ଥାନୀୟ ସଂକ୍ରମଣ ବି ବିବାରେ ଲାଗିଛି ।

- Advertisement -ସ୍ୱର୍ଗଦ୍ୱାରରେ ଶବଦାହ କଟକଣା ଅବଧି ପୁଣି ମାସେ ବଢ଼ିଲା

More articles

LEAVE A REPLY

Please enter your comment!
Please enter your name here

- Advertisement -ସ୍ୱର୍ଗଦ୍ୱାରରେ ଶବଦାହ କଟକଣା ଅବଧି ପୁଣି ମାସେ ବଢ଼ିଲା

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...