27 C
Bhubaneswar
Sunday, September 20, 2020

ପୂର୍ବତଟ ରେଳପଥର ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି କାର୍ଯ୍ୟ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର,୧ା୯(ନି.ପ୍ର.): ଲକ ଡାଉନ ସମୟକୁବୁଦ୍ଧିମତାର ପରିଚୟ ଦେଇ ସମୟକୁ ସଦୁପଯୋଗ ଭାବେବ୍ୟବହାରକରି ପୂର୍ବତଟ ରେଳପଥ ବହୁ ସୁରକ୍ଷା ସମ୍ବନ୍ଧୀୟଭିତ୍ତିଭୂମି କାର୍ଯ୍ୟ ସମ୍ପାଦନ କରିପାରିଛି ଯାହାକି ସ୍ୱାଭାବିକସମୟରେ ଟ୍ରେନ ଚଳାଚଳର ସେବାକୁ ଅନେକ ଦିନ ପର୍ଯ୍ୟନ୍ତଗୁରୁତର ଭାବେ ପ୍ରଭାବିତ କରିଥାନ୍ତା ।ରେଳସେବାକୁ ପ୍ରଭାବିତ ନକରି ପୂର୍ବତଟ ରେଳପଥ ବହୁଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧୀୟ ଭତ୍ତିଭୂମି କାର୍ଯ୍ୟକୁ ସୁ·ରୁ ଭାବେସମ୍ପାଦନ କରିପାରିଛି । ୍ସ୍ୱ୍ୱାଭାବିକ ସମୟରେ ଏହିସବୁ କାର୍ଯ୍ୟପାଇଁଟ୍ରେନ ସେବା ପ୍ରଭାବିତ ହୋଇଥାନ୍ତା ଯାହାକି ସମୁଦାୟ ୪୯୧ଘଣ୍ଟା ବିନିଯୋଗ ହୋଇଥାନ୍ତା ।ବିଭିନ୍ନ ସ୍ଥାନରେ ୦୮ ଟି ଉପାମାର୍ଗ ପାଇଁ ସିମେଣ୍ଟ କଂକ୍ରିଟବକ୍ସ ସ୍ଥାପନ କରାଯାଇଛି ଯାହାପାଇଁ ସ୍ୱାଭାବିକ ସମୟରେ ଟ୍ରେନସେବା ପ୍ରଭାବିତ ସହିତ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଥାନ୍ତାଏବଂ ଏଥିପାଇଁ ପ୍ରାୟ ୭୪ ଘଣ୍ଟା ସମୟ ବିନିଯୋଗ ହୋଇଥାନ୍ତାଓ ଏହି ସମୟ ମଧ୍ୟରେ ୩ଟି ଲେଭଲ କ୍ରସିଂ ନିର୍ମାଣ କରାଯାଇବିକଳ୍ପ ପଥ ସୁବିଧା ପ୍ରଦାନ କରାଯାଇଛି ।ଲକ ଡାଉନ ସମୟରେ ପୂର୍ବତଟ ରେଳପଥ ପରିସୀମାମଧ୍ୟରେ ୧୬ ଟି ପୋଲର ନବୀକରଣ କରାଯାଇଛି ଯାହାକିସ୍ୱାଭାବିକ ସମୟରେ ୬୯ ଘଣ୍ଟା ଟ୍ରେନ ସେବା ପ୍ରଭାବିତକରିଥାନ୍ତା । ଲକ ଡାଉନ ସମୟରେ ଭୁବନେଶ୍ୱର ଷ୍ଟେସନଠାରେ ଫୁଟ ଓଭର ବ୍ରିଜ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟରେ ୪ଟିଗାର୍ଡ଼ର ସ୍ଥାପନ କରାଯାଇଛି ଯାହାକି ସ୍ୱାଭାବିକସମୟରେ ତିନି ଘଣ୍ଟା ବିନିଯୋଗ ହୋଇଥାନ୍ତା ।ଏହି ସମୟ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ୨୩ସେଟ ଥିକ ୱେଭ ସୁଇଚର ନବୀକରଣ କରାଯାଇଛିଯାହାକି ସ୍ୱାଭାବିକ ସମୟରେ ୭୦ ଘଣ୍ଟା ସମୟଲାଗିଥାନ୍ତା ଏବଂ ଟ୍ରେନ ସେବା ପ୍ରଭାବିତହୋଇଥାନ୍ତା ।୬୦ଟି ରେଲ ପ୍ୟାନେଲ କାର୍ଯ୍ୟକୁ ପୂର୍ବତଟରେଳପଥ ଲକ ଡାଉନ ସମୟରେ ସମ୍ପାଦନକରିପାରିଛି ଯାହାକି ୧୨ ଘଣ୍ଟା ସମୟ ଖର୍ଚକରିବାକୁ ପଡିଥାନ୍ତା ।ପୂର୍ବତଟ ରେଳପଥ ଲକ ଡାଉନ ସମୟରେପ୍ରାୟ ୨୧ ଟ୍ରାକ କିଲୋମିଟରର ବାଲାଷ୍ଟ ସଫାଈକାର୍ଯ୍ୟ ସମ୍ପାଦନ କରିପାରିଛି ଯାହାକି ସ୍ୱାଭାବିକସମୟରେ ୧୯୪ ଘଣ୍ଟା ସମୟ ବିନିଯୋଗହୋଇଥାନ୍ତା । ଏହି କାର୍ଯ୍ୟରେ ବାଲାଷ୍ଟ ରୁ ମାଟି କୁସଫା କରାଯାଇଥାଏ ଏବଂ ଟ୍ରେନ ଚଳାଚଳ ପାଇଁ ଏହା ଅତ୍ୟନ୍ତଗୁରୁôବରପୂର୍ଣ୍ଣ ହୋଇଥାଏ ।ଏହି ସମୟ ମଧ୍ୟରେ ୬୮.୫ ଟ୍ରାକ କିଲୋମିଟର ବାଲାଷ୍ଟଟାମ୍ପିଙ୍ଗ କାର୍ଯ୍ୟ ସମ୍ପାଦନ କରାଯାଇ ପାରିଛି ଯାହାକି ସ୍ୱାଭାବିକଟ୍ରେନ ଚଳାଚଳ ସମୟରେ ୪୩ ଘଣ୍ଟା ଲାଗିଥାନ୍ତା ଓ ଏହି କାର୍ଯ୍ୟଦ୍ୱାରା ରେଲ ସ୍ଲିପର କୁ ।ଲାଷ୍ଟ ଦ୍ୱାରା ପୁର୍ଣ କରାଯାଇ ଟ୍ରାକ କୁସୁଦୃଢ କରାଯାଇଥାଏ ।ଏହା ବ୍ୟତୀତ ଚରବାଟିଆ, ଗୁରୁଡ଼ିଝଟିଅ । ଓ କପିଳାସରୋଡ଼ ଷ୍ଟେସନ ଠାରେ ଫୁଟ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ,କରାଯାଇଛି । ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ଦ୍ୱାରାଟ୍ରେନ ଚଳାଚଳ କ୍ଷେତ୍ରରେ ବେଗ ବୃଦ୍ଧି ପାଇପାରିବ ଏବଂଅଧିକ ଟ୍ରେନ ଯାତାୟାତ କରିପାରିବ ଓ ଏହା ସହିତ ବହୁଷ୍ଟେସନ ଠାରେ ଅ ।ଧୁନିକୀ କାରଣ କାର୍ଯ୍ୟ ଯଥା ପ୍ଲାଟଫର୍ମଗୁଡିକର ଉଚ୍ଚତା କରିବା, ଲମ୍ବା ବୃଦ୍ଧି କରିବା, ପ୍ଲାଟଫର୍ମ ସେଡଯୋଗାଇଦେବା, ବିସ୍ତୃତ ଅଂଚଳ ଗୁଡିକର ସୌନ୍ଦର୍ଯ୍ୟକରଣକାର୍ଯ୍ୟ ସମ୍ପାଦନ କରିବା ସହିତ ଯାତ୍ରୀ ପରିଷେବା କାର୍ଯ୍ୟଯଥା କିଛି ଷ୍ଟେସନ ଠାରେ ଲିଫ୍ଟ ବ୍ୟବସ୍ଥା, ସହିତ ଅନେକକାର୍ଯ୍ୟ ମଧ୍ୟ କରାଯାଇପାରିଛି । ଏହା ସହିତ ଗୁରୁତ୍ୱପୂର୍ଣ୍ଣଇଲେକ୍ଟ୍ରିକାଲ, ମେକାନିକାଲ, ଦୂରସଂ·ର ଓ ସାଙ୍କେତିକକାର୍ଯ୍ୟ ମଧ୍ୟ ସମ୍ପାଦନ କରାଯାଇଛି ଏହି ଲକ ଡାଉନ ସମୟରେଯାହାକି ବହୁ ସମୟ ସ୍ୱାଭାବିକ ସମୟରେ ବିନିଯୋଗହୋଇଥାନ୍ତା ଏବଂ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଥାନ୍ତା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...