24 C
Bhubaneswar
Wednesday, November 25, 2020

କାର୍ଯ୍ୟକାରୀ ହେବ “ଏକ ଜିଲ୍ଲା ଏକ ଉତ୍ପାଦ’

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଭୁବନେଶ୍ୱର,୧ା୯(ନି.ପ୍ର.): ମୁଖ୍ୟମନ୍ତ୍ରୀନବୀନ ପ…ନାୟକ ରାଜ୍ୟରେ ଭାରତ ସରକାରଙ୍କ”ଏକ ଜିଲ୍ଲା ଏକ ଉତ୍ପାଦ’ ସ୍କିମ୍ ଅଧୀନରେପ୍ରଧାନମନ୍ତ୍ରୀ ଔପ·ରିକ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣଉଦ୍ୟୋଗ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁମତିପ୍ରଦାନ କରିଛନ୍ତି । ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମଉଦ୍ୟୋଗ ବିଭାଗକୁ ରାଜ୍ୟ ସରକାର ନୋଡାଲବିଭାଗ ଏବଂ ଶିଳ୍ପ ନିଦେ୍ର୍ଦଶକଙ୍କୁ ନୋଡାଲଅଧିକାରୀ ଭାବେ ମନୋନୀତ କରିଛନ୍ତି । ଏଥିସହିତ ଅ ।ପିକଲ, ଭୁବନେଶ୍ୱରକୁ ଏହି ସ୍କିମ୍କୁରୂପାୟନ କରିବା ପାଇଁ ନୋଡାଲ୍ ସଂସ୍ଥା ଭାବେବଛା ଯାଇଛି । ଏହି ସ୍କିମ୍ ରାଜ୍ୟରେ ଖାଦ୍ୟପ୍ରକ୍ରିୟାକରଣରେ ନିୟୋଜିତ ଥିବା ଅଣସଂଗଠିତଉଦ୍ୟୋଗୁଡ଼ିକୁ ତଥା କୃଷକ ଉତ୍ପାଦକ ସଂଘ,ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ସମବାୟସମୂହଗୁଡ଼ିକୁ ସହାୟତା ପ୍ରଦାନ କରିବା ସହ “ଏକଜିଲ୍ଲା ଏକ ଉତ୍ପାଦ’ ଅ ।ଧାରରେ ସମଗ୍ରମୂଲ୍ୟଶୃଙ୍ଖଳ (ଭାଲୁ୍ୟଚେନ୍)କୁ ପ୍ରୋତ୍ସାହିତ କରିସେମାନଙ୍କ ଅ ।ବଶ୍ୟକ ଭିତ୍ତିଭୂମିର ବିକାଶ, ବ୍ରାଣ୍ଡିଂଏବଂ ବିପଣନ ସହାୟତା, ଦକ୍ଷତା ବିକାଶ ତାଲିମପ୍ରଦାନ ଏବଂ ଏସବୁ ଉପରେ ଅଧିକ ଗବେଷଣା ଆଦିକାର୍ଯ୍ୟରେ ସାହାଯ୍ୟ କରାଯିବ ।କେତେକ ଯୋଗ୍ୟ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣଉଦ୍ୟୋଗଗୁଡ଼ିକୁ ଋଣ ଯୋଗାଣର ବ୍ୟବସ୍ଥା କରାଯିବାସହ ମୂଳଧନ ଉପରେ ୩୫% ହିସାବରେ ସର୍ବାଧିକ୧୦ ଲକ୍ଷ ଟଙ୍କା ଯାଏ ରିହାତି ଦେବାର ପ୍ରାବଧାନରଖାଯାଇଛି । ଏପରିକି ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ/ସଭ୍ୟାମାନଙ୍କ ଜଣକୁ ପ୍ରାରମ୍ଭିକ ପୁଞ୍ଜି ଭାବେ ୪୦ ହଜାରଟଙ୍କା ଯୋଗାଇଦେବା ସହ ଗୋଟିକିଅ । ଉଦ୍ୟୋଗକୁସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ।ଏଥି ପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ପ୍ରଥମ କିସ୍ତିରେ୨.୩୧ କୋଟି ଟଙ୍କା ପାଇଛି । ଏହି ସ୍କିମ୍ର ସୁଫଳଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାକୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି,ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ, ଶିଳ୍ପନିଦେ୍ର୍ଦଶକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗନିଦେ୍ର୍ଦଶକ, କୃଷି ଉଦ୍ୟାନ ବିଭାଗ ନିଦେ୍ର୍ଦଶକ,ପରି·ଳନା ନିଦେ୍ର୍ଦଶକ, ଅ ।ପିକଲ୍, ମିଶନ ଶକ୍ତି,ପ୍ରାଣୀସଂପଦ ବିଭାଗ, ମତ୍ସ୍ୟ ବିଭାଗ, ଓଡ଼ିଶା ଜୀବିକାମିଶନ, ଓର୍ମାସ୍ରପଦସ୍ଥ ଅଧିକାରୀ, ରାଜ୍ୟ ସ୍ତରୀୟବ୍ୟାଙ୍କର୍ସ କମିଟି, ଭାରତୀୟ କୃଷି ଗବେଷଣା ପରିଷଦରବୈଜ୍ଞାନିକଙ୍କୁ ନେଇ କେଉଁ ଜିଲ୍ଲାରେ କେଉଁ ଉଦ୍ୟୋଗକରାଯିବ ତାହା ଚୂଡାନ୍ତ କରାଯାଇଛି ।ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖଶାସନ ସଚିବ ଅ ।ଗୁଅ । ପଦକ୍ଷେପ ଭାବେ ପ୍ରତି ଜିଲ୍ଲାକୁପ୍ରାରମ୍ଭିକ ରିହାତି ଭାବେ ୩୦ ଲକ୍ଷ ଟଙ୍କା ପ୍ରଦାନ ପାଇଁଧାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କଠାରୁ ପ୍ରାପ୍ତ ଏହିଅନୁଦାନକୁ କିପରି ଭାବେ ସଫଳତାର ସହ ତ୍ୱରିତବିନିଯୋଗ କରାଯାଇ ପାରିବ ସେଥି ପାଇଁ ସମସ୍ତନିଦେ୍ର୍ଦଶକମାନଙ୍କୁ ନିଦେ୍ର୍ଦଶ ଦିଅ ।ଯାଇଛି । ଏସବୁଉଦ୍ୟୋଗଗୁଡ଼ିକୁ ସଫଳ ଭାବେ କାଯର୍ୟାନ୍ୱୟନ କରିବାପାଇଁ ଅ ।ବଶ୍ୟକୀୟ ଦକ୍ଷତା ବିକାଶ ତାଲିମ ପ୍ରଦାନକରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକବିଶ୍ୱବିଦ୍ୟାଳୟକୁ ନୋଡାଲ ଏଜେନ୍ସି ଭାବେବଛାଯାଇଛି । “ଏକ ଜିଲ୍ଲା ଏକ ଉତ୍ପାଦ’ ସ୍କିମ୍ରେ କେଉଁଜିଲ୍ଲାରେ କେଉଁ ଉଦ୍ୟୋଗ ପ୍ରକଳ୍ପ ରୂପାୟନ କରାଯିବତାହା ନିର୍ଦ୍ଧାରିତ ହୋଇଛି । ସେଥିରେ ଅ ।ମ୍ବ ଫଳ ଭିତ୍ତିକଉତ୍ପାଦ ପାଇଁ ଅନୁଗୋଳ, ବୌଦ୍ଧ, ଢେଙ୍କାନାଳ,କେଉଁଝର, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ।ମତ୍ସ୍ୟଭିତ୍ତିକ ଉଦ୍ୟୋଗ ପାଇଁ ବାଲେଶ୍ୱର ଭଦ୍ରକ ଓ ଗଞ୍ଜାମ । ବାଦାମ ତୈଳବୀଜ ଭିତ୍ତିକ ଉଦ୍ୟୋଗରେ ବରଗଡ଼ ଓ ଯାଜପୁର,କଦଳୀ ପ୍ରକ୍ରିୟାକରଣ ପାଇଁ ବଲାଙ୍ଗୀର ଓ କଳାହାଣ୍ଡି, ଦୁଗ୍ଧଭିତ୍ତିକ ଉଦ୍ୟୋଗରେ କଟକଏବଂ ଜଗତସିଂହପୁର, କମଳା ଜାତୀୟ ଫଳ ପାଇଁ ଦେବଗଡ଼, ଲଙ୍କାଗୁଣ୍ଡ ମସଲା ପାଇଁଝାରସୁଗୁଡ଼ା ଓ ସମ୍ବଲପୁର, ହଳଦୀଗୁଣ୍ଡ ମସଲା ପାଇଁ କନ୍ଧମାଳ, ନଡ଼ିଅ । ଜାତୀୟ ଉଦ୍ୟୋଗପାଇଁ କେନ୍ଦ୍ରାପଡ଼ା ଓ ପୁରୀ । ଅଦା ପ୍ରକ୍ରିୟାକରଣ ପାଇଁ କୋରାପୁଟ, ମିଲେଟ୍ ପାଇଁ ନୂଅ ।ପଡ଼ାଓ ମାଲକାନଗିରି, ଛତୁ ପାଇଁ ଖୋର୍ଦ୍ଧା, ଅ ।ମ୍ବଭିତ୍ତିକ ମହୁ ପ୍ରକ୍ରିୟାକରଣ ପାଇଁ ମୟୂରଭଞ୍ଜ,ଅ ।ଖୁଭିତ୍ତିକ ଉଦ୍ୟୋଗ ପାଇଁ ନୟାଗଡ଼, ତେନ୍ତୁଳି ଉଦ୍ୟୋଗ ପାଇଁ ରାୟଗଡ଼ା ଓ ସପୁରୀପ୍ରକ୍ରିୟାକରଣ ନିମନ୍ତେ ଗଜପତି ଜିଲ୍ଲାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି

- Advertisement -କାର୍ଯ୍ୟକାରୀ ହେବ "ଏକ ଜିଲ୍ଲା ଏକ ଉତ୍ପାଦ'

More articles

LEAVE A REPLY

Please enter your comment!
Please enter your name here

- Advertisement -କାର୍ଯ୍ୟକାରୀ ହେବ "ଏକ ଜିଲ୍ଲା ଏକ ଉତ୍ପାଦ'

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...