29 C
Bhubaneswar
Saturday, September 19, 2020

ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ବ୍ରହ୍ମପୁର,୩୧ ।୮(ନି.ପ୍ର): ଆସନ୍ତା ବର୍ଷଜାନୁୟାରୀ ମାସ ଶେଷଠାରୁ ମାର୍ଚ୍ଚ ୩୧ମଧ୍ୟରେ ·ଷୀ ମାନଙ୍କଠାରୁ ଧାନ ସଂଗ୍ରହପ୍ରକ୍ରିୟା ·ଲିବ । ଏହାକୁ ଦୃଷ୍ଟିରେ ରଖି·ଷୀ ଯେପରି ସଂଘର୍ଷମୁକ୍ତ ହୋଇ ଧାନବିକ୍ରୟ କରିପାରିବେ ସେ ଦିଗରେ ସମସ୍ତଚୂଡାନ୍ତ ପ୍ରକ୍ରିୟା କରିବାକୁ ଗଞ୍ଜାମଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଧାନସଂଗ୍ରହ ପ୍ରକ୍ରିୟାରେ ଯେପରି କୌଣସି ତ୍ରୁଟିରହିବନି ଏବଂ କୌଣସି ସମସ୍ୟାଦେଖାଯିବ ନାହିଁ ସେ ଦିଗରେ ସଜାଗହେବାକୁ ସମସ୍ତ ସଂପୃକ୍ତ ବିଭାଗୀୟଅଧିକାରୀ ମାନଙ୍କୁ ଅ ।ଜି ଅନୁଷ୍ଠିତ ଭିଡିଓକନ୍ଫରେନ୍ସିଂ ବୈଠକରେ ଗଞ୍ଜାମଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖରିଫ୍ଧାନ ସଂଗ୍ରହ ନିମନ୍ତେ ·ଷୀମାନଙ୍କରପଞ୍ଜିକରଣ କାର୍ଯ୍ୟକୁ ôତ୍ୱ୍ୱରାନ୍ୱିତ କରିବାକୁକହିଥିଲେ ।

ବିଗତ ବର୍ଷ ଖରିଫ୍ ଧାନନିମନ୍ତେ ଜିଲ୍ଲାର ୧ଲକ୍ଷ ୩୪ ହଜାର୪୬୨ ଜଣ ·ଷୀ ପଞ୍ଜିକରଣକରିଥିଲେ । ଚଳିତ ବର୍ଷର ଖରିଫ୍ ଧାନନିମନ୍ତେ ଏ ଯାବତ୍ ୧ଲକ୍ଷ ୦୩ ହଜାର୯୦୯ଜଣ ·ଷୀ ପଞ୍ଜିକରଣ କରିଛନ୍ତି ।ଯାହାକି ଶତକଡା ୭୭ ପ୍ରତିଶତ । ଯେଉଁବ୍ଲକ୍ରେ ପଞ୍ଜିକରଣ ସଂଖ୍ୟା କମିଯାଇଛି୩ ଦିନ ମଧ୍ୟରେ ଶେଷ କରିବାକୁକୁହାଯାଇଛି । ବଳକା ଥିବା ·ଷୀମାନଙ୍କର ପଞ୍ଜିକରଣ ମିଶନ୍ ମୋଡ୍ରେକରନ୍ତୁ, କୌଣସି ·ଷୀ ଯେମିତିପଞ୍ଜିକରଣରୁ ବାଦ୍ ପଡିବେ ନାହିଁ ସେଥିପ୍ରତିଦୃଷ୍ଟି ଦେବାକୁ ଜଣାଇଥିଲେ ।

କରୋନାପରିସ୍ଥିତିରେ କୃଷିକାର୍ଯ୍ୟକୁ ବାଦ୍ ଦେଇ ସବୁକାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ତେଣୁଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ । ଧାନ ସଂଗ୍ରହପ୍ରକ୍ରିୟା ବେଳେ ସାମାଜିକ ଦୂରତା ଯେପରିବଜାୟ ରହିବ ସେ ଦିଗରେ ସଜାଗରହିବାକୁ କହିଥିଲେ । ସୋସିଅ ।ଲ୍ ମିଡିଆମାଧ୍ୟମରେ ବହୁଳ ପ୍ର·ର ପ୍ରସାରକୁ ଗୁରୁତ୍ୱଦେବା ପାଇଁ ଜିଲ୍ଲାପାଳ ଜଣାଇଥିଲେ ।ଭିଡିଓ କନ୍ଫରେନ୍ସିଂରେ ଅତିରିକ୍ତ ଜିଲ୍ଲାପାଳଅମୀୟ କୁମାର ସାହୁ, ଉପଜିଲ୍ଲାପାଳଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲାଯୋଗାଣ ଅଧିକାରୀ ଉମା ଶଙ୍କର ପତି,ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ରକୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷାମୁଣ୍ଡା, ସମବାୟ ଉପନିବନ୍ଧକ ବ୍ରହ୍ମପୁରଡିଭିଜନ୍ ବିଶ୍ୱରଞ୍ଜନ ଦାଶ,ଏଆର୍ସିଏସ୍ ସୁକାନ୍ତ କୁମାର ପାଢୀ ପ୍ରମୁଖଉପସ୍ଥିତ ଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...