34 C
Bhubaneswar
Friday, September 18, 2020

ବୟନ ଶିଳ୍ପପାର୍କ ପ୍ରତିଷ୍ଠା ପାଇଁ ଦାବି

Must read

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

ିଞ୍ଜିଳିକାଟୁ, ୩୧ ।୮(ନି.ପ୍ର): ସମଗ୍ରବିଶ୍ୱ ଅ ।ଜି କରୋନାର କରାଳ ଛାୟାରେଜର୍ଜରିତ । ଏହି ମହାମାରୀ ସାରା ବିଶ୍ୱକୁଦୀର୍ଘ ପାଞ୍ଚ ମାସରୁ ଊଦ୍ଧ୍ୱର୍ ସମୟ ଧରି ସମଗ୍ରମାନବ ସମାଜକୁ ଦୟନୀୟ କରିବା ସହବିଶ୍ୱ ଅର୍ଥନୀତିକୁ ମଧ୍ୟ ସମ୍ପୂର୍ଣ ରୂପେ ଉଜାଡିଦେଇଛି । ଏହି ସାମ୍ପ୍ରତିକ ପରିସ୍ଥିତିରେପ୍ରବାସୀ ଶ୍ରମିକମାନେ ଜିଲ୍ଲାକୁ ଫେରିଥିବାରୁବେରୋଜଗାରୀ ଏକ ବଡ ସମସ୍ୟା ରୂପେମୁଣ୍ଡ ଟେକିଛି । ସୁରଟ, ମୁମ୍ବାଇ,ଆନ୍ଧ୍ରପ୍ରଦେଶ ଇତ୍ୟାଦି ଅଞ୍ଚଳରୁ ଅ ।ସିଥିବାଶ୍ରମିକ ମାନଙ୍କ ପାଇଁ କିପରି ଅଧିକରୁଅଧିକ ଆତ୍ମ ନିଯୁକ୍ତି ସୃଷ୍ଟି କରାଯାଇ ପାରିବଏବଂ ତତ୍ ସଙ୍ଗେସଙ୍ଗେ ଲଘୁ ଉଦ୍ୟୋଗଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ କିପରି ନୂଅ ।ସମ୍ଭାବନା ସୃଷ୍ଟି କରାଯାଇ ପାରିବସେଥିପାଇଁ ସରକାରୀ ସ୍ତରରେ ପଦକ୍ଷେପନେବା ଅ ।ବଶ୍ୟକତା ରହିଛି ।

କିନ୍ତୁବିଡମ୍ବନାର ବିଷୟ ଗତ ୩୦ ବର୍ଷ ତଳେରେଶମ ସହର ବ୍ରହ୍ମପୁରର ପାଟ, ପିତଳଗାମୁଛା ଓ କଟନ ଶାୀ, ଅ ।ସ୍କା କଟନଶାୀ, ପଦ୍ମ ନାଭପୁରର ବସ୍ତ୍ର, ହିଂଜିଳୀଅଞ୍ଚଳର ସୂତା ଲୁଗା କିମ୍ବା ସମ୍ବଲପୁରୀପାଟ ଇତ୍ୟାଦି ଏକ ମୁଖ୍ୟ ରୋଜଗାରରପନ୍ଥା ସାଜିଥିବା ସ୍ଥଳେ ବର୍ତ୍ତମାନ ଏହାକେବଳ ହସ୍ତତନ୍ତ ମଧ୍ୟରେ ହିଁ ଶିରୋନାମାପାଲଟି ରହିଯାଇଛି ।

ବ୍ରହ୍ମପୁର ପାଟବିଭିନ୍ନ ପ୍ରୋତ୍ସାହନର ଅଭାବ ତଥାଅନ୍ୟାନ୍ୟ ପାରିପାଶ୍ୱିର୍କ ସମସ୍ୟା ଯୋଗୁଁକୁଶଳୀ କାରିଗରମାନେ ତାଙ୍କ କୌଳିକବୃତ୍ତିକୁ ଛାଡି ଅନ୍ୟ ରାଜ୍ୟାଭିମୁଖିହେଉଛନ୍ତି । ବିଭିନ୍ନ ରାଜ୍ୟରେ ଶ୍ରମ ଭିତ୍ତିକକାର୍ଯ୍ୟରେ ନିୟୋଜିତ ଓଡ଼ିଆ ଶ୍ରମିକମାନେକରୋନା ମହାମାରୀ ଯୋଗୁଁ ଜୀବନଜୀବିକା ହରାଇ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନକରିଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ସୁରତ, ମୁମ୍ବାଇ,ବାଙ୍ଗାଲୋର, ହାଇଦ୍ରାବାଦ ଆଦି ସ୍ଥାନରୁନିଜ ଭିଟାମାଟିକୁ ଫେରିଛନ୍ତି । ସେମାନଙ୍କରଭିତରୁ କୁଶଳୀ ଏବଂ ଅଣ କୁଶଳୀ ଶ୍ରମିକ୩ଲକ୍ଷରୁ ଊଦ୍ଧ୍ୱର୍ଙ୍କୁ ନେଇ ଜିଲ୍ଲାରେ ଏକବୟନ ଶିଳ୍ପ ପାର୍କ ରାଜ୍ୟ ସରକାରଙ୍କତରଫରୁ କାର୍ଯ୍ୟକ୍ଷମ କରାଗଲେ ଗଞ୍ଜାମଜିଲ୍ଲାର ଅର୍ଥନୀତି ସୁଦୃଢ଼ ହେବା ସହରୋଜଗାରର ମାଧ୍ୟମ ସୁଯୋଗ ସୃଷ୍ଟି ହୋଇପାରିଥାଆନ୍ତା ।

ତେଣୁ ମୁଖ୍ୟମନ୍ତ୍ରୀ ଗଞ୍ଜାମଜିଲ୍ଲାରେ ଏକ ବୟନ ଶିଳ୍ପ ପାର୍କ ନିର୍ମାଣକରିବା ପାଇଁ ଆନ୍ତରିକତା ପ୍ରକାଶ କରିଗୁରୁତର ସହ ଅନୁଧ୍ୟାନ କରି ପ୍ରତ୍ୟକ୍ଷହସ୍ତକ୍ଷେପ କରି କାର୍ଯ୍ୟ କରିବା ଉଚିତୟବୋଲି ସୁଗମ ପ୍ରତିଷ୍ଠାନ ତରଫରୁ ଦାବିକରାଯାଇଛି । ଆଜି ଏନେଇ କିଛିସମାଜସେବୀ ଏବଂ କାରିଗରମାନେମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ରସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନକରିଛନ୍ତି । ସମାଜସେବୀ ତଥା ଅଧିବକ୍ତାଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଶ୍ରୀକାନ୍ତ ପାଢ଼ୀ,ଅରୁଣ ପାଠୀ, ଚିନ୍ତାମଣି ବେହେରା, ପ୍ରଶାନ୍ତପାଣିଗ୍ରାହୀ, ଆଲୋକ କୁମାର ନାୟକ,ରବୀନ୍ଦ୍ର ବେହେରା, ରାଜେନ୍ଦ୍ର ଗୌଡ଼,କବିରାଜ ବେହେରା, ପ୍ରକାଶ ବେହେରା,ରମେଶ ବେହେରା, ଭଗବାନ ପଣ୍ଡା,ନାରାୟଣ ସାହୁ, ଚିତ୍ରସେନ ପାଢ଼ୀ ପ୍ରମୁଖଏଥିରେ ସାମିଲ ହୋଇଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...