24 C
Bhubaneswar
Tuesday, November 24, 2020

ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ସ୍ୱାୟତ୍ତ ଶାସନ ଦିବସ

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

ମାଲକାନଗିରି,୩୧/୮(ନି.ପ୍ର):ମାଲକାନଗିରି ପୌରପରିଷଦ ଠାରେନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସକୋଭିଡ-୧୯ ନିୟମକୁ ଦୃଷ୍ଟିରେ ରଖିନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ମାଲକାନଗିରିବିଧାୟକ ଅ ।ଦିତ୍ୟ ମାଢି, ମୁଖ୍ୟବକ୍ତାଭାବେ ଜିଲ୍ଲା ଅ ।ଦିବାସୀ ଉନ୍ନୟନ ବିକାଶପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ପୌରପରିଷଦର ଚେୟାରମେନ ତଥାମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ,ପିଡ଼ି ଡିଅ ।ରଡିଏ ବାଳମୁକୁନ୍ଦ ଭୂୟାଁ,ପୌରପରିଷଦର ପୂର୍ବତନ ଅଧକ୍ଷ୍ୟାରାଜବନ୍ତ କୌର, କାର୍ଯ୍ୟନିର୍ବାହୀଅଧିକାରୀ ତ୍ରିଶୂଳ ମାରାଡି ଉପସ୍ଥିତ ରହିପ୍ରଥମେ ପ୍ରତିମୂର୍ତ୍ତିଙ୍କୁ ଫୁଲମାଳ ଅର୍ପଣ କରିବୃକ୍ଷ ରୋପଣ କରାଯାଇଥିଲା । ତାପରେଜାତୀୟ ପତାକା ଉତ୍ତୋଳନ କରି ଜାତୀୟସଙ୍ଗୀତ ଗାନ କରି ଜଗନ୍ନାଥଙ୍କପ୍ରତିମୂର୍ତ୍ତିରେ ଦୀପ ଲଗାଇ ପୁଷ୍ପମାଲ୍ୟଅର୍ପଣ କରି ମଞ୍ଚ ଉପରେ ଆସନ ଗ୍ରହଣକରିଥିଲେ । ମୁଖ୍ୟବକ୍ତା ଅ ।ଜିର ଏହିଦିବସ ଅବସରରେ ବକ୍ତବ୍ୟ ରଖିଥିଲେ ।

ମୁଖ୍ୟତଃ କରୋନା ଭଳି ମହାମାରିରେଯୋଧ୍ୟା ଭାବେ କାର୍ଯ୍ୟରତ ମାନଙ୍କୁସଂମ୍ମାନିତ କରାଯାଇଥିଲା । ୧୯୭୪ଡିସେମ୍ବର ୧ରେ ମାଲକାନଗିରିରେବିଜ୍ଞାପିତ ଅଞ୍ଚଳ ସ୍ଥାପିତ ହୋଇଥିଲା ।୨୦୧୪ ଡିସେମ୍ବର ୨୪ରେପୌରପରିଷଦ ଘୋଷଣା ହୋଇଥିଲା ।ପ୍ରଥମ ସ୍ୱାୟତ୍ତ ଶାସନ ଦିବସ ୧୯୭୫ଅଗଷ୍ଟ ୩୧ରେ ପାଳନ କରାଯାଇଥିଲା ।୧୯୯୨ ରେ ପ୍ରଥମ କାଉନସିଲହୋଇଥିଲା ଏବଂ ମାଲକାନଗିରିପୌରପରିଷଦ ରେ ଅ ।ଜି ପର୍ଯ୍ୟନ୍ତ ୫ଥର କାଉନସିଲ ହୋଇଯାଇଛି ।ସେହିପର ବାଲିମେଳା ବିଜ୍ଞାପିତ ଅଞ୍ଚଳପରିଷଦ କାର୍ଯ୍ୟାଳୟରେ ଜାତୀୟ ପତାକାଉତ୍ତୋଳନ କରାଯିବା ସହିତ ସ୍ୱାୟତ୍ତଶାସନ ଦିବସ ପାଳିତ ହୋଇଛି । ଏହିଅବସରରେ ବାଲିମେଳା ଏନ୍ଏସିରପ୍ରଶାସକ ଦାୟିତ୍ୱରେ ଥିବା ଉପ ଜିଲ୍ଲାପାଳରାମେଶ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେଯୋଗଦେଇ ଜାତୀୟ ପତାକା ଉତ୍ତୋଳନକରିବା ସହିତ ସ୍ୱାୟତ୍ତ ଶାସନ ଉପଲକ୍ଷେଅଭିଭାଷଣ ପ୍ରଦାନ କରିଥିଲେ । ଏହିଅବସରରେ ବାଲିମେଳା ମେଡିକାଲରଆୟୁଷ ଡାକ୍ତର ଅମ୍ବିକା ରାଣୀ ନାଥ,ଓର୍କେଲ ଥାନାର ଏଏସ୍ଆଇ ଇପିଏସଲାକ୍ରାଙ୍କ ସହ ସଫେଇ କର୍ମ·ରୀ ଓ ସ୍ୱଚ୍ଛସାଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତସେମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନକରାଯାଇଥିଲା ଏହି କାର୍ଯ୍ୟକ୍ରମକୁବାଲିମେଳା ଏନଏସିର କାର୍ଯ୍ୟନିର୍ବାହୀଅଧିକାରୀ କୃଷ୍ଣଚନ୍ଦ୍ର ରଥ ଓ ଅନ୍ୟମାନେପରି·ଳନା କରିଥିଲେ

- Advertisement -ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ସ୍ୱାୟତ୍ତ ଶାସନ ଦିବସ

More articles

LEAVE A REPLY

Please enter your comment!
Please enter your name here

- Advertisement -ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ସ୍ୱାୟତ୍ତ ଶାସନ ଦିବସ

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...