24 C
Bhubaneswar
Wednesday, November 25, 2020

ପଞ୍ଚାୟତର ଅନେକ ପରିବାର ପାଣିଘେରରେ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଡେଲାଙ୍ଗ,୩୧ ।୮(ନି.ପ୍ର): ଲୁଣାନଦୀରେ ବନ୍ୟା ପାଣି ପ୍ରବାହିତ ହେବାପରେ ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମରଷଡାଙ୍ଗୋଇ ଉତ୍ତରବାଡ ଗ୍ରାମର ଅମୁଣିଆଦଳିତ ବସ୍ତି, ପଶ୍ଚିମବାଡ ଦଳିତ ବସ୍ତି,ମେଳଣସାହି, ଚାଇଁପୁର ମୌଜା ର ପ୍ରାୟ୭୦ ପରିବାର ଏବେ ଜଳବନ୍ଦୀରେରହିଛନ୍ତି । ଅନ୍ୟ ପକ୍ଷେ ପଥରଡିହ ଗ୍ରାମସମ୍ପର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛନ୍ନହୋଇଯାଇଛି । ସିଂହବହ୍ମପୁର ପଞ୍ଚାୟତରମଳିଗାଁ ଗ୍ରାମ ଅର୍ଧନିମିତ ସେତୁ ଯୋଗୁଉକ୍ତ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ସ୍ଥାନୀୟ ତହସିଲଦାର ରାଜେନ୍ଦ୍ରକୁମାର ଆଚାରୀଆ ଓ ଚାଇଁପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦ୍ମ୍ୟମ୍ନ ପରିଡା ବନ୍ୟାଅଞ୍ଚଳ ପରିଦର୍ଶନ କରିଛନ୍ତି । ତୁରନ୍ତବନ୍ୟାଜଳରେ ପଶିରହିଥିବା ପରିବାରଙ୍କୁଉଦ୍ଧାର କରିବା ପାଇଁ ବ୍ଳକ ପ୍ରଶାସନପାଖରେ ସରପଞ୍ଚ ଶ୍ରୀ ପରିଡା ଦାବିକରିଛନ୍ତି । ସେହିପରି ମୋଟରୀ ଗ୍ରାମପଞ୍ଚାୟତର ଗଣ୍ଡପଡା, ନୂଆସାହି,ଆଙ୍କୋଇ, ବାତ୍ତଳ, ଗଡମୋଟରୀ ଗ୍ରାମଗହିରର ଚାଷ ଜମି ଗୁଡିକ ବନ୍ୟାପାଣିରେ ବୁଡିବା ଆରମ୍ଭ କରିଛି ।ସୋମବାର ସକାଳ ସୁଦ୍ଧା ଗ୍ରାମକୁ ବନ୍ୟାପାଣି ପ୍ରବେଶ କରିବାର ଅନୁମାନକରାଯାଉଛି । ସେହିପରି ଲୁଣାନଦୀ ବନ୍ୟାଜଳ ସୁଜନପୁର ପଂଚାୟତରଗୈାରାଦେଇପୁର,ପଟଣପୁର,ଡେଲାଙ୍ଗବ୍ଲକ କଲୋନୀ ରାସ୍ତା ବୁଡାଇ ଦେଇଛି ।ଅନ୍ୟପଟେ ରାଜୁଆ ନଦୀର ତିରିମଲଠାରେଘାଇ ହେବା ଦ୍ୱାରା ଡେଲାଙ୍ଗ ବ୍ଳକରଘନିପୁର ଗ୍ରାମ ପଞ୍ଚାୟତର ବୁଡାଙ୍ଗରା,ବିତିପୁର, ଯୋରକଣି, ତିଗିରିଆ ଆଦିଗ୍ରାମ ଗୁଡିକ ଏବେ ପାଣି ଘେରରେ ରହିବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ରଆଚାରୀଆ ଓ ବିଡିଓ କ୍ଷୀରୋଦ୍ର ପ୍ରଧାନବନ୍ୟା ଅଞ୍ଚଳ ପରିଦର୍ଶନ କରିଜିଲାପାଳଙ୍କୁ ରିର୍ପୋଟ ଦେଇଥିବାଜଣାପଡିଛି । ଅନ୍ୟ ପକ୍ଷେ ପୁରୀ ଜିଲାପାଳବଳୱନ୍ତ ସିଂ ଆଜି ଦୟା, ରାଜୁଆ, ଲୁଣା,ଭାର୍ଗବୀର ନଦୀ ବନ୍ଧର ସ୍ଥିତି ଅନୁଧ୍ୟାନକରିଛନ୍ତି । ତାଙ୍କ ସହିତ ଡେଲାଙ୍ଗ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ମକରାବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ

- Advertisement -ପଞ୍ଚାୟତର ଅନେକ ପରିବାର ପାଣିଘେରରେ

More articles

LEAVE A REPLY

Please enter your comment!
Please enter your name here

- Advertisement -ପଞ୍ଚାୟତର ଅନେକ ପରିବାର ପାଣିଘେରରେ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...