18 C
Bhubaneswar
Tuesday, November 24, 2020

ଗୋପାଳପୁର ବନ୍ଦର ପ୍ରକଳ୍ପ ବିସ୍ତାର ପାଇଁ ବିନିଯୋଗ ଯୋଜନା

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଗୋପାଳପୁର,୩୧ ।୮(ନି.ପ୍ର):ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଆଗାମୀବର୍ଷ ପାଇଁ ଗୋପାଳପୁର ବନ୍ଦରକର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବାବିନିଯୋଗ ଯୋଜନା ଏବଂ ପ୍ରଲଳ୍ପଉପରେ ସନ୍ତୋଷବ୍ୟକ୍ତ କରିଛନ୍ତି । ଶ୍ରୀତ୍ରିପାଠୀ ଗୋପାଳପୁର ବନ୍ଦରରବିକାଶମୂଳକ କାର୍ଯ୍ୟ ସହ ଜଡିତ ବିଭିନ୍ନପ୍ରସଙ୍ଗକୁ ନେଇ ଅନୁଷ୍ଠିତ ଏକ ବୈଠକରଅଧ୍ୟକ୍ଷତା କରିଥିଲେ । ବାଣିଜ୍ୟ ଓପରିବହନ ବିଭାଗର ମୁଖ୍ୟଶାସନ ସଚିବମଧୁସୂଦନ ପାଢୀ, ଅର୍ଥ ବିଭାଗର ମୁଖ୍ୟସଚିବ ଅଶୋକ କୁମାର ମୀନା, ରାଜସ୍ୱଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟଶାସନ ସଚିବ ବିଷ୍ଣୁପଦ ସେଠୀ, କାର୍ଯ୍ୟବିଭାଗର ସଚିବଶ୍ରୀ କୃଷ୍ଣ କୁମାର, ମତ୍ସ୍ୟଓ ଏ ଆର୍ଡିବିଭାଗର ସଚିବ ଆର୍ରଘୁକୁମାର, ବାଣିଜ୍ୟ ଓ ପରିବହନବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାରମିଶ୍ର, ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟଅମୃତ କୁଲାଙ୍ଗେ ଏବଂ ଅନ୍ୟ ବରିଷ୍ଠଅଧିକାରୀମାନେ ଭିଡିଓ କନଫରେନ୍ସିଂମାଧ୍ୟମରେ ଆୟୋଜିତ ବୈଠକରେଉପସ୍ଥିତ ଥିଲେ । ଗୋପାଳପୁର ବନ୍ଦରରପରିଚାଳନା ନିଦେ୍ର୍ଦଶକଶ୍ରୀ ଅମିତସାବୁବନ୍ଦରରେ ଚାଲିଥିବା କାର୍ଯ୍ୟ ଓ ଏହାରପାରିପାଶ୍ୱିର୍କ ଅଂଚଳ ଓ ଶିଳ୍ପାୟନରେଭବିଷ୍ୟତ ପୁି ନିବେଶ ସମ୍ପର୍କରେ ବିସ୍ତୃତବିବରଣୀ ମୁଖ୍ୟଶାସନ ସଚିବ ଶ୍ରୀତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ ।ଗୋପାଳପୁର ବନ୍ଦରରେ ଏକ ତରଳପ୍ରାକୃତିକ ଗ୍ୟାସ (ଏଲ୍ଏନ୍ଜି) ଟର୍ମିନାଲପ୍ରକଳ୍ପ ପାଇଁ ଯୋଜନା ଚାଲିଥିବା ବେଳେସାର ଓ ପେଟ୍ରୋକେମିକାଲ୍ ଶିଳ୍ପ ପ୍ରତିଷ୍ଠାପାଇଁ ୨୦୦୦ କୋଟି ଟଙ୍କା ବିନିଯୋଗଯୋଜନା ରହିଛି । ସେହିପରି ଏକ ଖାଇବାତେଲ ବିଶୋଧନାଗାର ପାଇଁ ମଧ୍ୟଯୋଜନା କରାଯାଇଛି ବୋଲିବୈଠକରେ ଆଲୋଚନା କରାଯାଇଛିା ଗୋପାଳପୁର ବନ୍ଦରକୁ ଲୁହାପଥରପରିବହନ ଉପରେ କ୍ୟାପିଂ ପ୍ରସଙ୍ଗ ମଧ୍ୟବୈଠକରେ ଆଲୋଚନାକରାଯାଇଥିଲା । ଲୁହାପଥର ପରିବହନଉପରେ କ୍ୟାପିଂ ବନ୍ଦ କରିବା ପାଇଁଖଣି ବିଭାଗର ଉପ ନିଦେ୍ର୍ଦଶକଙ୍କୁମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀନିଦେ୍ର୍ଦଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ,ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ ଏବଂଗଙ୍ଗା ଭରମବନ୍ଦରଗୁଡିକ ପାଇ ଁଖଣିରୁଟ୍ରକ୍ ଲୋଡିଂ ଉପରେ କଟକଣା ଲାଗୁନଥିବା ସ୍ଥଳେ ଗୋପଳାପୁର ପାଇଁକଟକଣା ଲାଗୁ କରାଯାଉଛି । ଫଳରେରପ୍ତାନି କାରୀମାନେ କଠିନପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତିଏହାର ପ୍ରଭାବ ବୈଦେଶୀକ ମୁଦ୍ରାଉପାର୍ଜନ ଉପରେ ପଡୁଛି । ଏହିପ୍ରସଙ୍ଗରେ ଇସ୍ପାତ ଓ ଖଣି ବିଭାଗ ସହବିସ୍ତୃତ ଆଲୋଚନା କରିବାପାଇଁସଚିବ ଓ ଅଧିକାରୀମାନଙ୍କୁମୁଖ୍ୟଶାସନ ସଚିବ ନିଦେ୍ର୍ଦଶଦେଇଛନ୍ତି । ଗୋପାଳପୁର ବନ୍ଦରରମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପଅଗ୍ରୱାଲ ନିଜ ପାୱାର-ପଏଣ୍ଟଉପସ୍ଥାପନା ମାଧ୍ୟମରେକୋଭିଡ୍ -୧୯ ମହାମାରୀ ସମୟରେ ସଫଳତାରସହ ସୁଚାରୁରୁପେ ଜାରି ରହିଥିବାବନ୍ଦର କାର୍ଯ୍ୟ ସମ୍ପର୍କିତ ତଥ୍ୟଉପସ୍ଥାପନ କରିଥିଲେ । ଏହାସହବନ୍ଦର ସମ୍ପ୍ରସାରଣ ପ୍ରସ୍ତାବ ତଥ୍ୟମଧ୍ୟ ବର୍ଣ୍ଣନା କରିଥିଲେ । ତେବେଗୋପାଳପୁରବନ୍ଦର ସମ୍ପ୍ରସାରଣ ପାଇଁ୧୨୦୦ ଏକର ଜମିରରଆବଶ୍ୟକତା ରହିଛି । ବର୍ତ୍ତମାନସୁଦ୍ଧାବନ୍ଦରକୁ ମାତ୍ର ୩୯୩ ଏକରଜମିଯୋଗାଇ ଦେଇଛନ୍ତିରାଜ୍ୟସରକାର । ବନ୍ଦର ଅବଶିଷ୍ଟ୮୦୦ ଏକର ଜମି ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ତେବେବନ୍ଦରକୁ ଖୁବଶୀଘ୍ର ୧୧୯ ଏକରଜମିର ଏକ ଅଂଶ ପ୍ରଦାନ କରିବାପାଇଁ ଆଶ୍ୱାସନା ଦେଇଛନ୍ତି ସରକାରା ଏହି ଆବଣ୍ଟନ ପ୍ରକ୍ରିୟା ଖୁବଶୀଘ୍ରକାର୍ଯ୍ୟକାରୀ କରାଯିବ ବୋଲିବୈ÷ଠକରେ କୁହାଯାଇଛି । ଏହା ସହବୈଠକରେ ବନ୍ଦରକୁ ରାସ୍ତା ଓରେଳପଥ ସଂଯୋଗୀକରଣ ପ୍ରସଙ୍ଗରେଦୀର୍ଘ ସମୟ ଧରି ଆଲୋଚନାହୋଇଥିଲା । ବାଣିଜ୍ୟ ଓ ପରିବହନବିଭାଗର ସ୍ୱତନ୍ତ୍ର ସଚିବ ମନୋଜକୁମାରମିଶ୍ର ଏ ସମ୍ପର୍କିତ ସବିଶେଷ ତଥ୍ୟପ୍ରଦାନ କରିଥିଲେ । ରାଜ୍ୟ ରପ୍ତାନିପ୍ରୋତ୍ସାହନ କମିଟିର ସଭାପତି ଭାବେମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀଗୋପାଳପୁର ବନ୍ଦର ଦ୍ୱାରା ରାଜ୍ୟରୁରପ୍ତାନି ବୃଦ୍ଧି ଉଦ୍ୟମକୁ ପ୍ରଶଂସାକରିଥିଲେ । ଏହା ସହରାଜ୍ୟରେ୨୦୨୫ ସୁଦ୍ଧା ଏକ ଲକ୍ଷକୋଟି ଟଙ୍କାର ରପ୍ତାନୀ କାରବାର ହାସଲକରିବାର ଲକ୍ଷକୁ ନେଇ ଏକ ନୂଆ ରପ୍ତାନିନୀତ ପ୍ରସ୍ତୁତି କରୁଛନ୍ତି ସରକାର

- Advertisement -ଗୋପାଳପୁର ବନ୍ଦର ପ୍ରକଳ୍ପ ବିସ୍ତାର ପାଇଁ ବିନିଯୋଗ ଯୋଜନା

More articles

LEAVE A REPLY

Please enter your comment!
Please enter your name here

- Advertisement -ଗୋପାଳପୁର ବନ୍ଦର ପ୍ରକଳ୍ପ ବିସ୍ତାର ପାଇଁ ବିନିଯୋଗ ଯୋଜନା

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...